SUMUM Provides New Life

0

Bhubaneswar: For the third time in 16 months, two organs of a brain dead patient were harvested at the SUM Ultimate Medicare (SUMUM) here and rushed to two city-based hospitals for transplantation providing a new lease of life to two critically ill patients on Wednesday. Alekh Prasad Parida, a 59-year-old man from Nilagiri area of Balasore district, had been admitted...

ବଦଳିବ ବିଶ୍ୱବିଦ୍ୟାଳୟ ଆଇନ୍‍

0

ଭୁବନେଶ୍ୱର : ଓଡିଶାର ବିଶ୍ୱବିଦ୍ୟାଳୟ ଗୁଡିକରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଘେନି ସୃଷ୍ଟି ହୋଇଥିବା ଅନିଶ୍ଚିତତା ଦୂର କରିବାଲାଗି ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ସମୟରେ ବିଶ୍ୱବିଦ୍ୟାଳୟର ପ୍ରଚଳିତ ଆଇନ୍‍ରେ ସଂଶୋଧନ ଲାଗି ସ୍ୱତନ୍ତ୍ର ବିଧେୟକ ଆସିପାରେ । ଏଥିଘେନି ସରକାରୀ ସ୍ତରରେ କସରତ ଆରମ୍ଭ ହୋଇଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ବିଶ୍ୱବିଦ୍ୟାଳୟ ଆଇନ୍‍ରେ ରାଜ୍ୟ ସରକାର ୨୦୨୦ ମସିହାରେ ସଂଶୋଧନ ଆଣି ବିଭିନ୍ନ ପଦ ପଦବୀ ଲାଗି ପ୍ରାର୍ଥୀ ଚୟନ କ୍ଷମତା ବିଶ୍ୱବିଦ୍ୟାଳୟ ହାତରୁ କାଢି ନେଇଥିଲେ । ଏ...

ବିକଶିତ ଓଡିଶା ପାଇଁ ଭିଜନ ଡକ୍ୟୁମେଣ୍ଟ

ଭୁବନେଶ୍ୱର : ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ବିଭାଗକୁ ବିକଶିତ ଭାରତ ୨୦୪୭ ପାଇଁ ବିକଶିତ ଓଡିଶା ୨୦୩୬ ସକାଶେ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ଆଭ୍ୟନ୍ତରୀଣ ବୈଠକ ଏବଂ ବାହ୍ୟ କାର୍ଯ୍ୟକ୍ରମର ଏକ ଅଂଶ କରିବାକୁ କହିଛନ୍ତି । ଉନ୍ନୟନ କମିସନର ଅନୁ ଗର୍ଗ ଏ ନେଇ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିକଶିତ ଭାରତ ୨୦୪୭...

ନୟାଗଡ଼ରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା

0

ଭୁବନେଶ୍ୱର : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆଜି ନୟାଗଡ଼ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନାଚକ୍ର ଓ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର...

Vision For Viksit Odisha@2036

0

To make Odisha a developed State by 2036 when it will complete 100 years formation, the State Government has asked all Departments to make preparation of Vision Document for Viksit Odisha@2036 for Viksit Bharat @2047 a part of all internal meetings and external engagements. Chief Minister Mohan Charan Majhi has unveiled the logo. Deputy Chief Minister, Pravati Parida, Planning &...

