ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ଯୁବକ ଯୁବତୀମାନଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ଓ ଆତ୍ମ-ସଶକ୍ତୀକରଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,...

ଯାନ୍ତ୍ରିକ କୃଷି ପାଇଁ ଟ୍ରାକ୍ଟର ପସନ୍ଦ

0

ଭୁବନେଶ୍ୱର : ରାଜ୍ୟର ଚାଷୀମାନେ କୃଷି ଯନ୍ତ୍ରପାତି ମଧ୍ୟରେ ଟ୍ରାକ୍ଟରକୁ ଅଧିକ ପସନ୍ଦ କରିବା ସହିତ ଚାଷ କାର୍ଯ୍ୟରେ ଏହାକୁ ବ୍ୟବହାର କରୁଛନ୍ତି । ଚାଷ କ୍ଷେତ୍ରରେ ହଳ ବଳଦର ଯେତିକି ବ୍ୟବହାର ହେଉଛି ତାହାର ଦୁଇଗୁଣାରୁ ଅଧିକ ଟ୍ରାକ୍ଟର ରହିଥିବା ଜଣାଯାଇଛି । ରାଜ୍ୟରେ ଚାଷ କାର୍ଯ୍ୟରେ କୃଷି ଯନ୍ତ୍ରପାତିର ବ୍ୟବହାର ସଂକ୍ରାନ୍ତରେ ମିଳିଥିବା ସୂଚନାରୁ ଜଣାଯାଇଛି ଯେ ଏବେ ବି ରାଜ୍ୟର ୨୮.୭୫ ପ୍ରତିଶତ ଚାଷୀମାନେ ହଳ ବଳଦ ଦ୍ୱାରା କୃଷି କାର୍ଯ୍ୟ କରୁଥିବାବେଳେ ଶତକଡା ୬୦.୨୫ ପ୍ରତିଶତ ଚାଷୀ କୃଷି...

ପିକନିକ୍‍ ଋତୁକୁ ବିଗାଡିଲାଣି ଅଦିନିଆ ବର୍ଷା

0

ଭୁବନେଶ୍ୱର : ଚଳିତ ବର୍ଷର ପିକ୍‍ନିକ୍‍ ଋତୁକୁ ବର୍ଷା ବିଗାଡିବାରେ ଲାଗିଛି । ତିନି ଦିନର ଲଗାଣ ବର୍ଷା ଛାଡିବାପରେ ଲଘୁଚାପ ପ୍ରଭାବରେ ପୁଣି ବର୍ଷା ଆସୁଥିବାର ସତର୍କ ସୂଚନା ଏବେ ବଣଭୋଜି ଆୟୋଜକଙ୍କୁ ଅଡୁଆରେ ପକାଇ ଦେଇଛି । ସୋମବାର ଠାରୁ ରାଜ୍ୟର ବିଦ୍ୟାଳୟଗୁଡିକରେ ବଡଦିନ ଛୁଟି ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ କର୍ତ୍ତୃପକ୍ଷ, ବିଭିନ୍ନ ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ, ଅଭିଭାବକମାନେ ବଣଭୋଜିର ଆୟୋଜନ କରିଥିଲେ । ଏଥିପାଇଁ ଗାଡିମୋଟର ଠାରୁ ଆରମ୍ଭ କରି ବଣଭୋଜି ସ୍ଥାନ ସଂରକ୍ଷଣ ଏବଂ...

STR On Zeenat Track

0

Baripada: Similipal Tiger Reserve (STR) authorities have said that it was not adverse to put tigress Zeenat under sedation in order to bring her back to the core area of the National Park. She is out of their touch for last fortnight and giving them sleepless nights. “Zeenat is moving in West Bengal. The Odisha and West Bengal Wildlife Organizations...

Krishi Rakshak For Crop Loss

0

Bhubaneswar: Due to the unseasonal rainfall in many coastal and interior districts -Angul, Balasore, Bhadrak, Boudh, Cuttack, Dhenkanal, Deogarh, Gajapati, Ganjam, Jagatsinghpur, Jajpur, Kandhamal, Kendrapada, Keonjhar, Khordha, Koraput, Mayurbhanj, Nawrangpur, Nayagarh, Puri and Raygada, over the last two days the harvested crops of farmers would have been damaged.About 15 lakh farmers from these districts have been enrolled under the...

