OCA Chief Honors Emerging Talents

0

Bhubaneswar: Cricket Czar, Shri Pankaj Lochan Mohanty honoured the winners of the Mukteshwar Cup Under 16 Cricket Tournament 2025 concluded today at the MCC BJB Nagar Ground in Bhubaneswar with a high stakes final match that showcased the emerging talent of the region's youth cricketers. Organized by the Mukteshwar Cricket Club the tournament reached its definitive climax as local...

ମଇଦାନକୁ ଓହ୍ଲାଇଲେ ପରିବହନ କମିଶନର

0

ଭୁବନେଶ୍ୱର : ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ନିଜେ ମଇଦାନକୁ ଓହ୍ଲାଇବା ସହିତ ଆମ ବସ୍‍ର ଯାଞ୍ଚ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଠାରୁ  ‘ଆମ ବସ୍’ରେ ଯାଞ୍ଚ କଡ଼ାକଡ଼ି କରାଯାଇଛି । ବାଣିଜ୍ୟ ଓ ‎ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱ ଓ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ‎ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଆମ ବସ୍’ ଚଳାଚଳ କରୁଥିବା ରାଜ୍ୟର ସମସ୍ତ ସ୍ଥାନରେ ଯାଞ୍ଚ ହୋଇଛି। ‎ଭୁବନେଶ୍ୱରରେ ପରିବହନ ଆୟୁକ୍ତ ଅମିତାଭ ଠାକୁର ସ୍ୱତନ୍ତ୍ର ଦଳ...

Ama Bus: Symbol Of Fear

0

Bhubaneswar: In the rapidly expanding urban corridor of Bhubaneswar and Cuttack, the state-run public transit system—rebranded as Ama Bus—is increasingly being characterized by citizens as a "Killer on Wheels." While the Capital Region Urban Transport (CRUT) celebrates awards for smart mobility, a darker narrative has emerged from the asphalt: a trail of broken lives and systemic failures that the...

Gandhi Meets Chief Minister

0

Bhubaneswar: The meeting between former Union Minister Shrimati Maneka Gandhi and Odisha Chief Minister Shri Mohan Charan Majhi in Bhubaneswar represents a significant intersection of environmental advocacy and regional governance. During her visit on January 4, 2026, the eminent animal activist engaged in high-level deliberations at the Chief Minister's residence office, focusing on the systemic integration of ecological preservation...

Safety Move; Urban Transit Crisis

0

Bhubaneswar: The recent surge in fatalities and critical injuries linked to the Ama Bus service has compelled the State Government of Odisha to initiate a systemic overhaul of its urban transit operations. Following an executive directive from the Chief Minister, a high-level review was convened to address the structural failures that led to seven deaths and 97 injuries between...

ଆମ ବସ୍ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

0

ଭୁବନେଶ୍ୱର : ଆମ ବସ୍ ଦୁର୍ଘଟଣାରେ ରାଜଧାନୀରେ ଦୁଇ ଜଣଙ୍କ ଜୀବନ ଯିବାପରେ ପରିପ୍ରେକ୍ଷୀରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଆମ ବସ୍ ସେବାର ସୁରକ୍ଷା, ପରିଚାଳନା ଏବଂ ପରିଚାଳନା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର,  କ୍ରୁଟ୍‍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ ବିଶ୍ୱାଳ, ଭୁବନେଶ୍ବର ଡିସିପି ଶ୍ରୀ ଜଗମୋହନ ମୀନା,...

ପ୍ରାଣୀ କଲ୍ୟାଣ ଗାନ୍ଧୀଜୀଙ୍କ କାର୍ଯ୍ୟଧାରାର କେନ୍ଦ୍ରବିନ୍ଦୁ ଥିଲା

0

ଭୁବନେଶ୍ୱର : ପ୍ରାଣୀ କଲ୍ୟାଣ ଗାନ୍ଧୀଜୀଙ୍କ କାର୍ଯ୍ୟଧାରାର କେନ୍ଦ୍ରବିନ୍ଦୁ ଥିଲା। ସେ ଏକଥା କେବଳ କହୁନଥିଲେ, ନିଜ କାର୍ଯ୍ୟରେ କରି ଦେଖାଉଥିଲେ। ତେଣୁ ଜୀବଜଗତ ପ୍ରତି ସକରାତ୍ମକ ମନୋଭାବ ପୋଷଣ କରିଲେ ଆମେ ଗାନ୍ଧୀଜୀଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇ ପାରିବା ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ପରିବେଶବିତ୍ ଶ୍ରୀମତୀ ମାନେକା ସଞ୍ଜୟ ଗାନ୍ଧୀ କହିଛନ୍ତି। ଆଜି ସ୍ଥାନୀୟ ଜୟଦେବ ଭବନରେ ପୂର୍ବତନ ବିଧାୟକ ତଥା ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ...

