‘ଘୃଣା ବିରୋଧରେ ସ୍ୱର’ ପକ୍ଷରୁ ବିକ୍ଷୋଭ

0

ଭୁବନେଶ୍ୱର : ଓଡ଼ିଶାରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଶୃଙ୍ଖଳିତ ଅତ୍ୟାଚାର ପ୍ରତିବାଦରେ ମାନସ ଚୌଧୁରୀଙ୍କ ନେତୃତ୍ବରେ ଏକ ସାମାଜିକ ସଂଗଠନ 'ଘୃଣା ବିରୁଦ୍ଧରେ ସ୍ୱର' ପକ୍ଷରୁ ଶୁକ୍ରବାର ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ମୁହଁରେ କଳାପଟି ପିନ୍ଧିଥିଲେ, ହାତରେ 'ଘୃଣା ବିରୁଦ୍ଧରେ ସ୍ୱର' ଲେଖାଥିବା ପତାକା ଧରିଥିଲେ । ଏହି ବିକ୍ଷୋଭରେ ନିର୍ଯ୍ୟାତିତ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ଉପରେ ହୋଇଥିବା ବର୍ବର ଅତ୍ୟାଚାରପାଇଁ ନ୍ୟାୟ ଦାବି କରାଯାଇଥିଲା। ଏହି ବିକ୍ଷୋଭରେ ଗଜପତି ଜିଲ୍ଲାର ଓପଡ଼ା, ବାଲେଶ୍ୱର ଜିଲ୍ଲାର ରେମୁଣା ଓ...

ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

0

ଭୁବନେଶ୍ୱର : ପୋଲିସ ମିତ୍ର ଓ ସଫେଇ କର୍ମଚାରୀ ସଙ୍ଘର ସଭାପତି ସହଦେବ ନାୟକଙ୍କୁ ଦିବାଲୋକରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ପୋଲିସର ଭୂମିକା ସନ୍ଦେହ ଘେରରେ ରହିଛି ବୋଲି ଆଜି ବିଜୁ ଜନତା ଦଳ ଅଭିଯୋଗ ବାଢିବା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ।  ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ବିଜେଡିର ମୁଖପାତ୍ର ଗୌତମବୁଦ୍ଧ ଦାସ ଓ ଦଳର ମିଡ଼ିଆ ସଂଯୋଜକ ତଥା ମୁଖପାତ୍ର ଡଃ ଲେନିନ ମହାନ୍ତି କହିଥିଲେ, ଏହି ଜଘନ୍ୟ ହତ୍ୟାକାଣ୍ଡରେ ପୋଲିସ ପାଞ୍ଚ ଜଣଙ୍କୁ...

ଘରୋଇ ନିଦାନ କେନ୍ଦ୍ର ଉପରେ ନିୟନ୍ତ୍ରଣ ନାହିଁ

0

ଭୁବନେଶ୍ୱର : ରାଜ୍ୟରେ ଥିବା ଘରୋଇ ନିଦାନ କେନ୍ଦ୍ରଗୁଡିକ ଉପରେ ସରକାରଙ୍କର କର୍ତ୍ତୃତ୍ୱ ପ୍ରାୟତଃ ଶୂନ । ଫଳରେ ଛତୁ ଫୁଟିଲା ଭଳି ନିଦାନ କେନ୍ଦ୍ର ଗଢିବା ସହିତ ରୋଗୀଙ୍କ ଠାରୁ ମନଇଚ୍ଛା ଅର୍ଥ ଆଦାୟ କରୁଥିବାବେଳେ ବେଳେ ବେଳେ ଭୁଲ୍‍ ରିପୋର୍ଟ ଦେଇ ରୋଗୀଙ୍କ ଜୀବନ ସହିତ ଖେଳ ବି ଖେଳୁଛନ୍ତି । ରାଜ୍ୟରେ ପାଖପାଖି ହଜାରେ ଘରୋଇ ଡାକ୍ତରଖାନା ଥିବାବେଳେ ଏହାଠାରୁ ବହୁଗୁଣିତ ନିଦାନ କେନ୍ଦ୍ର ରହିଛି । ବିଶେଷକରି ସରକାରୀ ଡାକ୍ତରଖାନା ଆଖପାଖରେ ଏହାର ସଂଖ୍ୟା ଅଧିକ ଥିବାବେଳେ କେତେକ...