ସାମ୍ବାଦିକମାନଙ୍କୁ ମିଳିବ ସୁରକ୍ଷା, ସୁବିଧା ଓ ଅଧିକାର

0

ଭୁବନେଶ୍ୱର :  ଓଡ଼ିଶାରେ ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ଅଛି । ଏହି ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବରେ ମାନ୍ୟତା ପ୍ରଦାନ କରିବା ତଥା ପେନସନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ସାମ୍ବାଦିକ ୟୁନିୟନ(ଓଜେୟୁ)ର...

ହାତରେ ମଇଳା ଘାଣ୍ଟୁଛନ୍ତି ମହିଳା

0

ଭୁବନେଶ୍ୱର : ରାଜଧାନୀରେ ପ୍ରତ୍ୟେକ ଘରୁ ସଂଗ୍ରହ ହେଉଥିବା ଅଳିଆକୁ ଖତ କରି ବିଏମ୍‍ସି କୋଟି କୋଟି ଟଙ୍କାରେ ବିକ୍ରି କରୁଥିବାବେଳେ ଏହାକୁ ସଂଗ୍ରହ କରୁଥିବା ମହିଳାମାନେ କିନ୍ତୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ଘର ବାହାରୁଥିବା ଅଇଁଠାକୁ ପୃଥକ କରୁଛନ୍ତି । ଲୋକଙ୍କ ଘର ଆଗରେ ଅଇଁଠା ସାମଗ୍ରୀ ସମେତ ଜରି, କାଗଜ, ପ୍ଲାଷ୍ଟିକ ଆଦିକୁ ହାତରେ ଖେଳାଇ ଅଲଗା କରୁଥିବା ଲକ୍ଷ୍ୟ କରାଯାଉଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) କର୍ତ୍ତୃପକ୍ଷ ସହରକୁ ସଫା ସୁତୁରା ରଖିବାପାଇଁ ଲୋକେ ଯେଭଳି ସେମାନଙ୍କ ଘରୁ...

ବନ୍ଦ ଶିଳ୍ପାନୁଷ୍ଠାନ ପୁନରୁଦ୍ଧାର ପାଇଁ ଚାପ

0

ଭୁବନେଶ୍ୱର : ଓଡିଶାରେ ବଡ ବଡ କଳ କାରଖାନା ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶ ଲାଗି ଦେଶ ବିଦେଶର ଶିଳ୍ପପତି ଓ ପୁଞ୍ଜିପତିମାନଙ୍କୁ ରାଜ୍ୟ ସରକାର ନିମନ୍ତ୍ରଣ କରୁଥିବାବେଳେ ରାଜ୍ୟରେ ବନ୍ଦହୋଇ ପଡିଥିବା ଶିଳ୍ପାନୁଷ୍ଠାନଗୁଡିକର ପୁନରୁଦ୍ଧାର ଲାଗି ଏବେ ବିଭିନ୍ନ ମହଲରୁ ଚାପ ବୃଦ୍ଧି ପାଇବାରେ ଲାଗିଛି । ବଡମ୍ବା, ନୟାଗଡ, ବରଗଡ, ବଲାଙ୍ଗିର ଆଦିରେ ପ୍ରତିଷ୍ଠା କରାଯାଇଥିବା ଚିନିକଳଗୁଡିକ ବନ୍ଦହୋଇ ପଡିଥିବାବେଳେ ଆସିକା ଚିନିକଳ କଷ୍ଟେ ମଷ୍ଟେ ଚାଲୁଛି । ଢେଙ୍କାନାଳରେ ଘରୋଇ ଉଦ୍ୟମରେ ଚାଲିଥିବା ଚିନିକଳର ସ୍ୱାସ୍ଥ୍ୟାବସ୍ଥା ବି ଭଲ ନାହିଁ ।...

State Preps On PBD

0

Bhubaneswar: Odisha Government is hosting 18th Pravasi Bharatiya Divas(PBD) to be held at Janata Maidan, Bhubaneswar from 8-10 January. While meetings and actions are being taken at various stages to organize this triennial program in a smooth and attractive manner, Chief Secretary Manoj Ahuja reviewed the progress in this regard. Additional Chief Secretary Home, Satyabrata Sahu, who is the Chairman...

4382CR For Textiles Park

0

Bhubaneswar: Chief Minister Mohan Charan Majhi today said the proposed yarn project in Bhadrak district will significantly boost the state's economy and create substantial employment opportunities. The proposed project will be a joint venture between state-owned Indian Oil Corporation Limited (IOCL) and MCPI Private Limited, the CM said. The Indian Oil Corporation Ltd (IOCL) has approved Rs 4,382 crore for its...