CEO Inspects Poll Prep

Nuapada: Chief Electoral Officer (CEO), Odisha, Shri R S Gopalan, undertook an inspection visit to Nuapada district to review the preparedness for the upcoming by-elections. The focus of his visit centered on the integrity and security of the voting process, particularly the storage and handling of election equipment. Shri Gopalan visited the EVM (Electronic Voting Machine) and VVPAT (Voter Verifiable...

Mantra For Timely Service

0

Bhubaneswar: Revenue officers have been directed to prioritize making revenue services easy and people-oriented and to reach the public "at the right time," as the government moves towards necessary amendments and reforms in the Revenue Act. The call came from Revenue and Disaster Management Minister Shri Suresh Pujari, who inaugurated the two-day Central Revenue Conference organized at the Revenue Officers...

ନାମାଙ୍କନ ପତ୍ର ଦାଖଲ କଲେ ଜୟ ଢୋଲକିଆ

0

ନୂଆପଡା : ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖିଲ କରିଛନ୍ତି। ପୂର୍ବତନ ସଭାପତି ବସନ୍ତ ପଣ୍ଡା ଓ କୋମନା ବ୍ଳକର ସୋମନାଥ ଖମାରୀ ପ୍ରସ୍ତାବକ ରହିଛନ୍ତି। ଦୁ ସେଟ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ନାମାଙ୍କନ ଶୋଭାଯାତ୍ରାରେ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ ଶ୍ରୀମତୀ କଳ୍ପନା ଢୋଲକିଆ, ସାଂସଦ ମାଳବିକା ଦେବୀ, ବଳଭଦ୍ର ମାଝୀ, ରାଜ୍ୟ ସଭା ସାଂସଦ ସୁଜିତ କୁମାର, ବିଧାୟକ...

ଇଭିଏମ୍ ସ୍ଥିତି ପରଖିଲେ ସିଇଓ

0

ଭୁବନେଶ୍ୱର : ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇଭିଏମ୍ ଓ ଭିଭିପାଟ ଗୋଦାମ ଗୃହ ପରିଦର୍ଶନ କରିବା ସହିତ ଆଗାମୀ ଉପନିର୍ବାଚନର ନେସନାଲ କଲେଜସ୍ଥିତ ଭୋଟ ଗଣତି କେନ୍ଦ୍ର  ଇଭିଏମ୍ ଓ ଭିଭିପାଟ ଷ୍ଟ୍ରଙ୍ଗ ରୁମ୍ ପରିଦର୍ଶନ ସହ ସାମ୍ପ୍ରତିକ ସ୍ଥିତି, ସଂରଚନା, ସୁରକ୍ଷା ବ୍ୟବସ୍ଥା ଆଦିର ସବିଶେଷ ନୀରିକ୍ଷଣ କରିଥିଲେ । ଏହାପରେ ନୂଆପଡା  ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ ପରିଦର୍ଶନ କରିବା ସହ ବୁଥ ମାନଙ୍କରେ ମତଦାତାଙ୍କ ପାଇଁ ଉଦିଷ୍ଟ...

ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ

0

ଭୁବନେଶ୍ୱର : ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ ଅବସରରେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଅଭିଯାନରେ ଏକ ମାସବ୍ୟାପୀ ନୂଆପଡା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ଗୁଡିକରେ ସଚେତନତା ରଥ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ କରାଯିବ । ଭୁବନେଶ୍ୱର...

Call For Enhancing Legal Aid

0

Bhubaneswar: Even as India advances steadily towards becoming a leading global economic power, challenges such as poverty, caste discrimination and gender inequality continue to focus on the collective effort required to strengthen the foundations of the democracy, Ms. Vijaya Bharathi Sayani, Member of the National Human Rights Commission (NHRC), observed on Friday. “India is witnessing an era of rapid technological...

ORMAS Connects Urban Clients

Bhubaneswar: In a move to connect rural producers directly with urban consumers, the Odisha Rural Development and Marketing Society (ORMAS) has opened a special Diwali stall at the SIRD Campus, Unit-8, Bhubaneswar. The initiative showcases a vibrant collection of traditional and eco-friendly handmade products created by artisans from across the state, underscoring ORMAS's commitment to empowering rural entrepreneurship. Dr. Monica...

FASTag Annual; A Gift For Diwali

0

New Delhi: Offering ease and comfort of travelling, the FASTag annual Pass can be a perfect gift for travelers this festive season that enables yearlong hassle-free travel on National Highways and National Expressways across the country. The annual pass can be gifted through Rajmargyatra app. By clicking ‘Add Pass’ option on the app, user can add vehicle number and contact details...

ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବଢୁଛି

0

ଭୁବନେଶ୍ୱର : ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ କାମ ଅନ୍ୱେଷଣରେ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରୁ କେତେକ ଶବ ହୋଇ ଫେରୁଛନ୍ତି । ବର୍ଷକୁ ବର୍ଷ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । କେଉଁ ଶବ ସରକାରଙ୍କ ସହାୟତାରେ ଫେରୁଛି ତ ଆଉ କିଏ ବେସରକାରୀ ଅନୁଷ୍ଠାନ ଓ ରାଜୈନତିକ ହସ୍ତକ୍ଷେପ ପରେ ଆସୁଛି । ରାଜ୍ୟ ବାହାରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକମାନଙ୍କ ମୃତ୍ୟୁବରଣ ସଂଖ୍ୟା ବର୍ଷକୁ ବର୍ଷ ବଢିବାରେ ଲାଗିଛି ।୨୦୨୧ ମସିହାରେ ରାଜ୍ୟ ବାହାରେ ୧୪ଜଣ ଶ୍ରମକ ମୃତ୍ୟୁବରଣ କରିଥିବାବେଳେ...

୧୨୫ତମ ଜନ୍ମବାର୍ଷିକୀ ପାଳନ କେବେ ?

0

ଭୁବନେଶ୍ୱର : ଇନ୍ଦୋରର ମହାରାଣୀ ଅହଲ୍ୟାବାଇ ହୋଲକରଙ୍କ ଠାରୁ ଆରମ୍ଭକରି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପର୍ଯ୍ୟନ୍ତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ସ୍ମୃତିଚାରଣ ଲାଗି ଓଡିଶାରେ ବର୍ଷବ୍ୟାପି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଥିବାବେଳେ ଦେଶପାଇଁ ବଳିଦାନ ଦେଇଥିବା ଅମର ଶହୀଦ ଲକ୍ଷ୍ମଣ ନାଏକ ଏବଂ ସେବା, ସଂଗ୍ରାମ ଓ ତ୍ୟାଗର ପ୍ରତୀକ ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀ କିନ୍ତୁ ସେମାନଙ୍କ ଜନ୍ମମାଟି ଓଡିଶାରେ ପାଳିତ ହୋଇପାରୁ ନାହିଁ । ଅବଶ୍ୟ କେତେକ ସ୍ଥାନରେ ବେସରକାରୀ ଭାବେ ଏହି ଦୁଇ ମହାମନିଷୀଙ୍କ ସ୍ମୃତିଚାରଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏବର୍ଷ...