ସାମ୍ବାଦିକମାନଙ୍କୁ ମିଳିବ ସୁରକ୍ଷା, ସୁବିଧା ଓ ଅଧିକାର
ଭୁବନେଶ୍ୱର : ଓଡ଼ିଶାରେ ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ଅଛି । ଏହି ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବରେ ମାନ୍ୟତା ପ୍ରଦାନ କରିବା ତଥା ପେନସନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ସାମ୍ବାଦିକ ୟୁନିୟନ(ଓଜେୟୁ)ର...
ହାତରେ ମଇଳା ଘାଣ୍ଟୁଛନ୍ତି ମହିଳା
ଭୁବନେଶ୍ୱର : ରାଜଧାନୀରେ ପ୍ରତ୍ୟେକ ଘରୁ ସଂଗ୍ରହ ହେଉଥିବା ଅଳିଆକୁ ଖତ କରି ବିଏମ୍ସି କୋଟି କୋଟି ଟଙ୍କାରେ ବିକ୍ରି କରୁଥିବାବେଳେ ଏହାକୁ ସଂଗ୍ରହ କରୁଥିବା ମହିଳାମାନେ କିନ୍ତୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ଘର ବାହାରୁଥିବା ଅଇଁଠାକୁ ପୃଥକ କରୁଛନ୍ତି । ଲୋକଙ୍କ ଘର ଆଗରେ ଅଇଁଠା ସାମଗ୍ରୀ ସମେତ ଜରି, କାଗଜ, ପ୍ଲାଷ୍ଟିକ ଆଦିକୁ ହାତରେ ଖେଳାଇ ଅଲଗା କରୁଥିବା ଲକ୍ଷ୍ୟ କରାଯାଉଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କର୍ତ୍ତୃପକ୍ଷ ସହରକୁ ସଫା ସୁତୁରା ରଖିବାପାଇଁ ଲୋକେ ଯେଭଳି ସେମାନଙ୍କ ଘରୁ...
ବନ୍ଦ ଶିଳ୍ପାନୁଷ୍ଠାନ ପୁନରୁଦ୍ଧାର ପାଇଁ ଚାପ
ଭୁବନେଶ୍ୱର : ଓଡିଶାରେ ବଡ ବଡ କଳ କାରଖାନା ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶ ଲାଗି ଦେଶ ବିଦେଶର ଶିଳ୍ପପତି ଓ ପୁଞ୍ଜିପତିମାନଙ୍କୁ ରାଜ୍ୟ ସରକାର ନିମନ୍ତ୍ରଣ କରୁଥିବାବେଳେ ରାଜ୍ୟରେ ବନ୍ଦହୋଇ ପଡିଥିବା ଶିଳ୍ପାନୁଷ୍ଠାନଗୁଡିକର ପୁନରୁଦ୍ଧାର ଲାଗି ଏବେ ବିଭିନ୍ନ ମହଲରୁ ଚାପ ବୃଦ୍ଧି ପାଇବାରେ ଲାଗିଛି । ବଡମ୍ବା, ନୟାଗଡ, ବରଗଡ, ବଲାଙ୍ଗିର ଆଦିରେ ପ୍ରତିଷ୍ଠା କରାଯାଇଥିବା ଚିନିକଳଗୁଡିକ ବନ୍ଦହୋଇ ପଡିଥିବାବେଳେ ଆସିକା ଚିନିକଳ କଷ୍ଟେ ମଷ୍ଟେ ଚାଲୁଛି । ଢେଙ୍କାନାଳରେ ଘରୋଇ ଉଦ୍ୟମରେ ଚାଲିଥିବା ଚିନିକଳର ସ୍ୱାସ୍ଥ୍ୟାବସ୍ଥା ବି ଭଲ ନାହିଁ ।...
State Preps On PBD
Bhubaneswar: Odisha Government is hosting 18th Pravasi Bharatiya Divas(PBD) to be held at Janata Maidan, Bhubaneswar from 8-10 January. While meetings and actions are being taken at various stages to organize this triennial program in a smooth and attractive manner, Chief Secretary Manoj Ahuja reviewed the progress in this regard. Additional Chief Secretary Home, Satyabrata Sahu, who is the Chairman...
4382CR For Textiles Park
Bhubaneswar: Chief Minister Mohan Charan Majhi today said the proposed yarn project in Bhadrak district will significantly boost the state's economy and create substantial employment opportunities. The proposed project will be a joint venture between state-owned Indian Oil Corporation Limited (IOCL) and MCPI Private Limited, the CM said. The Indian Oil Corporation Ltd (IOCL) has approved Rs 4,382 crore for its...
