୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

0

ଭୁବନେଶ୍ୱର : ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ୭୬ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୂଜା, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ...

ଜାନୁଆରୀ ୨୬ ପ୍ରଥମେ ଥିଲା ସ୍ୱାଧୀନତା ଦିବସ

0

ଭୁବନେଶ୍ୱର : ୧୯୪୭ ଅଗଷ୍ଟ ୧୫ର ୧୭ବର୍ଷ ପୂର୍ବରୁ ଜାନୁଆରୀ ୨୬କୁ ପୂର୍ଣ୍ଣ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଉଥିଲା । ଇତିହାସର ଏହି ଗୌରବାବହ ସ୍ମୃତିକୁ ଉଜ୍ଜିବୀତ କରି ରଖିବାପାଇଁ ସ୍ୱାଧୀନତାପ୍ରାପ୍ତି ପରେ ୧୯୫୦ ଜାନୁଆରୀ ୨୬ରେ ଦେଶର ସମ୍ବିଧାନ ଲାଗୁ କରାଯାଇ ସେହିବର୍ଷ ଠାରୁ ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି । ୧୯୪୯ ମସିହା ନଭେମ୍ବର ୨୬ତାରିଖରେ ସମ୍ବିଧାନ ପ୍ରଣୟନ ସଭାରେ ଦେଶର ନୂଆ ସମ୍ବିଧାନ ଗୃହୀତ ହୋଇଥିଲେ ମଧ୍ୟ ଏହାକୁ ଲାଗୁ କରିବାପାଇଁ ଜାନୁୟାରୀ ୨୬...

ଚାରି ଜଣ ଓଡିଆ ପାଇବେ ପଦ୍ମଶ୍ରୀ

0

ନୂଆାଦିଲ୍ଲୀ : ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଅନ୍ୟତମ ପଦ୍ମ ପୁରସ୍କାର ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ତିନୋଟି ବର୍ଗ ଯଥା ପଦ୍ମ ବିଭୂଷଣ, ପଦ୍ମ ଭୁଷଣ ଏବଂ ପଦ୍ମଶ୍ରୀ ବର୍ଗରେ ଏହି ପୁରସ୍କାର ଦିଆଯାଇଛି । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ତାଲିକାରେ ଚାରିଜଣ ଓଡିଆ ଅଛନ୍ତି । ୨୦୨୫ ବର୍ଷ ପାଇଁ ଦିଆଯାଇଥିବା ତାଲିକା ଅନୁଯାୟୀ ୧୩୯ଟି ପଦ୍ମ ପୁରସ୍କାର ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ଗୋଟିଏ ଯୁଗ୍ମ ମାମଲା (ଯୁଗ୍ମ ମାମଲାରେ, ପୁରସ୍କାରକୁ...

୫ ଲକ୍ଷର ପୁଞ୍ଜିନିବେଶ ଆଶା

0

ଭୁବନେଶ୍ୱର: ଉତ୍କର୍ଷ ଓଡିଶା–ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ ଭୁବନେଶ୍ୱରର ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ ହେବ । ଏହାର ପ୍ରାଥମିକ ଲକ୍ଷ୍ୟ ହେଉଛି ଉଭୟ ପାରମ୍ପରିକ ଏବଂ ଯୁଗୋପଯୋଗୀ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଓଡିଶାର ଅଗ୍ରଣୀ ଭୂମିକାକୁ ଏହି ସମ୍ମିଳନୀ ମାଧ୍ୟମରେ ଗୁରୁତ୍ୱ ଦେବା। ଏଥିସହିତ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ତଥା ଅନ୍ତର୍ଭୁକ୍ତୀକରଣ ରାଜ୍ୟରେ ପରିଣତ କରିବା ନେଇ ପ୍ରକାଶ କରିଛନ୍ତି ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ। ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ...

Stage Set For Utkarsh Odisha

0

Bhubaneswar: The State Government has been leaving no stone unturned for successful organisation of the Utkarsh Odisha – Make in Odisha Conclave 2025, scheduled for 28th–29th January 2025 here at Janata Maidan. Briefing media persons here,ACS Industries & MSME, Hemant Sharma, Minister Industries, Sampad Chandra Swain said this premier Conclave aims to position Odisha as a global industrial hub while...

ସୋଆରେ ହସ୍ପିଟାଲିଟି ହୋରାଇଜନ୍‌-୨୦୨୫

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ରେ ଶୁକ୍ରବାର ଦିନ ହସ୍ପିଟାଲ ହୋରାଇଜନ୍ - ୨୦୨୫ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୪ଟି ସ୍କୁଲ ଓ କଲେଜରୁ ଦଶମ ଶ୍ରେଣୀ ଓ ଯୁକ୍ତ ଦୁଇର ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଦକ୍ଷତା ଏକ କଳା । ବର୍ତମାନ ହସ୍ପିଟାଲିଟି ଟୁରିଜିମ୍...

Odisha Cadet Interacts With PM

0

Prime Minister Narendra Modi interacted with NCC Cadets, NSS Volunteers, Tribal guests and Tableaux Artists who would be a part of the upcoming Republic Day parade at his residence at Lok Kalyan Marg yesterday (24 Jan 2025). During the interaction, many participants expressed their joy of meeting the Prime Minister in person, to which the PM replied that “this...

Voters’ Day Celebrated

Bhubaneswar: The state-level function of celebrating the 15th National Voters' Day was held in a grand ceremony at Rabindra Mandap here on 25 January.Chief Secretary Manoj Ahuja was the Chief Guest on the occasion and read out the Voters' Resolution. Chief Electoral Officer R S Gopalan presided over the ceremony.The 15th National Voters' Day was celebrated today at the...

Health Camp For Rural Poor

0

Basantpur: Sri Shirdi Sai Charitable Trust, Basantpur organized a Free Mega Health Camp at Basantpur on its 8th Foundation Day in collaboration with Care Hospital, Bhubaneswar. The Camp was inaugurated by the Lawmaker, Arabinda Mohapatra in the presence of Rudra Mohanty, Managing Trustee of the Charitable Trust. Shri Mahapatra expressed his happiness, apprecited the efforts of the organisers for...

ରାଜ୍ୟ ସ୍ତରୀୟ ଜାତୀୟ ମତଦାତା ଦିବସ

0

ଭୁବନେଶ୍ୱର : ୧୫ ତମ ଜାତୀୟ ମତଦାତା ଦିବସ ପାଳନର ରାଜ୍ୟସ୍ତରୀୟ ସମାରୋହ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ମହାସମାରୋହରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତଦାତା ସଂକଳ୍ପ ପାଠ କରାଇଥିଲେ । ମତଦାତା ସଚେତନତା ଓ ଭାରତକୁ ଏକ ସୁଦୃଢ ଗଣତନ୍ତ୍ର ରୂପେ ବଜାୟ ରଖିବା ଦିଗରେ ପ୍ରେରିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଆନୁକୂଲ୍ୟରେ ଆଜି ରାଜ୍ୟ ସ୍ତରୀୟ ୧୫ ତମ ଜାତୀୟ ମତଦାତା...