ଡିଆରଆରଡବ୍ଲୁଜି ମନ୍ତ୍ରୀସ୍ତରୀୟ ବୈଠକରେ ପି କେ ମିଶ୍ର

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ବ୍ରାଜିଲର ବେଲେମ୍ ଠାରେ ଅକ୍ଟୋବର ୩୦ ରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଅନୁଷ୍ଠିତ ଜି- ୨୦ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ (ଡିଆରଆରଡବ୍ଲୁଜି) ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିଛନ୍ତି | ଭାରତୀୟ ପ୍ରତିନିଧି ଦଳର ସକ୍ରିୟ ଅଂଶଗ୍ରହଣ ସହିତ ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ପ୍ରଥମ ମନ୍ତ୍ରୀସ୍ତରୀୟ ଘୋଷଣାନାମାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ସହମତି ପ୍ରକାଶ ପାଇଛି। ବିଭିନ୍ନ ମନ୍ତ୍ରୀସ୍ତରୀୟ...

ସମ୍ -୨ ପକ୍ଷରୁ ପିଙ୍କ ଅକ୍ଟୋବର କ୍ୟାମ୍ପେନ୍

0

ଭୁବନେଶ୍ୱର : ଫୁଲନଖରା ସ୍ଥିତ ସମ୍ ହସ୍ପିଟାଲ୍ -୨ ପକ୍ଷରୁ ପିଙ୍କ ଅକ୍ଟୋବର କ୍ୟାମ୍ପେନ୍ ଉଦ୍‌ଯାପିତ ହୋଇଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଡାକ୍ତର, ଫ୍ୟାକଲ୍ଟି ମେମ୍ବର୍ସ ଏବଂ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗ ଦେଇଥିଲେ । ସେପ୍ଟେମ୍ବର ଶେଷ ସପ୍ତାହରେ ଆୟୋଜିତ ହୋଇଥିବା ଏହି କ୍ୟାମ୍ପେନ୍‌ରେ ମୁଖ୍ୟତଃ ସ୍ତନ କର୍କଟ ସଚେତନତା ଉପରେ ଗୁରୁତ୍ୱ ଦେବା ସହ ସ୍କ୍ରିନିଂ, ସ୍ୱ ପରୀକ୍ଷା ଏବଂ ଏ ସମ୍ପର୍କିତ ବିଭିନ୍ନ ଅନ୍ଧ ବିଶ୍ୱାସ ଓ ବାସ୍ତବ ସତ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର...

ହାତୀ ଉପଦ୍ରବ ଅଞ୍ଚଳରେ ମାଳ ମାଳ ମାଟି ଘର

0

ଭୁବନେଶ୍ୱର : ବାତ୍ୟାରେ ଭାଙ୍ଗିଥିବା ଘରକୁ ନେଇ ବିବାଦ ଦେଖାଦେବା ଓ ଏତେ ସଂଖ୍ୟାରେ ମାଟିଘର କିପରି ରହିଲା ତାହାକୁ ନେଇ ଖୋଳତାଡ ଆରମ୍ଭ ହୋଇଥିବାବେଳେ ଚଳିତବର୍ଷ ହାତୀମାନେ ହଜାରେରୁ ଅଧିକ ଘର ଭାଙ୍ଗିଛନ୍ତି । ହାତୀଙ୍କ ଦ୍ୱାରା ଭାଙ୍ଗିଥିବା ଘରଗୁଡିକ ମଧ୍ୟରୁ ସଂଖ୍ୟାଧିକ ମାଟି ଘର ଥିବା ଜଣାଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ହାତୀମାନେ ଉପଦ୍ରବ ଆରମ୍ଭ କରିଛନ୍ତି । ବିଶେଷକରି ଫସଲ ଅମଳ ସମୟରେ ଏମାନେ ଜଙ୍ଗଲରୁ ଜନବସତି ମୁହାଁ ହେଉଥିବାବେଳେ ଏବେ ବର୍ଷର ଅଧିକାଂଶ ସମୟରେ ଏମାନେ...

ମଦୁଆଙ୍କ ଡାଟାବେସ୍‍ ପ୍ରସ୍ତୁତ ହେଉ

0

ଭୁବନେଶ୍ୱର : ବାର୍‍ ମାନଙ୍କରେ ନାଚ ବନ୍ଦକରି ଗୀତ ବୋଲିବାପାଇଁ ସରକାର ଯେଉଁ ସର୍ତ୍ତମୂଳକ ଅନୁମତି ଦେବାକୁ ଯାଉଛନ୍ତି ସେଥିରେ ଥିବା ଅନେକ କଟକଣା ମଧ୍ୟରେ ଗୀତ ବୋଲୁଥିବା ବ୍ୟକ୍ତିଙ୍କ ଫଟୋ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଉଥିବାବେଳେ ସେମାନଙ୍କ ପୋଷାକ ଓ ନିରାପତ୍ତା ପ୍ରତି ମଧ୍ୟ ଧ୍ୟାନଦେବାକୁ କୁହାଯାଇଛି । ତେବେ ବାର୍‍ରେ ଯେଉଁମାନେ ମଦ୍ୟପାନ କରୁଛନ୍ତି ସେମାନଙ୍କ ଡାଟାବେସ୍‍ ପ୍ରସ୍ତୁତ ପାଇଁ ଦାବି ହେଉଛି । ଏଠାରେ ଉଲ୍ଲେଖନୀୟ ଯେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ୍ୟଶାଳା ବା ବାର୍‍ ଗୁଡିକରେ କେଉଁଠି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ...

