ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାର ଉଦ୍ଘାଟିତ
କଟକ : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାର ନ୍ୟାୟପାଳିକାର ପ୍ରଗତିଶୀଳ ଦୃଷ୍ଟିକୋଣର ପ୍ରତିଫଳନ। ଏହା ନ୍ୟାୟ ପ୍ରଶାସନଠାରୁ ଆଗକୁ ଯାଇ ଇତିହାସ, ସଂସ୍କୃତି ଓ ଶିକ୍ଷାର ପରିସରକୁ ବ୍ୟାପକ କରିବ । ନ୍ୟାୟିକ ଦସ୍ତାବିଜ, ରେକର୍ଡ ଏବଂ କଳାକୃତିର ସଂରକ୍ଷଣ ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଯୁଗ ଯୁଗ ଧରି ଆଇନ ଗବେଷକ, ଛାତ୍ର ଏବଂ ଐତିହାସିକମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି କଟକଠାରେ ...
ଅନୁକମ୍ପାମୂଳକ ନିଯୁକ୍ତି ଆଇନକୁ ନେଇ ବଢୁଛି ଅସନ୍ତୋଷ
ଭୁବନେଶ୍ୱର : ଗତ ସରକାର ସମୟରେ ୨୦୨୦ ମସିହାରେ ନୂଆ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍ ପ୍ରଣୟନ କରାଯିବା ଫଳରେ ହଜାର ହଜାର ସଂଖ୍ୟକ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀମାନେ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇ ବାଧ୍ୟ ବାଧକତାରେ ସରକାରଙ୍କ ବିରୁଦ୍ଧରେ ମାମଲା ଲଢୁଛନ୍ତି । କିନ୍ତୁ ସାତମାସ ଧରି ଏହି ଆଇନ୍ ପ୍ରତ୍ୟାହାର କରାଯାଇ ନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବଢୁଛି । ଏଠାରେ ଉଲ୍ଲେଖନୀୟ ଯେ ୧୯୯୦ ମସିହାରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍ ପ୍ରଣୟନ କରାଯାଇଥିଲା ।...
ପୁଣି ମୁଣ୍ଡ ନେଇପାରେ ନିଶା କାରବାର
ଭୁବନେଶ୍ୱର : ନିଶା କାରବାରକୁ ନେଇ ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ମୁଣ୍ଡ ଗଡିଥିବାବେଳେ ଏହାକୁ କଠୋର ଭାବେ ଦମନ କରାନଗଲେ ଆଗାମୀ ଦିନରେ ସହରର ଏକାଧିକ ସ୍ଥାନରେ ସମାନ ସ୍ଥିତି ଉପୁଜିବାର ଆଶଙ୍କା କରାଗଲାଣି । ବିଶେଷକରି ବ୍ରାଉନସୁଗାର, ଗଞ୍ଜେଇ ଆଦି କାରବାର ହେଉଥିବା ଅଞ୍ଚଳରେ ଯେଭଳି ବେପାରୀ-ବେପାରୀ ଓ ବେପାରୀ-ସାଧାରଣ ଲୋକଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି ତାହା ସହଦେବ ନାୟକ ହତ୍ୟାକାଣ୍ଡର ପୁନରାବୃତ୍ତି କରିବ ବୋଲି ଏବେ ସହରବାସୀ ଆଶଙ୍କା କରୁଛନ୍ତି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ ବେଧଡକଭାବେ ନିଶା କାରବାର...