ସମ୍ମମ୍‌ରେ ତୃତୀୟ ଥର ପାଇଁ ଅଙ୍ଗଦାନ

0

ଭୁବନେଶ୍ୱର : ଅଙ୍ଗଦାନକୁ ନିରବଚ୍ଛିନ୍ନ ଭାବେ ପ୍ରୋତ୍ସାହନ ଦେଉଥିବା ସମ୍ ଅଲ୍ଟିମେଟ୍ ମେଡିକେୟାରରେ ତୃତୀୟ ଥର ପାଇଁ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ଦୁଇଟି ଅଙ୍ଗ ବାହାର କରାଯାଇ ରାଜଧାନୀର ଦୁଇଟି ହସ୍ପିଟାଲ୍‌ରେ ଥିବା ଗୁରୁତର ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପାଇଁ ପ୍ରକ୍ରିୟା ସମ୍ପନ୍ନ କରାଯାଇଛି। ଦୀପାବଳି ପୂର୍ବରୁ ଅସୁସ୍ଥ ମଣିଷଙ୍କୁ ନୂତନ ଜୀବନ ଦେବାର ଏହି ଉଦ୍ୟମକୁ ବଳବତର ରଖିଛି ସମ୍ମମ୍‌। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ୫୯ ବର୍ଷୀୟ ଅଲେଖ ପ୍ରସାଦ ପରିଡା ମସ୍ତିଷ୍କରେ ଗୁରୁତର ଆଘାତ (ବ୍ରେନ୍ ଷ୍ଟ୍ରୋକ୍‌)ର...

ନଭେମ୍ବର ୨୬ରୁ ଶୀତ ଅଧିବେଶନ

0

ଭୁବନେଶ୍ବର : ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିବ। ପ୍ରଥମ ଦିନ (ନଭେମ୍ବର ୨୬) ରେ ୨୦୨୪-୨୫ ପାଇଁ ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପିତ ହେବ ଏବଂ ଡିସେମ୍ବର ୫ରେ ବିନିଯୋଗ ବିଲ୍ ଉପସ୍ଥାପନ କରାଯିବ । ଅନୁଦାନ ଦାବି ଉପରେ ଡିସେମ୍ବର ୨, ୩ରୁ ୪ ପର୍ଯ୍ୟନ୍ତ ତିନି ଦିନ ଆଲୋଚନା ହେବ । ଗତ ବର୍ଷ ସେପ୍ଟେମ୍ବର ରେ ବିଜେଡି ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ...

Odisha Yatri Logo Unveiled

0

Bhubaneswar: Dr. Krushna Chandra Mahapatra, Hon’ble Minister, Housing & Urban Development Department and Public Enterprises, Govt. of Odisha flagged off 12 new electric buses of Capital Region Urban Transport (CRUT) at Babasaheb Bhimrao Ambedkar Bus Terminal (BSABT) today. He also inaugurated Automatic Ticket Vending Machines (ATVMs) at strategically chosen locations BSABT, Master Canteen OD Terminal and Puri Bus Stand.Speaking...

ଗଡିଲା ଆଉ ୧୨ ଇ-ବସ୍‍

0

ଭୁବନେଶ୍ୱର: କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ନୂତନ ୧୨ଟି ଇ-ବସ୍ ସେବାର ଶୁଭାରମ୍ଭ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ୍‌ରୁ ଖୋର୍ଦ୍ଧା ନୁଆ ବସ୍‌ଷ୍ଟାଣ୍ଡ ଭାୟା ୱାଣ୍ଡର୍‌ଲା ୱାଟର୍ ପାର୍କ ଓ ଭୁବନେଶ୍ୱର ବିମାନବନ୍ଦରରୁ ପଥରଗାଡ଼ିଆ ଏବଂ କିସ୍ ମହାବିଦ୍ୟାଳୟ ଭାୟା ମାଷ୍ଟରକ୍ୟାଣ୍ଟିନ୍ ଭଳି ୨ଟି ନୂଆ ରୁଟ୍ ୬୫ ଏବଂ ୬୬ ନମ୍ବର ଆରମ୍ଭ ହୋଇଛି । ସହରାଞ୍ଚଳ ପରିବହନ ଯାତାୟତର ନେଟୱାର୍କକୁ ବୃଦ୍ଧି କରି କ୍ରୁଟ୍ ୪୭୫ ମୋ ବସ୍ ୯୭ଟି ରୁଟ୍‌ରେ ଯାତାୟତ ସେବା ପ୍ରଦାନ କରୁଛି ।...

Ethics And Systems In Governance

By Smt.Usha Padhee, IASBhubaneswar:I remember a fable about a king attempting to curb corruption within his kingdom. The story begins with a gatekeeper demanding bribes from anyone entering the city. The king, discovering this, reassigned the guard to the kitchens, hoping he’d leave corruption behind. Yet, undeterred, the soldier continued his greedy ways, overcharging for subpar vegetables. In frustration,...