Search Begins For OERC Chief

0

Bhubaneswar: The State Government finally initiated the process for appointment of Chairperson of the Odisha Electricity Regulatory Commission (OERC). The Department of Energy today issued an advertisement inviting applications from eligible personalities to head the quasi-judicial body.   As per the notification, the Chairperson of the Commission will be a person of ability, integrity and standing who has adequate knowledge of...

ବରିଷ୍ଠ ଗବେଷକ ବିଜୟ ସ୍ୱାଇଁଙ୍କ ପରଲୋକ

0

ଭୁବନେଶ୍ଵର : ବନୀକରଣ, ଆରଣ୍ୟ ବୃକ୍ଷ ଗବେଷଣା, ବାଉଁଶ ବନ ପରିଚାଳନା, ଓଡିଶାର ଔଷଧୀୟ ଉଦ୍ଭିଦ ଓ ଗୋଷ୍ଠୀ ବନ ପରିଚାଳନା କ୍ଷେତ୍ରରେ ଗବେଷଣା ଓ ଉଦ୍ଭାବନ ପାଇଁ ଅତ୍ୟନ୍ତ ପ୍ରତିଶ୍ରୁତିବଦ୍ଧ ପରିବେଶବିତ, ବନବିଜ୍ଞାନ ବିଶାରଦ ତଥା ଭାରତୀୟ ବନ ସେବା ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁଙ୍କ ଗତକାଲି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ୭୭ ବର୍ଷ ବୟସରେ ପରଲୋକ ଘଟିଛି । ଶ୍ରୀଯୁକ୍ତ ସ୍ୱାଇଁ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ଅଧ୍ୟୟନ ପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । ୨୦୦୮ମସିହାରେ...

MCL Pacts With State

0

Sambalpur: Mahanadi Coalfields Limited (MCL), as part of its CSR initiative, has launched "Project Sambalpur Sikshotthan – MCL Ke Shayog Say" to significantly improve the educational infrastructure in Sambalpur district. In this connection, an MoU was signed between MCL and the District Administration, Sambalpur, marking the commencement of the project. Under this initiative, 20,617 dual desk benches will be provided...

ITER Tops Times List

0

Bhubaneswar: Institute of Technical Education and Research (ITER), faculty of engineering and technology of Siksha ‘O’ Anusandhan Deemed to be University (SOA) here has been chosen as the No. 1 engineering institute in Eastern India at the Times Business Awards-Jharkhand for 2025 event held at Ranchi. The awards, flagship program of the Times of India, were given in recognition of...

Bijay Swain No More

0

Bhubaneswar: Bijay Kumar Swain (77), an ardent environment and forestry professional and Indian Forest Service official, who was highly committed to research and innovation in the fields of Forestry, Silviculture, Bamboo Forest Management, Medicinal Plants of Odisha, and Community Forest Management, passed away at a city-based hospital yesterday.  Swain had been a brilliant student throughout his career and had visited...

ଆଇଟିଇଆର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)କୁ ପ୍ରଥମ ଟାଇମ୍ସ ବିଜିନେସ୍ ଆୱାର୍ଡ-ଝାଡ଼ଖଣ୍ଡ ୨୦୨୫ରେ ପୂର୍ବ ଭାରତର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଇଛି । ଗତ ଜାନ୍ରୁଆରୀ ୧୭ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ସମେତ ୩୬ ଟି କ୍ୟାଟେଗୋରୀରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବଲିଉଡ୍ ତାରକା ସୋନୁ ସୁଦ ଏହି ସମ୍ମାନ...

ରକ୍ତଦାନ ଶିବିରରେ ୧୦୫ ୟୁନିଟ ରକ୍ତ ସଂଗ୍ରହ

0

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ ତଥା ପରାକ୍ରମ ଦିବସ ଅବସରରେ ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଭୁବନେଶ୍ୱରସ୍ଥିତ  ସରକାରୀ ବାସଗୃହ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରକୁ ମନ୍ତ୍ରୀ ଡାଃ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ସମାଜ ତଥା ମାନବିକତା ପାଇଁ ସେବା ପ୍ରଦାନ କରିବା ନିମନ୍ତେ ଆହ୍ୱାନ ଜଣାଇ ସ୍ୱେଚ୍ଛାକୃତ ରକ୍ତଦାତା ଯୁବ...

