Shah Slams Stalin Govt.

0

Chennai: Saffron Veteran and Union Minister Home Affairs, Amit Shah criticized the Tamil Nadu Government for corruption, lawlessness, and anti-national activities, pointing out the DMK leaders' involvement in scandals. He asserted that in 2026, Tamil Nadu would witness the formation of an NDA government, signaling a new era. During the event, Tamil Nadu BJP President Shri K Annamalai, Union...

Shakti Mela Attracts Visitors

0

Bhubaneswar: Subhadra Shakti Mela 2025 at Janata Maidan continues to attract an overwhelming response from visitors, with thousands visiting the stalls to explore a diverse range of handcrafted SHG products. The food court remains a major crowd-puller, with millet-based delicacies, organic produce, and traditional Odia cuisines in high demand. As the mela coincided with Maha Shivaratri, cultural celebrations reached new...

ମହାକୁମ୍ଭରେ ଓଡ଼ିଶା ଗଣମାଧ୍ୟମ

0

ଭୁବନେଶ୍ୱର: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ପ୍ରୟାଗରାଜ ମହାକୁମ୍ଭ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣମାଧ୍ୟମ ପ୍ରତିନିଧିମାନେ ଦିବ୍ୟ ଓ ଭବ୍ୟ ମହାକୁମ୍ଭ କ୍ଷେତ୍ର ବୁଲି ଦେଖିବା ସହିତ ସେଠାକାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଛନ୍ତି । ବିଶେଷ କରି ମହାକୁମ୍ଭ ଭଳି ବିଶ୍ୱର ସର୍ବବୃହତ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନରେ ଉତ୍ତର ପ୍ରଦେଶ ସରକାର ଓ କେନ୍ଦ୍ର ସରକାରଙ୍କ...

ସମସ୍ତ ନଦୀକୁ ପ୍ରଦୂଷଣ  ମୁକ୍ତ କର

0

ଭୁବନେଶ୍ୱର : ଆଜି ମହାନଦୀ ବଞ୍ଚାଓ ଆନ୍ଦୋଳନ, ଦୟା ସୁରକ୍ଷା ଅଭିଯାନ, ଚିଲିକା ବଂଚାଅ ଅଭିଯାନ, ନିର୍ମଳ ଦୟା, ଓଡିଶା ନଦୀ ସୁରକ୍ଷା ସମିତି, ଓଡିଶା ପରିବେଶ ସମିତି ଇତ୍ୟାଦି ସଂଗଠନର  ଆବାହକ ମଣ୍ଡଳୀର ପ୍ରତିନିଧି ଦଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମଝିଙ୍କୁ ତାଙ୍କ ବାସଭବନ ରେ ସାକ୍ଷାତ କରି ଦୟା,ଗଙ୍ଗୁଆ,ମହାନଦୀ ଓ ଚିଲିକା ସୁରକ୍ଷା ବିଷୟରେ ଆଲୋଚନା କରିବା ସହିତ ଏକ ୮ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଏହି  ପ୍ରତିନିଧି ଦଳରେ   ଶ୍ରୀ କୃଷ୍ଣଚନ୍ଦ୍ର  ଜଗଦେବ...

ପଞ୍ଚାୟତ ଅଫିସ ଭାଙ୍ଗିବାକୁ ଏନ୍‍ଜିଟିଙ୍କ ନିର୍ଦ୍ଦେଶ

0

ଭୁବନେଶ୍ୱର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଝାଡପଡା ପଂଚାୟତରେ ଜଙ୍ଗଲ ଜମି ଉପରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ପଂଚାୟତ ଗୃହକୁ ହଟାଇବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ ରାଜ୍ଯ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ଘଟଣାର ତଦନ୍ତ ପାଇଁ ନୟାଗଡ ଜିଲ୍ଲାପାଳ, ଖୋର୍ଦ୍ଧା ଡିଏଫଓ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବୈଜ୍ଞାନିକଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଥିଲା । ଏହି ମାମଲାରେ ରାଜ୍ୟ ସରକାର, ରାଜ୍ୟ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ...

ଅଙ୍ଗନବାଡିକୁ ଅଣ୍ଡା ଦର ଚିନ୍ତା….