ମୃତକଙ୍କ ଉତ୍ତରାଧିକାରୀ ଙ୍କୁ ୫ ଲକ୍ଷ ଟଙ୍କାର ସହାୟତା
ଭୁବନେଶ୍ୱର : ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବ ଉତ୍ତରାଧିକାରୀଙ୍କୁ ମିଳିଲା ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ଏହା ସ୍ଥିର କରାଯାଇଛି । ଏହା ସହିତ ସ୍ୱର୍ଗତ ନାୟକଙ୍କ ପତ୍ନୀଙ୍କୁ ସଂପୃକ୍ତ ଏଜେନ୍ସିରେ ସୁପଭାଇଜର ଭାବେ ନିଯୁକ୍ତି ଦେବା ପାଇଁ ସ୍ଥିର ହୋଇଛି । ପରିସ୍ଥିର ଗୁରୁତ୍ୱକୁ ଅନୁଭବ କରି...
OSRTC Connects 9 New Routes
Bhubaneswar: In a significant step towards enhancing public transport infrastructure, the Odisha State Road Transport Corporation (OSRTC) launched 13 bus services in nine new routes today, flagged off by Bibhuti Bhusan Jena, Minister of Commerce & Transport, through a virtual conference from Kharabela Bhawan. The event was attended by several dignitaries, including Nityananda Ganda, Minister of School & Mass Education,...
CMD IREDA Moderates PBD Panel
Bhubaneswar: As part of the 18th Pravasi Bharatiya Divas Convention, Pradip Kumar Das, CMD, Indian Renewable Energy Development Agency (IREDA) played a pivotal role as the moderator for the panel discussion titled “Green Connections: The Indian Diaspora’s Contributions to Sustainable Development”. Shri Das was the only Central PSU Chief, who was seen moderating the inspiring panel discussion. The session, chaired...
ନଅଟି ନୂତନ ମାର୍ଗରେ ବସ୍ ସେବାର ଶୁଭାରମ୍ଭ
ଭୁବନେଶ୍ଵର : ଓଡିଶା ରାଜ୍ୟ ସଡକ ପରିବହନ (ଓଏସ୍ଆରଟିସି) ଦ୍ୱାରା ୯ଟି ନୂତନ ମାର୍ଗରେ ୧୩ଟି ବସ୍ ସେବାର ଶୁଭାରମ୍ଭ ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭର୍ଚୁଆଲ ମୋଡରେ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ନୂତନ ବସ୍ ସେବା ସିଦ୍ଧ ଭୈରବୀ, ଗଣିଆ (କଣ୍ଟିଲୋ), କୋଟପାଡ଼, ଯୋରନ୍ଦା ଏବଂ ପାରଳାଖେମୁଣ୍ଡିକୁ ପୁରୀ ସହ ସଂଯୋଗ କରିବ । ସେହିପରି ଇନ୍ଦ୍ରାବତୀ ଓ ବ୍ରହ୍ମପୁରକୁ ଭୁବନେଶ୍ଵର ସହ,...
Pradhan Lauds PBD Show
Bhubaneswar: The 18th Pravasi Bharatiya Divas celebrations witnessed a grand showcase of Odisha’s art, culture and heritage at the Janata Maidan in Bhubaneswar. Union Minister for Education Dharmendra Pradhan and Haryana’s Tourism Minister Kanwar Pal Gujjar visited the Odisha Exhibition hall and lauded its exquisite representation of Odisha’s rich traditions. Union Minister Shri Pradhan said, The exhibition has beautifully captured Odisha’s...
4.17L To Get Hiked Social Security Pensions
Bhubaneswar: The State government has recently decided to enhance the social security pension to Rs 3,500 per month for elderly people aged 80 years and above and persons with over 80 per cent disabilities. So, as many 4,17,496 pensioners are likely to get benefit from the decision. As per data available with the Department of Social Security and Empowerment of...
Patnaik Writes To Sai
Bhubaneswar: BJD Supremo, Naveen Patnaik today wrote a letter to Chhattisgarh Chief Minister Vishnu Deo Sai for immediate release of PRI members detained by Chhattisgarh police. In his letter, Shri Patnaik said that Panchayat Raj representatives like Sarpanches and Panchayat Samiti Members of Kirimira block in Jharsuguda district were detained by Chhattisgarh police in Sareipali police station in Mahasamund district....