ଲୁଚା ଛପାରେ ବିକ୍ରି ହେଉଛି ଠାକୁରଙ୍କ ସମ୍ପତ୍ତି

0

ଭୁବନେଶ୍ୱର : ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଓ ଏକାମ୍ରକ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିର ନାମରେ ଯେତେ ଭୂସମ୍ପତ୍ତି ରହିଛି ସେଥିରୁ ଅଧିକାଂଶର ସତ୍ୱଲିପି ମନ୍ଦିର ପ୍ରଶାସନ ନିକଟରେ ନାହିଁ । ଅନେକ ଜମି ଜବରଦଖଲରେ ଥିବାବେଳେ ଆଉ କେତେକ ଜମି ବେଆଇନ୍‍ ଭାବେ ମନ୍ଦିର ପ୍ରଶାସନର ଅଗୋଚରରେ ବିକ୍ରିକରି ଦିଆଯାଇଛି । ପ୍ରତିଟି ଓଡିଆ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଗର୍ବ କରୁଥିବାବେଳେ ରାଜ୍ୟର ୨୩ଟି ଜିଲ୍ଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଲାଗି ୬୦,୪୧୦ ଏକର ଚିହ୍ନିତ ଜମି ରହିଛି । ଏଥିରୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୨୦ହଜାର ଏକରରୁ...

ଖାଦ୍ୟ ଯାଞ୍ଚ ପାଇଁ ନାହାନ୍ତି ଅଧିକାରୀ

0

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଖାଦ୍ୟ ଗୁଣବତ୍ତା ଯାଞ୍ଚ କରିବାକୁ ନାହାନ୍ତି ଆବଶ୍ୟକ ସଂଖ୍ୟକ ଅଧିକାରୀ । ପାଞ୍ଚଟି ମହାନଗର ନିଗମ ସହିତ ୧୧୩ଟି ପୌରାଞ୍ଚଳରେ ଖାଦ୍ୟ ଯାଞ୍ଚ ପାଇଁ ମାତ୍ର ୬୧ଜଣ ଖାଦ୍ୟନିରାପତ୍ତା ଅଧିକାରୀ ଥିବାବେଳେ ସେମାନଙ୍କ କାର୍ଯ୍ୟ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ରାଜ୍ୟବାସୀ କିଭଳି ଶୁଦ୍ଧ ଓ ଉଚ୍ଚ ଗୁଣମାନର ଖାଦ୍ୟ ଖାଇବେ ତାହାର ଦାୟିତ୍ୱ ରହିଛି ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଉପରେ । ଚାଉଳ, ଡାଲି ଠାରୁ ଆରମ୍ଭକରି ତେଲ ଓ ମାଛ, ମାଂସ ପର୍ଯ୍ୟନ୍ତ ପ୍ରତ୍ୟେକ...

ଚେତାବନୀ ଦେଲେ ବାଚସ୍ପତି

0

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀ ଅଧିବେଶନ ସମୟରେ ଗୃହରେ ବିଶୃଙ୍ଖଳା ପ୍ରଦର୍ଶନ କରୁଥିବା ବିରୋଧୀ ବିଧାୟକମାନଙ୍କୁ ଚେତାବନୀ ଦେଇଛନ୍ତି। ବିରୋଧୀ ସଦସ୍ୟଙ୍କ ଗଠନମୂଳକ ପରାମର୍ଶକୁ ସ୍ୱାଗତ କରାଯିବ ବୋଲି ଶ୍ରୀମତୀ ପାଢ଼ୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ତେବେ ବାଧା ବିଘ୍ନ ବା ବାଧାକୁ ବରଦାସ୍ତ କରାଯିବ ନାହିଁ ବୋଲି ନିକଟରେ ପାଟନାଠାରେ ଆୟୋଜିତ ୮୫ତମ ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀରେ ଯୋଗ ଦେଇଥିବା ବାଚସ୍ପତି କହିଛନ୍ତି। ଅଧିବେଶନ ସମୟରେ ବିରୋଧୀ ଦଳମାନେ ଗଠନମୂଳକ ଭୂମିକା ଗ୍ରହଣ କରିବା ସହ ପରାମର୍ଶ...