ପିଆଜ ରପ୍ତାନୀ ଉପରୁ ଶୁଳ୍କ ପ୍ରତ୍ୟାହାର
ନୂଆଦିଲ୍ଲୀ : ଭାରତ ସରକାର ପିଆଜ ରପ୍ତାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର କରିଛନ୍ତି। ଏହି ଛାଡ଼ ୧ ଏପ୍ରିଲ, ୨୦୨୫ ଠାରୁ ଲାଗୁ ହେବ । ଉପଭୋକ୍ତା ବ୍ୟାପାର ବିଭାଗର ଯୋଗାଯୋଗ କ୍ରମେ ରାଜସ୍ୱ ବିଭାଗ ଦ୍ୱାରା ଆଜି ଏହି ସମ୍ବନ୍ଧରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଘରୋଇ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାର ଶୁଳ୍କ, ସର୍ବନିମ୍ନ ରପ୍ତାନୀ ମୂଲ୍ୟ (ଏମଇପି) ଏବଂ ଏପରିକି ୨୦୨୩ ଡିସେମ୍ବର ୮ ରୁ ୨୦୨୪ ମଇ ୩ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ମାସ...
C’Garh CM Meets Chief Minister
Bhubaneswar: Chhattisgarh Chief Minister Bishnu Dev Sai, during his visit to Odisha, paid a courtesy call on Chief Minister Mohan Charan Majhi at Lok Seva Bhavan. On this occasion, various issues were discussed between the two. Chief Minister Shri Majhi suggested amicable resolution of the dispute in a cordial atmosphere. Stating that the two states are neighboring states and there...
Lakhpati Didi Scripting Success
‘Lakhpati Didi’, India's flagship initiative aimed at empowering women economically, has become a transformative force in Odisha. The initiative, inspired by Prime Minister Narendra Modi's vision of creating financially independent women entrepreneurs, has witnessed remarkable execution in Odisha under the astute leadership of Chief Minister Mohan Charan Majhi. Today, Odisha proudly stands second nationally in creating Lakhpati Didis, with...
INTACH Gets New Chief
The AGM of Indian National Trust for Art and Cultural Heritage (INTACH) was held on 22 March 2025 at the Head Office here. The Elections were held successfully for the post of Chairman and Governing Council Members. After following due procedure the results were declared and Ashok Singh Thakur was elected as Chairman for a period of 3 years. INTACH...
Robotic Surgery Bypasses Distance
Bhubaneswar: With the advancement of surgical technique and methods, rare surgical procedures can be undertaken in small cities today providing relief to scores of patients, Dr. Shailesh Puntambekar, who is known as India’s first robotic Oncosurgeon, said on Saturday. Dr. Puntambekar, also known for developing laparascopic radical hysterectormy for cancer cervix which is known as the ‘Pune Technique’ worldover, said...
କଳାଭୁମି ଉତ୍ସବ ଉଦଘାଟିତ
ଭୁବନେଶ୍ଵର : ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟଠାରେ ଆଜିଠୁ ଆରମ୍ଭ ହୋଇଛି ସପ୍ତମ କଳାଭୁମି ଉତ୍ସବ । ଏହି ୫ ଦିନିଆ ଉତ୍ସବକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଓଡ଼ିଶାର ଗରିମାମୟ ହସ୍ତତନ୍ତ ଓ ହସ୍ତଶିଳ୍ପର ସମୃଦ୍ଧ ପରମ୍ପରାକୁ ଆଗେଇ ନେବା ପାଇଁ ବିଭାଗ ପ୍ରତିଶ୍ରୁତିବଦ୍ଧ ଅଛି । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଭାକର ମହାରଣା, ହସ୍ତଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର...