ବଙ୍ଗ ଦଖଲ ପାଇଁ ଶାହଙ୍କ ରଣନୀତି

0

ନୂଆଦିଲ୍ଲୀ : ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଜିତିବା ଲାଗି ବିଜେପି ନିଜର ସମ୍ପୂର୍ଣ୍ଣ ଶକ୍ତି ଖଟାଇ ଦେଇଛି । ଏବେଠାରୁ ରାଜ୍ୟରେ ରାଜନୈତିକ ପାଣିପାଗ ବେଶ୍‌ ସରଗରମ ହେଲାଣି। କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପିର ମୁଖ୍ୟ ରଣନୀତିକାର ଅମିତ ଶାହଙ୍କ ତତ୍ତ୍ୱାବଧାନରେ ଦଳ ବୁଥ୍‌ ସ୍ତର ଠାରୁ ଆରମ୍ଭ କରି କେନ୍ଦ୍ରୀୟ ସ୍ତର ପର୍ଯ୍ୟନ୍ତ, ପଶ୍ଚିମବଙ୍ଗ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହ ଏହାକୁ କାର୍ଯ୍ୟକାରୀ କରିବାରେ ଲାଗିପଡ଼ିଛି। ଶାସକ ଦଳ ଟିଏମସିକୁ ଗାଦିଚ୍ୟୁତ କରିବା ଲାଗି ବିଜେପି...

ପାଣିରେ ପଡୁଛି ସଚେତନତା ଅର୍ଥ

0

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଗୁଟ୍‍ଖା, ତମାଖୁ ଓ ନିଶା ସାମଗ୍ରୀ ଠାରୁ ଦୂରେଇ ରଖିବାପାଇଁ ସଚେତନତା ବାବଦରେ ସରକାର ପାଣି ଭଳି ପଇସା ଖର୍ଚ୍ଚ କରୁଥିଲେ ମଧ୍ୟ ଏଥିରୁ ଯେଭଳି ସୁଫଳ ମିଳିବାକଥା ତାହା ମିଳୁନାହିଁ । ଗୋଟିଏ ପଟେ ସରକାରୀ କଟକଣା ସତ୍ୱେ ରାଜ୍ୟରେ ଗୁଟ୍‍ଖା, ତମାଖୁ ଆଦି ଅବାଧ ବିକ୍ରି ହେବା ଓ ସରକାର ସେଥିରୁ ଟିକସ ଆଦାୟ କରୁଥିବାବେଳେ ଅନ୍ୟପଟେ ସଚେତନତା ବାବଦରେ ବି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତ...

ବାୟୁ ପ୍ରଦୂଷଣ ପାଇଁ ପର୍ଯ୍ୟଟକ କମିବା ଆଶଙ୍କା

0

ଭୁବନେଶ୍ୱର : ବାୟୁ ପ୍ରଦୂଷଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅତି ଖରାପ ସ୍ଥିତିରେ ରହୁଥିବାରୁ ଏ ବର୍ଷ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିବା ଆଶଙ୍କା କରାଯାଉଛି । କେବଳ ବିଦେଶୀ ପର୍ଯ୍ୟଟକ ନୁହନ୍ତି, ଏହି କାରଣରୁ ଅନ୍ୟ ରାଜ୍ୟରୁ ପର୍ଯ୍ୟଟକମାନେ ମଧ୍ୟ ଓଡ଼ିଶାକୁ ଯେତେ ସଂଖ୍ୟାରେ ଆସିଥାନ୍ତି ଚଳିତ ପର୍ଯ୍ୟଟନ ଋତୁରେ ତାହା କମିବା ଭଳି ମନେ ହେଉଛି । ରାଜଧାନୀ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ମାନ (ଏକ୍ୟୁଆଇ) ୨୦୦ରୁ ୩୦୦ ଏବଂ ବେଳେବେଳେ ୩୫୦ ଟପି ଯାଉଛି । କଟକ, ବାଲେଶ୍ୱରରେ...