JSW-POSCO Plant In Keonjhar

0

Keonjhar: JSW Steel and South-Korean steel major, POSCO will jointly set up a steel plant in mineral-rich Kendujhar district, announced Chief Minister Mohan Charan Majhi today. During his visit to home district Keonjhar, the Chief Minister said that a memorandum of agreement has already been signed by both companies and their joint venture company will set up a steel plant...

No Secret Chamber In Bhandar

0

Puri: There is no secret chamber or tunnel inside the Ratna Bhandar of Shri Jagannath Temple in Puri, informed Law Minister Prithviraj Harichandan here today.    While talking to media persons, Shri Harichandan said, "As per the preliminary discussions with the scientists and experts involved in the Ground Penetrating Radar (GPR) survey, there are no secret chambers or tunnels...

Stater Empowering OSCPCR

0

Bhubaneswar: The State government will make all our effort to strengthen the Odisha State Child Protection Rights Commission (OSCPCR) to provide speedy justice to the child in distress. Deputy Chief Minister Pravati Parida said this while addressing at the 14th Foundation Day of Odisha State Child Protection Rights Commission (OSCPCR) here today. Parida, who attended the programme as the chief guest,...

SUM Hosts NCPR24′

0

Bhubaneswar: Around 300 delegates from across the country attended the three-day 22nd National Conference on Pediatric Rheumatology (NCPR-2024) which concluded at the Institute of Medical Sciences and SUM Hospital here on October 27. The conference’s objective was to raise awareness about rheumatological and immunological issues in children. Dr. Dirk Foell and Dr. N. Dhanya Lakshmi, two experts in the subject from...

ଦୁର୍ନୀତି ନିବାରଣ ସପ୍ତାହ ଉଦ୍‌ଯାପିତ

0

ଭୁବନେଶ୍ୱର :  ଶିକ୍ଷକମାନେ ଦେଶ ଓ ଜାତିର ନିର୍ମାତା ହୋଇଥିବାରୁ ଦେଶରୁ ଦୁର୍ନୀତିର ମୂଳୋତ୍ପାଟନରେ ସେମାନଙ୍କର ଭୂମିକା ସର୍ବଦା ଅଗ୍ରଗଣ୍ୟ ବୋଲି ମତପ୍ରକାଶ କରିଛନ୍ତି ବରିଷ୍ଠ ପୋଲିସ ପ୍ରଶାସକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ।  ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରେକ୍ଷାଳୟରେ ଅନୁଷ୍ଠିତ ଦୁର୍ନୀତି ନିବାରଣ ସପ୍ତାହର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରିୟଦର୍ଶୀ ସାଲିଆସାହିରୁ ସିଙ୍ଗାପୁର ପର୍ଯ୍ୟନ୍ତ ଅନେକ ଦୃଷ୍ଟାନ୍ତ ଦେଇ ସାମାଜିକ ସନ୍ତୁଳନ କିଭଳି ପରିଚୟକୁ ପରିବ୍ୟାପ୍ତ କରେ ତାହା ଦର୍ଶାଇଥିଲେ...

ଲାଗୁ ହେଲା ମାଛଧରା କଟକଣା

0

ଭୁବନେଶ୍ୱର : ଧମରା, ଦେବୀ ଓ ଋସିକୁଲ୍ୟା ନଦୀ ମୁହାଣରେ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷିତ ସଂରକ୍ଷଣ କୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଆଜି ୩ଟି ନଦୀ ମୁହାଣରେ ଉପକୂଳର ୨୦ କିଲୋମିଟର ମଧ୍ୟରେ ସମୁଦ୍ର ମାଛ ଧରା ଉପରେ ୭ ମାସ ପାଇଁ କଟକଣା ଜାରି କରିଛନ୍ତି। ପ୍ରତିବର୍ଷ ଲକ୍ଷ ଲକ୍ଷ ଅଲିଭ୍ ରିଡ୍ଲେ କଇଁଛ ଧାମରା, ଦେବୀ ଓ ଋସିକୁଲ୍ୟା ନଦୀ କୂଳକୁ ଅଣ୍ଡା ଦେବା ପାଇଁ ଆସନ୍ତି। ସାମୁଦ୍ରିକ ଜୀବଜନ୍ତୁଙ୍କ ପ୍ରଜନନ ଓ ସଙ୍ଗମ ଋତୁରେ ସେମାନଙ୍କ ସୁରକ୍ଷା...