Online Registration For Ultrasound Clinics

0

Bhubaneswar : Odisha is the first state to adopt this online registration system of Ultrasound Clinics having its own e-Payment Gateway. Pradipta Kumar Mohapatra, Additional Chief Secretary Health and Family Welfare Department inaugurated the Online Application meant for Registration and Renewal under the PC & PNDT Act on 11 December. Launching the Software in a virtual mode, Mr.Mohapatra instructed all District...

Steel City On Hockey Mode

0

Rourkela : After the stupendous success of Odisha Men’s Hockey World Cup in 2018 and the scale at which it was hosted, FIH had announced last year that the 2023 FIH Men’s Hockey World Cup will be hosted in Odisha, for a second consecutive time, at two venues, Bhubaneswar and Rourkela. After the Olympics, the Hockey World Cup is the...

ଉଚ୍ଚଶିକ୍ଷାକୁ ଆଗେଇନେବା କୁଳପତିମାନଙ୍କର ଦାୟିତ୍ୱ

0

ଭୁବନେଶ୍ୱର : ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ କାର୍ଯ୍ୟକୁ ଆଗେଇନେବା ଓ ବିଶ୍ୱବିଦ୍ୟାଳୟରେ ଗବେଷଣା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ ଏବଂ ଗବେଷଣାର ସନ୍ଦର୍ଭଗୁଡ଼ିକ ପ୍ରମୁଖ ପତି୍ରକାରେ ପ୍ରକାଶନ ଦିଗରେ କୁଳପତିମାନେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ଠିକ୍‌ ସମୟରେ ନାମଲେଖା, ପାଠ୍ୟକ୍ରମ ଶେଷ କରି ନିର୍ଦ୍ଧାରିତ ସମୟରେ ପରୀକ୍ଷା ପରିଚାଳନା କରି ଫଳ ପ୍ରକାଶନ ଆଦି ଉପରେ ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତିମାନେ ସମୁଚିତ ପଦକ୍ଷେପ ନେବା...

ବିଏମସିର ନୂଆ ଟୋଲ୍ ଫ୍ରି ନମ୍ବର

0

ଭୁବନେଶ୍ୱର : ସଫାଇ ମିତ୍ର କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) । ଦେଶରେ ସଫାଇ ମିତ୍ର କାର୍ଯ୍ୟକ୍ରମର ଲୋକାର୍ପଣ ହୋଇଥବା ବେଳେ ବିଏମ୍‍ସିରେ ଏହାକୁ ଯଥାଶୀଘ୍ର ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ନାଗରିକ ମାନଙ୍କୁ ପ୍ରକୃଷ୍ଠ ସୂଚନା ଦେଇ ସେମାନଙ୍କୁ ସମାଧାନର ଭାଗୀଦାର କରିବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଅଧିନରେ ଜାରି ହୋଇଛି ଦେୟମୁକ୍ତ ଫୋନ୍ସେବା-୧୪୪୨୦ । ତେବେ ଏହି ଫୋନସେବାକୁ ପ୍ରଥମ କରି ଲାଗୁ କରିବାରେ ଅନ୍ୟତମ ସଂସ୍ଥା ହେଉଛନ୍ତି ଭୁବନେଶ୍ୱର ମହାନଗର...

ବୁଥ୍‍ ସ୍ତରରେ ସଙ୍ଗଠନ ସୁଦୃୃଢ କର

0

ଭୁବନେଶ୍ୱର : ବୁଥ୍‍ ସ୍ତରରେ ସଂଗଠନକୁ ସୁଦୃଢ କରିବାପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ସେ କହିଛନ୍ତି ଯେ ଆଗାମୀ ଦିନରେ ରାଜ୍ୟର ତୃଣମୂଳସ୍ତ ରରେ ବିଜେପିର ସଙ୍ଗଠନକୁ ଆହୁରି ସୁଦୃଢ କରାଯିବ । ପ୍ରତ୍ୟେକ ବୁଥରେ ୨୫ ଜଣିଆ ବୁଥ କମିଟି ଗଠନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ଏବଂ ଲୋକଙ୍କ ସୁଖ ଦୁଃଖରେ ଭାଗିଦାର ହୋଇ ରାଜ୍ୟରେ ଆଗାମୀ ଦିନରେ କିପରି ବିଜେପି ସରକାର ଗଠନ...

ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆ ଗବେଷକ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଲାଙ୍କ ନାମ ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛି । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଷୟବସ୍ତୁ ଆଧାରରେ ବିଶ୍ଳେଷଣ କରାଯାଇ ପ୍ରକାଶ କରାଯାଇଥିବା ତାଲିକାରେ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଥିବା ପ୍ରଫେସର ଶୁକ୍ଲା ମାଇନିଂ ଆଣ୍ଡ ମେଟାଲର୍ଜି ଗବେଷଣା କ୍ଷେତ୍ରରେ ବିଶ୍ୱରେ ୩୨୮ ତମ ସ୍ଥାନ ହାସଲ କରିଛନ୍ତି । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର...

ତାଳଚେର ସାର କାରଖାନା ହେବ କୋଇଲା ଆଧାରିତ

0

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ସାର କାରଖାନା(ଟିଏଫ୍ଏଲ୍) ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେସନ ଏବଂ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେଲେ ଏହା ପେଟକୋକ୍ ବ୍ଲେଣ୍ଡିଂ ସହ ଭାରତର ପ୍ରଥମ କୋଇଲା...

୧୪ ଯାଏ ଘନ କୁହୁଡ଼ି

0

ଭୁବନେଶ୍ୱର: ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସକାଳ ସମୟରେ ଘନ କୁହୁଡ଼ି ଦେଖାଯିବ । ଏ ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ପୁଲିସ ଡିଜି, ପରିବହନ କମିସନର, ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରିଛନ୍ତି । ଏହି ସୂଚନାନୁଯାୟୀ ୧୨ ତାରିଖ ଦିନ କଟକ, ଜଗତସିଂହପୁର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରେ ଭୋର ସମୟରେ ଘନ କୁହୁଡ଼ି ଦେଖାଦେବ । ସେହିଭଳି ୧୩ ତାରିଖ ଦିନ କଟକ, ଜଗତସିଂହପୁର, ଖୋର୍ଦ୍ଧା,...

No Tolerance For Bank Negligence

0

Bhubaneswar: Chief Minister Naveen Patnaik Thursday said the State Government will not tolerate banks which are found neglecting credit disbursement to different livelihood programs launched to counter impact of the prevailing COVID-19 pandemic. Mr.Patnaik said this while reviewing the COVID-19 situation in the state and the Government’s efforts in tackling the pandemic situation. The state had earlier launched several livelihood...

Urban Initiatives on Track

0

Berhampur: G Mathi Vathnan, Principal Secretary, Housing and Urban Development today visited Hinjilicut to review the progress of various development works. This was followed by an intensive Review Meeting on the performance of the 23 Urban Local Bodies of 3 Districts i.e. Ganjam, Gajapati and Kandhamal held under the chairmanship of Principal Secretary, H&UD, Mr.Mathi Vathnan. The objective of this meeting...