Walk With Mayurbhanj Heritage

0

Baripada: Beyond the renowned Similipal National Park and much highlighted Belgadia Palace, Baripada, the historic headquarters town of Mayurbhanj is a treasure trove of monuments for heritage enthusiasts. The area’s rich history and architectural legacy continue to draw attention, as evidenced by the recent 18th edition of the Mayurbhanj Heritage Walks (MHW). The latest MHW event saw approximately 50 participants...

Samarth Gets Shipping

0

Bhubaneswar: Shri Samarth Verma, IAS (Odisha: 2011), a distinguished and widely-respected officer of the Odisha cadre, has been appointed as a Director in the Union Ministry of Ports, Shipping & Waterways. The appointment, notified by the Department of Personnel & Training (DoP&T) under the Central Staffing Scheme, is for a period of five years. The timing of Shri Verma's move...

ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ବିଦ୍ୟାଳୟ

0

ଭୁବନେଶ୍ୱର : ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରତି ପଂଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏ ସଂପର୍କିତ ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ। ଜାତୀୟ ଶିକ୍ଷା ନୀତି ଓ ଶିକ୍ଷା ଅଧିକାର ଆଇନର ଉଦ୍ଦେଶ୍ୟ ପୂରଣ କରିବାକୁ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରତି ପଂଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‍ ନିଷ୍ପତ୍ତି ଅନୁଯାୟୀ ପର୍ଯ୍ୟାୟରେ ୩ ବର୍ଷରେ ୨୨୦୦ ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ । ଏଥିପାଇଁ ଖର୍ଚ୍ଚ...

ବେସରକାରୀ ପ୍ରତିଷ୍ଠାନର କାର୍ଯ୍ୟ ସମୟ ବୃଦ୍ଧି

0

ଭୁବନେଶ୍ୱର : ବେସରକାରୀ କର୍ମଚାରୀଙ୍କ କାର୍ଯ୍ୟ ସମୟକୁ ଦୈନିକ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରାଯାଇଛି।  ଏଥିସହିତ କାମ ଭିତରେ କର୍ମଚାରୀଙ୍କୁ ଅଧ ଘଣ୍ଟା ବିଶ୍ରାମ ସହ ଅଧିକ କାମ କଲେ ଓଭରଟାଇମର ବ୍ୟବସ୍ଥା କରାଯାଇଛି। ମହିଳା କର୍ମଚାରୀଙ୍କ ପାଇଁ ରାତିରେ କାମ କରିବା ନିଷ୍ପତ୍ତି ଉପରେ ମଧ୍ୟ ମୋହର ଲଗାଇଛି ରାଜ୍ୟ କ୍ୟାବିନେଟ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହ ତିନିଟି ବିଭାଗର ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ରାଜ୍ୟରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି...

ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍‌ପିଏସ୍‌)ର ଏନ୍‌.ଏସ୍‌.ଏସ୍ ଶାଖା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭଗବତୀପୁର ଗ୍ରାମରେ ଚଳିତ ମାସ ୧୭ରୁ ୨୩  ତାରିଖ ସାତ ଦିନ ଧରି ସ୍ୱତନ୍ତ୍ର ସେବା ଶିବିର ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି । ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି  ଭାବେ ସୋଆ ଏନଏସ୍‌ଏସ୍ ଶାଖାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର କମଳ ଲୋଚନ ମହନ୍ତ, ସରପଂଚ ଲକ୍ଷ୍ମୀପ୍ରିୟା ସାହୁ, ଭାବଗ୍ରାହୀ ସାହୁ, ୱାର୍ଡମେମ୍ବର ବିଭୀଷଣ...

୧୫ ପ୍ରତିଶତ ଲକ୍ଷ୍ୟ ପୂରଣ ହେଉନି

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ରାଜ୍ୟରେ ଯେତିକି ଲକ୍ଷ୍ୟ ଧାର୍ଯ୍ୟ ହେଉଛି ତାହାର ୧୫ ପ୍ରତିଶତ ବି ପୂରଣ ହେଉନାହିଁ । ଏଥିପାଇଁ ସରକାର ବଜେଟରେ ସବସିଡ୍‍ ରାଶି ରଖୁଥିଲେ ମଧ୍ୟ ତାହା ଖର୍ଚ୍ଚ ହୋଇପାରୁ ନାହିଁ । ୨୦୨୪-୨୫ ବର୍ଷରେ ଏହି ଯୋଜନାରେ ରାଜ୍ୟରେ ୩୦ହଜାର ହିତାଧିକାରୀଙ୍କ ଘରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ହେଲେ ମାତ୍ର ୩୬୨୬ ଜଣଙ୍କ ଘରେ ଏହା ସ୍ଥାପନ ହୋଇଛି । ବିଧାନସଭାରେ ଖୋଦ୍‍ ଶକ୍ତିମନ୍ତ୍ରୀ ଏହି ସୂଚନା...

ନଭେମ୍ବରରେ ନୂଆପଡାରେ ପତିଆରା ଲଢ଼େଇ

0

ଭୁବନେଶ୍ୱର : ବିହାର ବିଧାନସଭା ସହିତ ଓଡ଼ିଶାର ନୂଆପଡ଼ା ବିଧାନସଭା କ୍ଷେତ୍ର ଲାଗି ଉପ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥିପାଇଁ ୩ ପ୍ରମୁଖ ରାଜନୈତିକ ଦଳର ଚିନ୍ତା ବଢ଼ିଯାଇଛି । ସମ୍ଭବତଃ ଆଗାମୀ ନଭେମ୍ବର ମାସରେ ନୂଆପଡ଼ା ବିଧାନସଭା କ୍ଷେତ୍ର ଲାଗି ଉପ ନିର୍ବାଚନ ହେବାକୁ ଥିବାରୁ ରାଜ୍ୟରେ କ୍ଷମତାସୀନ ବିଜେପି ପାଇଁ ଏହା ଏକ ବଡ଼ ଆହ୍ୱାନ ହୋଇଛି । ନୂଆପଡ଼ା ବିଧାନସଭା ଆସନଟି ବିଜେଡି କବ୍‍ଜାରେ ଥିଲା । ଏଠାରୁ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କର ଦେହାନ୍ତ...

ଗୋପବନ୍ଧୁ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା

0

ଭୁବନେଶ୍ୱର : ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଓ ସାର୍ବଜନୀନ ଦଶହରା ପଡୁଥିବାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ପାଇଁ ସଂକଳ୍ପ ନିଆଯିବ । ଏହାପରେ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ପଦଯାତ୍ରା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ନଭେମ୍ୱର ୯ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଦଳ ତରଫରୁ ଆଜି ସୂଚନା ଦିଆଯାଇଛି...

BJD On Month Long Padayatra

0

Bhubaneswar: The Biju Janata Dal (BJD) today announced a month-long public outreach program, or 'Padayatra,' to connect with the public and highlight the alleged failures of the state's 15-month-old BJP government. The party's Senior Vice President, Shri Debi Prasad Mishra, is set to play a prominent role in leading the campaign. The BJD walk will officially commence from October 9...

Pact For Bahuda Port

0

Bhubaneswar: In a significant push for port-led development in Eastern India, a landmark Memorandum of Understanding (MoU) was formally signed for the development of a massive new deep-water port at Bahuda, Odisha. The strategic agreement, estimated to attract an investment of approximately ₹21,500 crore, involves the Paradip Port Authority (PPA), the Visakhapatnam Port Authority (VPA), the Sagarmala Finance Corporation Limited...