0

ଭୁବନେଶ୍ୱର : ଅଙ୍ଗନବାଡି ଓ ବିଦ୍ୟାଳୟଗୁଡିକରେ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ପାଇଁ ସରକାର ମାଗଣାରେ ଅଣ୍ଡା ଯୋଗାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ସରକାରୀ ବିଦ୍ୟାଳୟଗୁଡିକରେ ଆଗରୁ ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ମାଗଣା ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଥିବାବେଳେ ଏଥିରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଯୋଡିବାପାଇଁ ନିଷ୍ପତ୍ତି ହୋଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଲାଗି ଦିଆଯାଉଥିବା ମଧ୍ୟାହ୍ନଭୋଜନର ଖାଦ୍ୟ ତାଲିକାରେ ସପ୍ତାହରେ ଅନ୍ୟୁନ ୨ଦିନ ଅଣ୍ଡା ଦେବାର ବ୍ୟବସ୍ଥା ଅଛି । ସେହିଭଳି ଅଙ୍ଗନବାଡିକେନ୍ଦ୍ରଗୁଡିକ ମାଧ୍ୟରେ ୩ରୁ ୬ବର୍ଷ ବୟସର ପିଲା, ଗର୍ଭବତୀ...

ସିଏସ୍‍ଆର ଖର୍ଚ୍ଚ ୬୧୩ କୋଟି

0

ଭୁବନେଶ୍ୱର : ଓଡିଶାରେ କାର୍ଯ୍ୟରତ କମ୍ପାନୀମାନେ ବିଗତ ଦୁଇଟି ବର୍ଷରେ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ବାବଦରେ ୬୧୩ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି । ଏହି ଅର୍ଥ ବିପର୍ଯ୍ୟୟ ପରିଚାଳନା ଠାରୁ ଆରମ୍ଭକରି ସ୍ୱାସ୍ଥ୍ୟସେବା, କ୍ରୀଡା ଓ ସ୍ୱଚ୍ଛ ଭାରତ ବାବଦରେ ଖର୍ଚ୍ଚ ହୋଇଛି । ରାଜ୍ୟରେ କାର୍ଯ୍ୟରତ ୨୩ଟି ଶିଳ୍ପସଂସ୍ଥା ବିଗତ ଦୁଇଟି ବର୍ଷ ଅର୍ଥାତ୍‍ ୨୦୨୨-୨୩ ଓ ୨୦୨୩-୨୪ରେ ସିଏସ୍‍ଆର ପାଣ୍ଠି ଜରିଆରେ ୬୧୩ କୋଟିରୁ ଅଧିକ ଅର୍ଥ ବ୍ୟୟ କରିଛନ୍ତି । ୨୦୨୨-୨୩ ବର୍ଷରେ ଏହି କମ୍ପାନୀମାନେ...

Opposition Slams Food Minister

0

Bhubaneswar: Opposition BJD and Congress today slammed Food Supplies and Consumer Welfare Minister Krushna Chandra Patra for changing his statement frequently on removal of beneficiaries from the food security schemes. Shri Patra, who earlier stated that the persons who are filing IT returns will be removed from the PSD, today clarified that the ration card of eligible persons, who filed...

ସେବା ଯୋଗାଇବାରେ ଓଡିଶା ଏଜି ପ୍ରଥମ

0

ଭୁବନେଶ୍ୱର : ଓଡିଶା ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଓ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ସହଯୋଗରେ ଦ୍ୱିତୀୟ କୋଷାଧିକାରୀ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଅଛି l ପ୍ରାରମ୍ଭରେ ବରିଷ୍ଠ ଉପ ମହାଲେଖାକାର ଶ୍ରୀ ଶ୍ରୀରାଜ ଅଶୋକ କର୍ମଶାଳାର ଆୟୋଜନ ସମ୍ପର୍କରେ ଆଲୋକପାତ କରିବା ସହ ମହାଲେଖାକାର କାର୍ଯ୍ୟାଳୟ ଓ କୋଷାଗାର ସମ୍ମୁଖୀନ ହେଉଥିବା ବିବିନ୍ନ ତ୍ରୁଟି ସମାଧାନ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ l  ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ତାଙ୍କ ଉଦଘାଟନୀ ଅଭିଭାଷଣରେ ଅବସର ଦିନ...

Move On World Class Tourism

0

Bhubaneswar: Secretary Tourism, Balwant Singh has set the context for brain storming on World Class Tourism Experiences in Odisha. Shri Singh was speaking in the B2B exhibition of the 6th edition of OTB-2025 commenced today at Swosti Premium, bringing together Domestic Tour Operators and sellers (tour operators/hoteliers) from Odisha under one roof. Organised by the Department of Tourism, Government of Odisha,...