ସଡ଼କ ଦୁର୍ଘଟଣା ହାର ଓଡ଼ିଶାରେ ଅଧିକ

0

ଭୁବନେଶ୍ୱର : ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ ହାର କ୍ଷେତ୍ରରେ ଓଡ଼ିଶା ଜାତୀୟ ହାରଠାରୁ ଆଗରେ ରହିଛି । ଗତ ୩ବର୍ଷ ମଧ୍ୟରେ ଓଡ଼ିଶାରେ ପ୍ରାୟ ୧୭ ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ପାଖାପାଖି ୭୦ ହଜାର ଲୋକ ଆହତ ହୋଇଛନ୍ତି । ତ୍ରୁଟିପୂର୍ଣ୍ଣ ସଡ଼କ ନିର୍ମାଣ, ଟ୍ରାଫିକ୍‍ ଛକଗୁଡ଼ିକରେ ନିୟନ୍ତ୍ରଣର ଅଭାବ, ଚାଳକଙ୍କ ଦ୍ୱାରା ଟ୍ରାଫିକ୍‍ ଓ ମୋଟରଯାନ ଆଇନ୍‍ର ଉଲ୍ଲଂଘନ, ବେପରୁଆ ଗାଡ଼ି ଚାଳନା ଏବଂ ସର୍ବୋପରି ନିଶା ଓ ସ୍ମାର୍ଟଫୋନ୍‍ର ବହୁଳ ବ୍ୟବହାର ଯୋଗୁ ସଡ଼କ...

IREDA Showcases Significant Growth

New Delhi: Indian Renewable Energy Development Agency Ltd. (IREDA) has announced its financial results for the third quarter of FY 2024-25, showcasing significant growth across key financial metrics.IREDA is the only Corporate in India, which could publish the audited results in just 9 days. It is an incredible record, feel Corporate Sector analysts. As the Nation’s largest pure-play Green Financing...

73K CR Rail Projects In Odisha

0

Bhubaneswar: Different railway projects collectively amounting to Rs 73,000 crore are under implementation in Odisha, said Railways Minister Ashwini Vaishnaw here on 9 January. Union Minister Shri Vaishnaw along with Chief Minister Mohan Charan Majhi held a detailed discussion about the on going projects here on the sidelines of Pravasi Bharatiya Divas. CS Manoj Ahuja, PS to CM Manoj Kumar Sahoo,...

India Boosts Green Energy Growth

0

Bhubaneswar: The hydrogen fuel-run train engine developed by Indian Railways has the maximum horsepower output than the engine developed by any country in the world. Such remarkable achievement using indigenous technology inspires India to be a leader among major economies using green energy for growth, said Ashwini Vaishnaw, Minister of Railways, Information and Broadcasting and Electronics & Information Technology...

ଅକ୍ଷୟ ଶକ୍ତିର ଯୋଗଦାନ ୪୫ ପ୍ରତିଶତ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସବୁଜ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ବର୍ତ୍ତମାନ ଦେଶରେ ଉତ୍ପାଦିତ ଶକ୍ତିରେ ଅକ୍ଷୟ ଶକ୍ତିର ଭାଗ ୪୫ ପ୍ରତିଶତ ରହିଛି ବୋଲି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆଜି ପ୍ରବାସୀ ଭାରତୀୟ ଦିବସ ସମାରୋହରେ ‘‘ସବୁଜ ସଂଯୋଗ: ଦୀର୍ଘସ୍ଥାୟୀ ବିକାଶରେ ପ୍ରବାସୀଙ୍କ ଯୋଗଦାନ’’ ବିଷୟବସ୍ତୁ ଉପରେ ମତ ରଖି ସେ କହିଛନ୍ତି, ସବୁଜ...

ପୋଲିସ ମିତ୍ରଙ୍କ ପରିବାରକୁ ୧ କୋଟି ଦିଅ

0

ଭୁବନେଶ୍ୱର : ସଫେଇ କର୍ମଚାରୀ ସଙ୍ଘର ସଭାପତି ସହଦେବ ନାୟକଙ୍କ ବିଭତ୍ସ ହତ୍ୟା ଘଟଣାରେ ସମ୍ପୃକ୍ତ ଷଡ଼ଯନ୍ତ୍ରକାରୀଙ୍କୁ ପୋଲିସ ଖୋଜି ବାହାର କରିବା ସହିତ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ସହ ତାଙ୍କ ପତ୍ନୀଙ୍କୁ ଚାକିରୀ ପ୍ରଦାନ କରିବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି । ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ, ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଓ ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏହି ଦାବି କରିଛନ୍ତି । ଶ୍ରୀ ଜେନା କହିଥିଲେ,...

Pandey; New Revenue Secy

New Delhi: Union Finance Secretary, Tuhin Kanta Pandey, took charge as the Secretary, Department of Revenue (DoR), Ministry of Finance on 9 January. The Appointments Committee of the Cabinet on Wednesday appointed Shri Pandey as the Secretary, Department of Revenue, Ministry of Finance. The Order also stated that Shri Pandey will continue to be designated as the Finance Secretary. Previously, Shri...