Maritime Honor For ASSOCHAM Chief

0

Bhubaneswar: In a significant boost to Odisha's maritime ambitions, Shri Pankaj Lochan Mohanty, Chairman of the ASSOCHAM Odisha State Development Council, was felicitated for his exemplary contributions to the state's industrial growth at the Odisha Maritime Week 2025 Roadshow. The event, organized by the Paradip Port Authority in Bhubaneswar, was a precursor to the main India Maritime Week 2025,...

Maritime Roadshow Targets Rs.1 L Crore Invest

0

Bhubaneswar: The Paradip Port Authority (PPA), under the Ministry of Ports, Shipping and Waterways, successfully hosted a roadshow in Bhubaneswar, titled “Transforming India’s Maritime Landscape: From Capacity to Vision,” as a key precursor to the India Maritime Week (IMW) 2025 scheduled for October 27-31 in Mumbai. The event spotlighted Odisha's strategic role in fostering sustainable maritime growth, aligning with the...

ସେମିକଣ୍ଡକ୍ଟର ପାଇଁ ତିନି ସଂସ୍ଥାକୁ ସବୁଜ ସଙ୍କେତ

0

ଭୁବନେଶ୍ୱର : ଓଡିଶା ସରକାର ନିଜର “ଓଡିଶା ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଫ୍ୟାବଲସ ନୀତି’ ଦ୍ୱାରା ରାଜ୍ୟକୁ ସେମିକଣ୍ଡକ୍ଟର ହବ୍‍ରେ ପରିଣତ କରିବାପାଇଁ ଏକ ରଣନୈତିକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୩ଟି କମ୍ପାନୀକୁ ଓଡିଶାରେ ସେମାନଙ୍କ ଶିଳ୍ପ ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦିଆଯାଇଛି । ରାଜ୍ୟରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ...

ଆବଶ୍ୟକ ଠାରୁ ଅଧିକ ସାର ଉପଲବ୍ଧ

0

ଭୁବନେଶ୍ୱର : ରାଜ୍ୟରେ ଚଳିତ ଖରିଫ ଋତୁ ପାଇଁ ଯେତିକି ପରିମାଣର ୟୁରିଆ, ଡିଏପି ଓ ଏମଓପି ଆବଶ୍ୟକ ତାହାଠାରୁ ଅଧିକ ଉପଲବ୍ଧ ରହିଛି । ସାର ଆବଶ୍ୟକତା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ପରିମାଣ ଅନୁଯାୟୀ ୨୦୨୫ ଖରିଫରେ ରାଜ୍ୟ ପାଇଁ ୪,୩୦,୦୦୦ ମେଟ୍ରିକ ଟନ୍‍ ୟୁରିଆ ଆବଶ୍ୟକ ଥିବାବେଳେ ଚଳିତ ମାସ ୧୭ ତାରିଖ...

ବର୍ଷକୁ ୧୬୫୧ କୋଟିର ବିଜୁଳି ବିକ୍ରି

0

ଭୁବନେଶ୍ୱର : ବିଦ୍ୟୁତ୍‍ ଉତ୍ପାଦନ କ୍ଷେତ୍ରରେ ଓଡିଶା ଏକ ବଳକା ରାଜ୍ୟ ହୋଇଥିବାବେଳେ ଗତ ଆର୍ଥିକ ବର୍ଷରେ ଓଡିଶା ବଳକା ବିଜୁଳି ବିକି ୧୬୫୧ କୋଟି ଟଙ୍କାରୁ ଅଧିକ ରାଜସ୍ୱ ପାଇଛି । ରାଜ୍ୟର ବଳକା ବିଜୁଳି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଉପମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୯-୨୦ ବର୍ଷରେ ଓଡିଶା ବାହାର ରାଜ୍ୟକୁ ୧୨୮୫ ନିୟୁତ ୟୁନିଟ୍‍ ବିଜୁଳି ବିକ୍ରିକରି ୩୪୪ କୋଟି ଟଙ୍କାର...

Organ Donation 5Th Time At SUM

0

Bhubaneswar: The liver and both kidneys of a 43-year-old accident victim were harvested at the Institute of Medical Sciences and SUM Hospital here and sent to different hospitals for transplantation on Wednesday. Bablu Dhal of Barada village under Tihidi block of Bhadrak district had met with an accident near Tangi in Cuttack district on September 18 after which he was...

ରେଳ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ ଉପରେ ଗୁରୁତ୍ୱ

0

ଭୁବନେଶ୍ୱର : ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ନିମନ୍ତେ ଚାଲିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମୀକ୍ଷା ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶ୍ରୀମତୀ ଅନୁ ଗର୍ଗଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ , ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ପି. ଫୁନକୁଲ, କମିଶନର  ରେଳ ସଂଯୋଜନା ତଥା ଯୁଗ୍ମ ସଚିବ କୌସ୍ତୁଭ ଦୀପ୍ତ ପାଣିଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉକ୍ତ ...

ପୂଜା ପାଇଁ ୨୬ରେ ଦରମା

0

ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜା ପାଇଁ  ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ମିଳୁଥିବା ବେଳେ, ଦୁର୍ଗାପୂଜା ପାଇଁ ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ। ଦଶହରା ପରି ପାର୍ବଣ ୠତୁରେ ବିଭିନ୍ନ ସାମଗ୍ରୀ...

Kalikesh Q On Project Delay

0

Bhubaneswar: Shri Kalikesh Narayan Singh Deo, BJD MLA, Balangir has questioned the reasons for the holdup despite the submission of a Detailed Project Report (DPR). Shri Singh Deo raised the issue in form of a question in Odisha Legislative Assembly on 23 September. Shri Singh Deo asked the the reasons for delay or Non sanction of Bolangir Municipality Drainage Project, despite...

BPNSI Shares Knowledge With MGM Steel

0

Bhubaneswar: In a move to promote knowledge and technology transfer in the steel sector, the Biju Patnaik National Steel Institute (BPNSI), an organization under the administrative control of the Ministry of Steel, Government of India, organized a one-day Knowledge Sharing Workshop at MGM Minerals Private Limited, Steel Division - II, located in Purunapani, Keonjhar. The workshop, organized by Shri Bharat...