Naveen Patnaik To Undergo Cervical Arthritis Procedure
Bhubaneswar: BJD President and Leader of Opposition, Naveen Patnaik, is scheduled to undergo a procedure for cervical arthritis on June 22nd at the Kokilaben Dhirubhai Ambani Hospital in Mumbai. The veteran leader shared this update on his X (formerly Twitter) account today, assuring the people of Odisha that he looks forward to returning soon to continue serving them. In his...
ଆଇଏମଡି ମୁଖ୍ୟଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା
ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି । ନିକଟରେ ଡକ୍ଟର ମହାପାତ୍ରଙ୍କୁ ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଅବଦାନ ନିମନ୍ତେ ସମ୍ମାନଜନକ ଜାତିସଂଘ ସାସାକାୱା ସମ୍ମାନରେ ସମ୍ମାନିତ କରାଯିବା ପରିପ୍ରେକ୍ଷୀରେ ସୋଆ ପକ୍ଷରୁ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଡକ୍ଟର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ, ପ୍ରାଧ୍ୟାପକ...
Inquiry Launched Against IAS Probationer
Bhubaneswar: The Odisha State Government has ordered an inquiry into an IAS Probationer in Kalahandi District for allegedly misusing official privileges, specifically for using an amber light on a private vehicle and prominently displaying a board stating "IAS Probationer Kalahandi." The General Administration Department Additional Secretary has formally written to the Collector of Kalahandi to conduct a thorough investigation...
SOA Honors IMD DG
Bhubaneswar: Dr. Mrutyunjay Mohapatra, Director General of the India Meteorological Department (IMD), was felicitated on Tuesday by Siksha 'O' Anusandhan (SOA) Deemed to be University. The recognition comes after Dr. Mohapatra was recently awarded the prestigious United Nations Sasakawa Award for his significant contributions to Disaster Risk Reduction. Prof. Pradipta Kumar Nanda, Vice-Chancellor of SOA, presented the felicitation to Dr....
Buddhist Diplomacy Flourishes
New Delhi: The enduring spiritual and historical ties between India and Thailand, profoundly rooted in ancient connections and the shared heritage of Buddhism, continue to flourish through sustained high-level engagements. A recent series of significant exchanges underscores the vitality of this relationship, demonstrating a renewed commitment to cultural and religious diplomacy. During his visit to Thailand, Prime Minister Narendra Modi...
3 Top Maoists Eliminated
Malkangiri: In a significant blow to the Maoist insurgency, security forces operating in Malkangiri district have reportedly eliminated three top Maoist cadres in a recent intelligence-led operation. Sources indicate this success marks a crucial step in the ongoing anti-Naxal drive in the region. The operation, believed to have taken place in the dense forest areas of Maradpalli bordering Odisha and...
Odisha Battles Endemic Cholera
Bhubaneswar: Odisha is currently grappling with a concerning and often deadly challenge: the persistent presence of cholera, which has recently escalated into an epidemic in several districts. While seasonal outbreaks of diarrhoeal diseases are a grim reality for many parts of the state, the confirmed presence of Vibrio cholerae and the rising death toll underscore a deeper, endemic issue...
ସୂତାକଳ ବନ୍ଦ ପାଇଁ ବଢୁଛି ଦାଦନ
ଭୁବନେଶ୍ୱର : ଗତ ୨୫ବର୍ଷ ଭିତରେ ଓଡିଶାରେ ଗୋଟିଏ ହେଲେ ସୂତାକଳ କିମ୍ବା ଲୁଗାକଳ ବସାଯାଇନଥିବାବେଳେ ଏ କ୍ଷେତ୍ରରେ କାମ କରୁଥିବା ରାଜ୍ୟର କୁଶଳୀ କାରିଗର ଓ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟରେ ଦାଦନ ଶ୍ରମିକ ଭାବେ ଖଟାଇ ସେଠାକାର ଅର୍ଥନୀତି ସୁଦୃଢ ହେଉଛି । ଅଥଚ ଓଡିଶାପାଇଁ ବାର୍ଷିକ ପ୍ରାୟ ୫୦ହଜାର କୋଟି ଟଙ୍କାର କପଡା ଦରକାର ବୋଲି କୁହାଯାଉଥିବାବେଳେ ଏଠାରେ ଏବେ ବର୍ଷକୁ ହଜାରେ କୋଟି ଟଙ୍କାର ହସ୍ତତନ୍ତ ସାମଗ୍ରୀ ବି ଉତ୍ପାଦିତ ହୋଇପାରୁନାହିଁ । ସରକାରୀ ଓ ବେସରକାରୀ ଉଦ୍ୟମରେ ଓଡିଶାରେ...
ସରକାର କିଣୁ ନାହାନ୍ତି ଇ-ଯାନ
ଭୁବନେଶ୍ୱର : ରାଜ୍ୟ ସରକାର ଇତି ମଧ୍ୟରେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପାହ୍ୟାର ଅଧିକାରୀଙ୍କ ଗାଡି ଖର୍ଚ୍ଚ ବାବଦ ବ୍ୟୟବରାଦ ବୃଦ୍ଧି କରିଥିବାବେଳେ ଇ-ଯାନ କିଣିବାପାଇଁ କିନ୍ତୁ ନିଷ୍ପତ୍ତି ହୋଇପାରୁ ନାହିଁ । ରାଜ୍ୟ ରାଜଭବନ ନିଜର ସମସ୍ତ ଯାନକୁ ଇ-ଯାନରେ ରୂପାନ୍ତରିତ କରିଥିବାବେଳେ ହାତଗଣତି କେତୋଟି ବିଭାଗ ଗୋଟିଏ ଦୁଇଟି ଇ-ଯାନ କିଣିଛନ୍ତି । ହେଲେ ସମସ୍ତ ସରକାରୀ ଯାନକୁ ଇ-ଯାନରେ ବଦଳାଯାଇ ପାରୁନାହିଁ । ରାଜ୍ୟ ରାଜଭବନରେ ଇତି ମଧ୍ୟରେ ସମସ୍ତ ଚାରି ଚକିଆ ଓ ଦୁଇ ଚକିଆ...
ନିମନ୍ତ୍ରଣ କଲେ ଛତିଶା ନିଯୋଗ ସେବାୟତ
ଭୁବନେଶ୍ୱର : ପୁରୀ ଛତିଶା ନିଯୋଗ ସେବାୟତ ମାନଙ୍କର ଏକ ପ୍ରିତିନିଧି ଦଳ ଆଜି ସନ୍ଧ୍ୟାରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନ ନବୀନ ନିବାସରେ ଭେଟି ରଥଯାତ୍ରାକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ଏହି ସାକ୍ଷାତ ସମୟରେ ସେମାନେ ଶ୍ରୀମନ୍ଦିରର ତଥା ପୁରୀ ସହରର ବିକାଶ ପାଇଁ ନବୀନ ପଟ୍ଟନାୟକ ସରକାର ସମୟରେ ହୋଇଥିବା ବିଭିନ୍ନ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ‘ପୁରୀ ଆପଣ ବହୁତ କିଛି କରିଛନ୍ତି । ରଥଯାତ୍ରାକୁ ନିଶ୍ଚୟ ଆସିବେ’ ବୋଲି...