ବିରଳ ଅସ୍ତ୍ରୋପଚାର ସବୁ ସ୍ଥାନରେ ସମ୍ଭବ
ଭୁବନେଶ୍ୱର : ଆଧୁନିକ ଅସ୍ତ୍ରୋପଚାର ପଦ୍ଧତିର ଉଦ୍ଭାବନ ଦ୍ୱାରା ବର୍ତମାନ ଛୋଟ ଛୋଟ ସହରରେ ମଧ୍ୟ ବିରଳ ଅସ୍ତ୍ରୋପଚାର ସମ୍ଭବପର ହୋଇପାରୁଛି । ଏହା ରୋଗୀମାନଙ୍କ ପାଇଁ ବେଶ ଆସ୍ୱସ୍ତିକର ବୋଲି କହିଛନ୍ତି ଭାରତର ପ୍ରଥମ ରୋବୋଟିକ୍ ଅଙ୍କୋସର୍ଜନ ଡକ୍ଟର ଶୈଲେଶ ପୁନ୍ଟାମ୍ବେକର । କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ନିମନ୍ତେ ଲାପାରୋସ୍କୋପିକ୍ ରାଡିକାଲ୍ ହିଷ୍ଟେରେକ୍ଟୋମି ପଦ୍ଧତିର ପ୍ରୟୋଗ କ୍ଷେତ୍ରରେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ‘ପୁନେ ଟେକ୍ନିକ୍’ ଡାକ୍ତର ପୁନ୍ଟାମ୍ବେକରଙ୍କ ଦ୍ୱାରା ହିଁ ଆରମ୍ଭ କରାଯାଇଥିଲା । ଶନିବାର ଶିକ୍ଷା ଓ ଅନୁସନ୍ଧାନ...
ଶିକ୍ଷକ ଚାକିରି ଅପେକ୍ଷାରେ ୫୪ହଜାର
ଭୁବନେଶ୍ୱର : ଶିକ୍ଷକ ଚାକିରିଟିଏ କରିବାପାଇଁ ରାଜ୍ୟରେ ୫୪ହଜାରରୁ ଅଧିକ ତାଲିମପ୍ରାପ୍ତ ନାମ ପଞ୍ଜିକରଣ କରି ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ସିଟି, ବିଏଡ୍, ଏମଏଡ୍ ଭଳି ତାଲିମଧାରୀ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ମନ୍ତ୍ରୀ ବିଧାନସଭାରେ ଦର୍ଶାଇଛନ୍ତି ଯେ ରାଜ୍ୟରେ ଏବେ ବିଭିନ୍ନ ବର୍ଗର ୧୧,୯୭,୪୯୭ ଜଣ ଯୁବକ ଯୁବତୀ ନାମ ପଞ୍ଜିକରଣ କରି ନିଯୁକ୍ତି ଅପେକ୍ଷାରେ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଶିକ୍ଷକ ତାଲିମଧାରୀଙ୍କ ସଂଖ୍ୟା ୫୪,୬୯୪...
ପଛରେ ପଡିଛି ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା
ଭୁବନେଶ୍ୱର : ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷାପାଇଁ ସରକାର ଯେତିକି ଲକ୍ଷ୍ୟଧାର୍ଯ୍ୟ କରୁଛନ୍ତି ତାହା ପୂରଣ ହୋଇପାରୁ ନାହିଁ । ଏପରିକି ୨୦୨୧-୨ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୪ ପ୍ରତିଶତ ପୂରଣ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ନାଗରିକମାନଙ୍କର ଦୃଷ୍ଟିଶକ୍ତିର ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି । ତଦନୁଯାୟୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଚକ୍ଷୁପରୀକ୍ଷା ଲାଗି ପ୍ରତିବର୍ଷ ଲକ୍ଷ୍ୟଧାର୍ଯ୍ୟ କରାଯାଉଛି । ୨୦୨୧-୨୨ ବର୍ଷରେ ରାଜ୍ୟର ୫୦ହଜାର ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷାପାଇଁ ଲକ୍ଷ୍ୟ ଥିବାବେଳେ ହୋଇଥିଲା ମାତ୍ର ୧୮୧୨...
ଅଧା ଛାତ୍ରଛାତ୍ରୀ ହରଣ କରିପାରୁ ନାହାନ୍ତି
ଭୁବନେଶ୍ୱର : ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧାରୁ ଅଧିକ ପିଲା ହରଣ କରିପାରୁ ନାହାନ୍ତି । ତେବେ ଜାତୀୟ ସ୍ତରରେ ଅଷ୍ଟମ ଶ୍ରେଣୀ ପିଲାଙ୍କର ଏହି ହାର ଅଧିକ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଅସର ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ୨୦୨୪ ମସିହାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୪୮.୫...