Subhadra 4.0 In JAN
Bhubaneswar: The State Government has decided to distribute the first instalment under Subhadra Yojana in the fourth phase since its launching in September this year in the month of January 2025. This was informed by Deputy Chief Minister Pravati Parida, who is in-charge of the Women and Child Development Department. Speaking to media persons here today, Smt.Parida said that the scrutiny...
ସହରୀ କ୍ଷେତ୍ରରେ ପୁଞ୍ଜିନିବେଶ ୧୬ ଗୁଣ ବୃଦ୍ଧି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ବିକଶିତ ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ସହରାଞ୍ଚଳ ଭିତ୍ତିଭୂମି ଓ ସେବା କ୍ଷେତ୍ରରେ ପ୍ରୟାସକୁ ତ୍ୱରାନ୍ୱିତ କରିଛି । ବିଶେଷ କରି ସହରୀ ଜୀବନଧାରଣ ମାନରେ ସୁଧାର ଆଣିବା ପାଇଁ ପୁଞ୍ଜି ନିବେଶ ୧୬ ଗୁଣରୁ ଅଧିକ ବୃଦ୍ଧି ପାଇଛି । ସ୍ମାର୍ଟ ସିଟି, ସ୍ୱଚ୍ଛ ଭାରତ ମିଶନ, ଅମୃତ, ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ, ସହରାଞ୍ଚଳ ଜୀବିକା ମିଶନ ଭଳି ଯୋଜନା ଜନସାଧାରଣଙ୍କ ଜୀବନଧାରଣ ମାନରେ ଯଥେଷ୍ଟ...
ଅଦିନିଆ ବର୍ଷା ଧାନକୁ ବିପଦ
ଭୁବନେଶ୍ୱର : ଅଦିନିଆ ବର୍ଷା ସାରା ରାଜ୍ୟରେ ଚାଷୀଙ୍କ ମନରେ ଭୟ ସଞ୍ଚାର କରିଛି । କେଉଁଠି ବିଲରେ କଟା ହୋଇ ପଡିଥିବା ଧାନ ବୁହାହୋଇ ପାରୁନାହିଁ ତ ଆଉ କେଉଁଠି ମଣ୍ଡିରେ ବିକ୍ରି ହେବାକୁ ଯାଉଥିବା ଧାନ ବର୍ଷା ଓ କୋହଲା ପବନରେ ପଡି ରହିଛି । ବର୍ଷ ସାରା ପରିଶ୍ରମ କରି ଏବଂ ସଞ୍ଚିତ ଅର୍ଥ ସମେତ ବିଭିନ୍ନ ସୂତ୍ରରୁ ଋଣ କରି ଚାଷୀମାନେ ଫଳାଇଥିବା ଧାନ ଅଦିନିଆ ବର୍ଷା ଯୋଗୁଁ ନଷ୍ଟହେବା ଆଶଙ୍କାରେ ଡହଳ ବିକଳ ହେଉଛନ୍ତି । ଯେଉଁ...
୩ହଜାର ଗାଁରେ ମୋବାଇଲ ଅପହଞ୍ଚ
ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ହଜାରରୁ ଅଧିକ ଗାଁରେ ମୋବାଇଲ୍ ସେବା ପହଞ୍ଚି ପାରିନଥିବାବେଳେ ପାଖାପାଖି ହଜାରେ ଗାଁରେ ଏବେ ବି ୨ଜି ମୋବାଇଲ୍ ସେବା ବଳବତ୍ତର ରହିଛି । ଏହା ଫଳରେ ବ୍ୟାଙ୍କ୍ ସେବା ଠାରୁ ଆରମ୍ଭକରି ରାସନକାର୍ଡର ଇ-କେୱାଇସି ଯାଞ୍ଚ ସବୁକିଛି ବାଧାପ୍ରାପ୍ତ ହେଉଛି । ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ ଏବେ ବି ଓଡିଶାର ୩୨୫୪ ଗାଁରେ ମୋବାଇଲ୍ ସେବା ଅପହଞ୍ଚ । ସେହିଭଳି ୯୨୨ଟି ଗାଁରେ ଏବେ ବି ୨ଜି ମୋବାଇଲ୍ ସେବା ବଳବତ୍ତର ରହିଛି ଯାହାର...
IMPCC Preps For PBD
Bhubaneswar : The Inter Media Publicity Coordination Committee (IMPCC) – Odisha Region, held its monthly meeting today at the PIB Bhubaneswar office to strategize the communication and publicity activities for the upcoming 18th Pravasi Bharatiya Divas (PBD) 2025, which will be hosted in Odisha for the first time from January 8 to 10, 2025. The meeting, chaired by Akhil Kumar...










