Water Ambitions Thirsty For Funds
Bhubaneswar:The Odisha government's ambitious plan to provide piped drinking water to its populace, with an earmarked budget of over Rs. 8,600 crore for fiscal year 2025-26, faces a significant challenge due to a slowdown in central government funding, particularly under the Jal Jeevan Mission (JJM). While the state has allocated a substantial Rs. 7,000 crore under JJM (along with...
ଜଳ ଜୀବନ ମିଶନରେ ପାଣ୍ଠି ଅଭାବ
ଭୁବନେଶ୍ୱର : ଜଳ ଜୀବନ ମିଶନରେ ଅର୍ଥାଭାବ ଯୋଗୁ ପାଇପ୍ ଯୋଗେ ଜଳ ଯୋଗାଣ କାର୍ଯ୍ୟକ୍ରମ ମନ୍ଥର ଗତିରେ ଚାଲୁଛି । କେବଳ ଓଡ଼ିଶା ନୁହେଁ, ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଏହି ସମସ୍ୟା ଲାଗି ରହିଛି । ଫଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ ହୋଇନପାରେ । ୨୦୨୫-୨୬ ବର୍ଷ ପାଇଁ ରାଜ୍ୟ ସରକାର ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ଲାଗି ୮୬୦୦ କୋଟି ଟଙ୍କାର ଯୋଜନା ରଖିଛନ୍ତି ।...
ନିର୍ବାଚନ ପ୍ରସ୍ତୁତି ପାଇଁ ରାଜନୈତିକ ଉଷ୍ମତା
ଭୁବନେଶ୍ୱର : ସରକାର ଓ ବିରୋଧୀ ଦଳରେ ଥିବା ରାଜନୈତିକ ଦଳମାନେ ଏବେ ଓଡ଼ିଶାରେ ବେଶ୍ ତତ୍ପରତା ପ୍ରକାଶ କରୁଥିବାବେଳେ କାହାର କେତେ କାଟ୍ତି ତାହା ୨ମାସ ପରେ ହେବାକୁ ଯାଉଥିବା ଛାତ୍ର ସଂସଦ ନିର୍ବାଚନ ଓ ପରେପରେ ଆସୁଥିବା ପଞ୍ଚାୟତ ଉପ ନିର୍ବାଚନରେ ପ୍ରମାଣିତ ହୋଇଯିବ । ଏଥିଲାଗି ସମସ୍ତ ଦଳ ସେମାନଙ୍କ ପ୍ରସ୍ତୁତି ପର୍ବ ଚଳାଇଛନ୍ତି । ସରକାରୀ ଭାବେ କିଛି ଘୋଷଣା କରାଯାଇନଥିଲେ ମଧ୍ୟ ଆସନ୍ତା ଦୁର୍ଗାପୂଜା ଛୁଟି ପୂର୍ବରୁ ସେପ୍ଟେମ୍ବର ମାସରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ...
Centre Charts Odisha Green Energy Future
Bhubaneswar: Shri Santosh Kumar Sarangi, Secretary of the Ministry of New and Renewable Energy (MNRE), played a pivotal role in recent high-level discussions in Odisha, focusing on the accelerated implementation of the National Green Hydrogen Mission (NGHM) and the PM Surya Ghar: Muft Bijli Yojana (PMSG: MBY). His engagement highlighted Odisha's strategic importance in India's clean energy transition and...
BJD Demands Clarity On Ratna Bhandar Inventory
Bhubaneswar: The Biju Janata Dal (BJD) has strongly criticized the "double engine government" (implying the BJP-led state and union government) for allegedly misleading the public and causing delays in the Ratna Bhandar (treasury) census of the Puri Shree Jagannath Temple. BJD spokesperson and media coordinator Dr. Lenin Mohanty expressed dismay at the Law Minister's recent statement that the counting and...
Gurujee Unveils Spiritual Treasures
Gurugram: The revered Guru Purnima Utsav was observed with immense devotion and fervor in Gurugram, graced by the divine presence of Gurujee Dr. C.B. Satpathy. The event, held at Sai Ka Angan, served as a platform for significant spiritual and literary announcements. A major highlight of the auspicious occasion was the grand release of the Marathi and Gujarati translations of...
‘ଅସ୍ତ୍ର’ ର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁସେନା (ଆଇଏଏଫ)ର ମିଳିତ ଉଦ୍ୟମରେ ଆଜି ଦୃଶ୍ୟମାନ ପରିଧି ଠାରୁ ବାହାରେ ଆକାଶମାର୍ଗରୁ ଆକାଶମାର୍ଗକୁ ଲକ୍ଷ୍ୟ ଭେଦ କରିପାରୁଥିବା (ବିଭିଆରଏଏଏମ) ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ରରେ ସ୍ୱଦେଶୀ ଭାବେ ନିର୍ମିତ ରେଡିଓ ଫ୍ରିକ୍ୱେନ୍ସି ସିକର୍ ଲାଗିଛି। ଓଡ଼ିଶା ଉପକୂଳ ଚାନ୍ଦିପୁରଠାରେ ସୁ-୩୦ ଏମକେ-ଆଇ ଯୁଦ୍ଧ ବିମାନରେ ଏହି କ୍ଷେପଣାସ୍ତ୍ରର ବିମାନ ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସମୟରେ ଭିନ୍ନ ଭିନ୍ନ ସ୍ତର, ଦିଗ, ଉତକ୍ଷେପଣ ପରିସ୍ଥିତିରେ ଥିବା...
ରତ୍ନ ଭଣ୍ଡାର ପ୍ରସଙ୍ଗରେ ସରକାର ଭୁଆଁ ବୁଲାଉଛନ୍ତି
ଭୁବନେଶ୍ୱର: ରତ୍ନ ଭଣ୍ଡାର ଗଣତି ମଣତିକୁ ନେଇ ଗତ ଏକ ବର୍ଷ ହେଲା ଡବଲ ଇଂଜିନ ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି। ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି, ଗତ ଏକ ବର୍ଷ ହେଲା ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ, ଆଜି ଆଇନ ମନ୍ତ୍ରୀ ଆହୁରି ତିନି ମାସ ଲାଗିବ ବୋଲି କହିବା ଦୁର୍ଭାଗ୍ୟଜନକ। ଗଣତି ମଣତି ପାଇଁ...
କଳିଙ୍ଗରେ ହେବ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍
ଭୁବନେଶ୍ୱର :କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ)। ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ। ଆଜି କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ପ୍ରତିଯୋଗିତା ସମ୍ବନ୍ଧୀୟ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ବିଶ୍ୱ ସ୍ତରୀୟ ଆଥଲେଟିକ୍ ପ୍ରତିଯୋଗିତାର ଆୟୋଜନ କରାଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ...
Sarangi Reviews PM Surya Ghar
Bhubaneswar: Shri Santosh Sarangi, Secretary, Ministry of New and Renewable Energy (MNRE), today chaired a significant high-level review meeting on the "PM Surya Ghar: Muft Bijli Yojana" at Lok Seva Bhavan in Bhubaneswar. The crucial meeting aimed to assess the progress and strategize the further implementation of the ambitious rooftop solar scheme across Odisha. The meeting saw the participation of...









