Gurujee Charms Odia Diaspora
Oman : The Odia diaspora in the UAE and Oman had the honor of welcoming Gurujee Chandra Bhanu Satpathy as the keynote speaker at a special event organized by the Odisha Samaj of UAE. The program commenced with a beautiful rendition of the Odisha anthem "Bande Utkal Janani" by Antara Chakraborty, setting a cultural tone for the evening. Amiya...
ସରକାରୀ ଚିକିତ୍ସାଳୟ ନିକଟରେ ଘରୋଇ ଚିକିତ୍ସା
ଭୁବନେଶ୍ୱର : ରାଜ୍ୟ ସରକାର ରୋଗୀମାନଙ୍କୁ ଚିକିତ୍ସାଳୟରେ ଔଷଧଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା ମାଗଣାରେ ଯୋଗାଇ ଦେଉଥିବାବେଳେ ଖୋଦ୍ ରାଜଧାନୀରେ କିନ୍ତୁ ଡାକ୍ତରଖାନା ଚାରିପଟେ ଘରୋଇ କ୍ଲିନିକ ସଂଖ୍ୟା ବଢିବାରେ ଲାଗିଛି । ଏଠାକୁ କିଭଳି ରୋଗୀମାନେ ଅଧିକ ସଂଖ୍ୟାରେ ଯିବେ ସେ ଦିଗରେ ଡାକ୍ତରଙ୍କ ଠାରୁ ଆରମ୍ଭକରି ଡାକ୍ତରଖାନାରେ ପଇଁତରା ମାରୁଥିବା ଦଲାଲମାନେ ଉଦ୍ୟମ ଚଳାଉଛନ୍ତି । ରାଜଧାନୀର ସବୁଠାରୁ ବଡ ଚିକିତ୍ସାଳୟ ହେଉଛି କ୍ୟାପିଟାଲ ହସ୍ପିଟାଲ । ରାଜଧାନୀ ସମେତ ପୁରୀ, ଖୋରଧା, ନୟାଗଡ ଆଦି ଜିଲ୍ଲାର ରୋଗୀମାନେ...
ତଣ୍ଡ ଗଣିବେ ସରକାର
ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗର ତ୍ରୁଟି ଓ ଜିଦ୍ ଯୋଗୁ ୫ବର୍ଷ ଧରି ଚାକିରିରୁ ବଞ୍ôଚତ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ ସରକାର ଲକ୍ଷେ ଟଙ୍କାର ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ୫ବର୍ଷ ଧରି ଚାକିରିରୁ ବଞ୍ôଚତ ଥିବା ଏହି ପ୍ରାର୍ଥୀ ଜଣକ ଏହି ସମୟସୀମା ଭିତରେ ଅନ୍ୟୁନ ୫୦ଲକ୍ଷ ଟଙ୍କା ବେତନ ଆକାରରେ ପାଇଥାନ୍ତେ । ଏଥିପାଇଁ କାହାକୁ ଉତ୍ତରଦାୟୀ କରାଯିବ ତାହା ଏବେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ...
IAS Changes Effected
Bhubaneswar: Odisha Government has effected few changes in State Bureaucracy here on 23 November. 1995 Batch IAS Chithra Arumugam has been appointed Principal Secretary Labour & ESI. In addition to her duties she is allowed to remain in charge of Science & Technology. 2008 Batch IAS Yamini Sarangi has been appointed CT & GST Commissioner. In addition to her duties she...
Cabinet Nod For Varsity Law
Bhubaneswar: The State Cabinet headed by Chief Minister Mohan Charan Majhi today decided to amend the Odisha Universities Act, 1989 that aimed to address critical challenges faced by universities. The proposed amendment bill to be placed in the Assembly during the winter session, said Chief Secretary Manoj Ahuja. The amendment will help enhance the overall academic excellence, governance and administrative efficiency...
Guv’s Daughter In Law Wins
Jamshedpur: In the hot battle for Jharkhand Assembly, Odisha Governor Raghubar Das's daughter-in-law and BJP candidate Purnima Sahu won the Jamshedpur East Assembly constituency defeating her nearest rival Ajoy Kumar of Congress by 42,871 votes. According to ECI website, Purnima Sahu Das secured 1,07,191 votes while Ajoy Kumar, who is AICC in-charge of Odisha Pradesh Congress Committee (OPCC) got...
ସ୍ୱାଧୀନତା ଆନ୍ଦୋଳନରେ କ୍ରାନ୍ତି ଆଣିଥିଲେ ମହତାବ
ଭୁବନେଶ୍ୱର : ଓଡିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଜୀବନ ଓ କୃତିତ୍ବ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ସେ ଥିଲେ ଆଧୁନିକ ଓଡିଶା ନିର୍ମାଣର ବିଶ୍ବକର୍ମା। ଡଃ ମହତାବଙ୍କ ବିନା ଆଧୁନିକ ଓଡିଶାର କଳ୍ପନା କରାଯାଇ ନପାରେ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ଠାରେ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସ୍ମରଣତ୍ସୋବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ସୂଚନା ଯୋଗ୍ୟ ଯେ ଏହି ସ୍ମରଣତ୍ସୋବର ପ୍ରଥମ ଦିନରେ...
Mahatab; Viswakarma Of Modern Odisha
Bhubaneswar: The life and achievements of Utkal Kesari Dr. Harekrushna Mahatab are an important chapter in the social, political and economic history of Odisha. He was the Vishwakarma of building modern Odisha. Chief Minister Mohan Charan Majhi, who was the chief guest at the 125th birth anniversary memorial of Dr Harekrushna Mahtab in Bhubaneswar today, said that modern Odisha...
ଚଳନଶୀଳ ସ୍କିଲ୍ ଲ୍ୟାବ୍ରେ ଡାକ୍ତରଙ୍କୁ ପ୍ରଶିକ୍ଷଣ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ ଜନସନ ଆଣ୍ଡ ଜନସନ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ ଚଳନଶୀଳ ସ୍କିଲ୍ ଲ୍ୟାବ୍ରେ ନଭେମ୍ବର ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ସର୍ଜନ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କୁ ନେଇ ଶଲ୍ୟ ଚିକିତ୍ସା ବିଷୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏକ ଭଲଭୋ ବସ୍ରେ ସ୍ଥାପିତ ଏହି ସ୍କିଲ ଲ୍ୟାବରେ ୧୦ଟି ୱାର୍କ ଷ୍ଟେସନ ରହିଛି ଓ...
Push For New Energy
New Delhi: Deputy Chief Minister of Odisha and Minister of Agriculture & Farmers’ Empowerment and Energy, Kanak Vardhan Singh Deo, chaired the Odisha Renewable Energy Roundtable at New Delhi on 22nd November. The conference was organised by the Society for Legal and Policy Research and Idam Infrastructure. The conference brought together delegates from the Government of Odisha, industry, and investors....









