ରତିକାନ୍ତ ମହାନ୍ତିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଚଳି

0

ଭୁବନେଶ୍ୱର : ନିକଟରେ ପରଲୋକ ଗମନ କରିଥିବା ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଶନିବାର ଦିନ ବହୁ ପ୍ରତିଷ୍ଠିତ ରାଜନେତା, ଖବରକାଗଜ ସମ୍ପାଦକ, ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ଏକ ବିଶେଷ ସ୍ମୃତି ସଭାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି । ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନରେ ଆୟୋଜିତ ଏହି ସ୍ମୃତିସଭାକୁ ଓଡ଼ିଶା ବିଧାନସଭାର ବାଚଷ୍ପତି ଶ୍ରୀମତୀ ସୁରମା ପାଢୀ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼ାଇ, ପ୍ରସନ୍ନ ଆଚାର୍ଯ୍ୟ, ପଂଚାନନ କାନୁନଗୋ ଓ ବରିଷ୍ଠ କଂଗ୍ରେସ ନେତା ନିରଂଜନ...

Waste To Energy Plant To Expand Capacity

0

Bhubaneswar: Minister Housing & Urban Development Krushna Chandra Mahapatra today visited the state-of-the-art Waste-to-Energy Plant at Okhla, managed by the Municipal Corporation of Delhi. The plant currently processes around 2,000 metric tonnes (MT) of municipal solid waste daily and generates approximately 23 megawatts (MW) of green energy. The Minister held detailed discussions on the plant's functioning, technology, and operational practices...

State Celebrates Vet Day

Bhubaneswar: The State level "World Veterinary Day-2025" was observed at Lok Seva Bhawan Convention Hall today. Inaugurating the programme, Suresh Kumar Vashishtha, Principal Secretary, F&ARD, called for collective efforts towards animal health care. He said "One Planet, One Health" is the need of the hour. He also highlighted the role of veterinary doctors in protecting the environment as well...

Feel Pain Of Animals; SOA VP

Bhubaneswar: Veterinarians have the onerous responsibility of understanding the problem and pain of suffering animals and birds as they can’t express it themselves, Saswati Das, Vice-President of Siksha ‘O’ Anusandhan (SOA) said on Saturday. “Our civilization cannot exist without animals. Hence, taking care of them and understanding their problem with a proactive attitude is of great importance,” Smt.Das said while...

Vedanta On Malaria Control

0

Bhubaneswar: In a bid to enhance the vulnerable community’s well-understanding of malaria control, Vedanta Aluminium marked the World Malaria Day with a massive awareness drive in the tribal-dominated Kalahandi district of Odisha. While the main focus was on two villages Nakrundi and Gunpur apart from other remote pockets, the anti-malaria awareness campaign featured street plays performed by seasoned artists drawing...

ପ୍ରାଣୀମାନଙ୍କ କଷ୍ଟକୁ ବୁଝିବା ଆବଶ୍ୟକ

0

ଭୁବନେଶ୍ୱର : ପ୍ରାଣୀମାନେ ନିଜର ସମସ୍ୟା ଓ କଷ୍ଟକୁ ପ୍ରକାଶ କରିପାରନ୍ତି ନାହିଁ । ତେଣୁ ମନୁଷ୍ୟମାନଙ୍କୁ ସେମାନଙ୍କ ସମସ୍ୟାକୁ ଠିକ୍ ଭାବେ ବୁଝିବା ସହ ସକାରାତ୍ମକ ଭାବେ ଏହାର ସମାଧାନ କରିବାର ଆବଶ୍ୟକତା ରହିଛି । ସେମାନଙ୍କ ଯତ୍ନ ନେବା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ । କୌଣସି ସଭ୍ୟତା ପ୍ରାଣୀଜଗତ ବିନା ବୃଦ୍ଧି ପାଇବା ସମ୍ଭବ ନୁହେଁ ବୋଲି ଶ୍ରୀମତି ଦାସ କହିଛନ୍ତି । ସୋଆ...

ବେଦାନ୍ତ ପକ୍ଷରୁ ମ୍ୟାଲେରିଆ ସଚେତନତା ଅଭିଯାନ

0

ଭବାନୀପାଟଣା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲାର ନାକରୁଣ୍ଡି ଏବଂ ଗୁଣପୁର ନାମକ ଦୁଇଟି ଗ୍ରାମରେ ସଚେତନତା ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନରେ ୩୮୦ ରୁ ଅଧିକ ବାସିନ୍ଦାଙ୍କୁ ଆକର୍ଷିତ କରି ଅଭିଜ୍ଞ କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଆକର୍ଷଣୀୟ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା । ପୂର୍ବରୁ ସିଜିମାଳି ବକ୍ସାଇଟ୍ ଟିମ୍‍ ଦ୍ୱାରା ବଣ୍ଟନ କରାଯାଇଥିବା ଔଷଧଯୁକ୍ତ ମଶାରୀ ବ୍ୟବହାର ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ...

ନୂଆ ଏନଏସିକୁ ନେଇ ଦ୍ୱନ୍ଦ

ଭୁବନେଶ୍ୱର : ରାଜ୍ୟରେ ଆଉ ନୂଆ ୨୦ଟି ଏନଏସି ଗଠନ ନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେବାପରେ ଏହାକୁ ନେଇ ଦ୍ୱନ୍ଦ ଉପୁଜିଛି । କାରଣ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ୨୦୨୪ ଫେବୃୟାରୀ ମାସରେ ରାଜ୍ୟ ସରକାର ୩୪ଟି ନୂଆ ଏନ୍‍ଏସି ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ । ବର୍ତ୍ତମାନ ୨୦ଟି ନୂଆ ଏନଏସି ତାଲିକାରେ ସେଥିରୁ କେତୋଟି ରହିଛି ଏବଂ କେତୋଟି କଟିଛି ତାହାକୁ ନେଇ ଦ୍ୱନ୍ଦ ଉପୁଜିଛି । ବହୁ ଦିନର ଦାବି...

୫୭ ବର୍ଷ ଧରି ଚାଲିଛି ସୀମା ବିବାଦ ମାମଲା

0

ଭୁବନେଶ୍ୱର : ପ୍ରାୟ ୫୭ବର୍ଷ ଧରି କୋଟିଆ ପ୍ରସଂଗରେ ଆନ୍ଧ୍ର ପ୍ରଦେଶ ସହିତ ଓଡ଼ିଶାର ଅଦାଲତି ଲଢ଼େଇ ଚାଲିଛି । ଏଥିପାଇଁ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହି ବିବାଦ ଲାଗି ରହିବା ଫଳରେ ସଂପୃକ୍ତ ଅଞ୍ଚଳରେ ଏକ ପ୍ରକାର ଦ୍ୱୈତ ଶାସନ ଚାଲୁଛି । ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ୧୯୬୮ ମସିହାରେ ଆନ୍ଧ୍ର ସହିତ ଓଡ଼ିଶାର ସୀମା ବିବାଦ ଘେନି ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇଟି ମାମଲା ରୁଜୁ କରାଯାଇଥିଲା...

Prep Meet For WAVES 2025

Bhubaneswar : The Inter Media Publicity Coordination Committee (IMPCC) – Odisha Region, held a meeting today at the Akashvani Cuttack office to strategize the communication and publicity activities for the upcoming World Audio-Visual & Entertainment Summit (WAVES) 2025, which will be hosted in Mumbai for the first time from May 1 to 4, 2025. Chaired by Shri Akhil Kumar Mishra,...