Push For New Energy
New Delhi: Deputy Chief Minister of Odisha and Minister of Agriculture & Farmers’ Empowerment and Energy, Kanak Vardhan Singh Deo, chaired the Odisha Renewable Energy Roundtable at New Delhi on 22nd November. The conference was organised by the Society for Legal and Policy Research and Idam Infrastructure. The conference brought together delegates from the Government of Odisha, industry, and investors....
ଅକ୍ଷୟ ଶକ୍ତିରେ ନିବେଶ ପାଇଁ ଆହ୍ୱାନ
ଭୁବନେଶ୍ୱର : ନୂଆଦିଲ୍ଲୀରେ ଅନୁଷ୍ଠିତ ଅକ୍ଷୟ ଶକ୍ତି ରାଉଣ୍ଡ ଟେବୁଲ ବୈଠକରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରିଥିଲେ l ସମ୍ମିଳନୀରେ ଓଡ଼ିଶାର ବିଭାଗୀୟ ଅଧିକାରୀ, ପ୍ରତିନିଧି, ଶିଳ୍ପ ଏବଂ ନିବେଶକମାନେ ଏକାଠି ଯୋଗଦେଇଥିଲେ l ୨୩ ଟି କମ୍ପାନୀର ୩୪ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସୌର ବିଦ୍ୟୁତ, ପବନ ଶକ୍ତି, ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ ଏବଂ ବର୍ଜ୍ୟ ବସ୍ତୁରୁ ଶକ୍ତି ଉତ୍ପାଦନ କରୁଥିବା କମ୍ପାନୀ ଗୁଡ଼ିକ...
ଅଭିଯୋଗ ଗ୍ରହଣ ବ୍ୟବସ୍ଥା ଅଚଳ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ବସବାସ କରୁଥିଲେ ଲୋକେ ସେମାନଙ୍କ ସମସ୍ୟା କାହାକୁ ଜଣାଇବେ ଜାଣିପାରୁ ନାହାନ୍ତି । ସରକାରଙ୍କର ବହୁ ଆଡମ୍ବରରେ ପ୍ରଚାରିତ ୧୯୨୯ ଫୋନ୍ ନମ୍ବରଟି ଏକ ପ୍ରକାର ଅଚଳ ହୋଇପଡିଥିବାବେଳେ ଅଧିକାଂଶ ୱାର୍ଡ ଅଫିସରଙ୍କର ଦେଖାଦର୍ଶନ ମିଳୁନାହିଁ । ରାଜଧାନୀବାସୀ ନିଜର ସମସ୍ୟାକୁ ୧୯୨୯ ନମ୍ବର ଯୋଗେ ଜଣାଇବାପାଇଁ କର୍ତ୍ତୃପକ୍ଷ ପ୍ରଚାର କରିଥିଲେ । ବ୍ୟାପକ ଅର୍ଥ ଶ୍ରାଦ୍ଧ କରି କାନ୍ଥବାଡରେ ବିଜ୍ଞାପନ ଦେଇଛନ୍ତି । ହେଲେ ନମ୍ବରକୁ ଫୋନ୍ କଲେ ଆଦୌ ଲାଗୁନାହିଁ ।...
ଥଇଥାନ ପାଇଁ ଲବି ଜୋରଦାର
ଭୁବନେଶ୍ୱର : ରାଜ୍ୟରେ ଖାଲି ପଡିଥିବା ଗୁରତ୍ୱପୂର୍ଣ୍ଣ ପଦ ପଦବୀରେ ନିଯୁକ୍ତି ପାଇଁ ଏବେ ପୁଣିଥରେ ଲବି ଜୋରଦାର ହୋଇଛି । ବିଧାନସଭା ଅଧିବେଶନ ପୂର୍ବରୁ ଆଶାୟୀମାନେ ରାଜଧାନୀକୁ ଛୁଟିବାରେ ଲାଗିଛନ୍ତି । ନୂଆ ସରକାର ଗଠନକୁ ପାଞ୍ଚମାସ ପୂରିଥିବାବେଳେ ରାଜନୈତିକ ନେତାଙ୍କ ଦ୍ୱରା ପୂରଣ ହେବାକୁ ଥିବା ପଦ ପଦବୀଗୁଡିକ ଖାଲି ପଡିଛି । ଏଥିରେ ନିଯୁକ୍ତି ପାଇବାପାଇଁ ଆଶାୟୀମାନେ ଅପେକ୍ଷା କରି କରି ହତାଶ ହେବାପରେ ଏବେ ପୁଣିଥରେ କମର କଷିଛନ୍ତି । ସରକାରୀ ଓକିଲ ନିଯୁକ୍ତି ସରିଥିବାରୁ ଏବେ ଏହିସବୁ...
State Hosts NASSCOM Tech Meet
Bhubaneswar: India’s premier IT industry association, the National Association of Software and Service Companies (NASSCOM), today organized the Bhubaneswar edition of its flagship event-NASSCOM Technology Confluence (NTC)- 2024 in collaboration with the State Electronics and IT Department. Speaking during the inauguration session, E&IT Minister Mukesh Mahaling said, “Odisha’s achievements are the result of proactive leadership, sturdy governance, and a commitment...
Prez Opens Odisha Parba
New Delhi: President Droupadi Murmu inaugurated the 7th edition of Odisha Parba in grand style today at the iconic Jawaharlal Nehru Stadium in New Delhi Running from November 22 to 24, the event promises to be a captivating journey into the rich and diverse cultural heritage of Odisha. Graced by esteemed dignitaries including Chief Minister Mohan Charan Majhi, Union Minister Dharmendra...
13 Goshalas For Rehab
Bhubaneswar: The State Government has decided to set up 13 new goshalas for the rehabilitation of about 1300 stray and destitute cattle. Fisheries and Animal Resources Development Minister Gokulananda Mallik today issued work orders to 13 animal welfare organisations for establishment of the goshalas for the rehabilitation of about 1300 stray and destitute cattle. The organisations will be provided with an...
ବାଣିଜ୍ୟ ମେଳା ମଞ୍ଚରେ ଓଡ଼ିଶା ରାଜ୍ୟ ଦିବସ
ନୂଆଦିଲ୍ଲୀ : ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ) ମଞ୍ଚରେ ‘ଓଡ଼ିଶା ରାଜ୍ୟ ଦିବସ ସମାରୋହ’ ଆୟୋଜିତ ହୋଇଯାଇଛି। ଶୁକ୍ରବାର ଦିନ ହୋଇଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରା ପ୍ରସାର ଦିଗରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହେଉଥିବା କହିଛନ୍ତି। ‘‘ଓଡ଼ିଶାର ଅନନ୍ୟ ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀ ଆଜି ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଛି। ନୂଆଦିଲ୍ଲୀରେ...
ଜଳ ଉତ୍ପାଦକତା ବୃଦ୍ଧି ପାଇଁ ବୁଝାମଣା
ଭୁବନେଶ୍ଵର : ଜଳ ସମ୍ପଦ ବିଭାଗ ପକ୍ଷରୁ ଭାରତୀୟ କୃଷି ଗବେଷଣା ପରିଷଦର ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇସିଏଆର-ଆଇଆଇଡବ୍ଲ୍ୟୁଏମ), ଭୁବନେଶ୍ୱର ଏବଂ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ( ଏକ୍ସଆଇଏମବି)ସହିତ ଗତ ମଙ୍ଗଳବାର ଦୁଇଟି ପୃଥକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଉନ୍ନୟନ କମିଶନର-ତଥା–ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ...
Urge For Climate Friendly Agri
Bhubaneswar: Regional Conference was held at the Mayfair Convention in Bhubaneswar under the auspices of the Ministry of Agriculture and Farmers' Welfare. The conference was attended by senior officials of the agriculture department of Bihar, Chhattisgarh, Jharkhand, Odisha and West Bengal. At the commencement of the conference, Odisha Agriculture and Farmers Empowerment Department Principal Secretary Dr. Arabinda Kumar Padhee gave...








