Subrat Sahu C’Garh In Charge CS
Raipur: Top Mandarin Subrat Sahu has taken over as In Charge Chief Secretary of Chhattisgarh. 1992 Batch IAS Mr.Sahu is Additional Chief Secretary (ACS) of the Chief Minister Chhattisgarh. Department of General Administration in Chhattisgarh has issued the orders on 11 January. Mr.Sahu is also handling various Departments including Home, Prisons, Energy, Industries, Commerce, Electronics and Information Technology. As the present Chief Secretary...
ରେଙ୍ଗାଲି ଦକ୍ଷିଣ କେନାଲ କାର୍ଯ୍ୟ ସମୀକ୍ଷା
ଭୁବନେଶ୍ୱର : ଜଙ୍ଗଲ ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ସମସ୍ୟାଗୁଡ଼ିକର ଆଶୁ ସମାଧାନ କରି ରେଙ୍ଗାଲି ଦକ୍ଷିଣ କେନାଲ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ରେଙ୍ଗାଲି ଦକ୍ଷିଣ କେନାଲ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବା ଦିଗରେ ଜଙ୍ଗଲ ଜମି ଅଧିଗ୍ରହଣ ଯେପରି ବାଧକ ନହେବ, ସେଥି...
Asit Takes Over WODC
Bhubaneswar : Veteran Administrator Asit Tripathy assumed office of the Principal Advisor to Chief Minister and Chairman Western Odisha Development Council (WODC) on 11 January. After assuming the office, Mr.Tripathy reviewed the activities of the Council in the conference hall of the Rajiv Bhawan with senior officers of the council. Reviewing the activities, Mr.Tripathy said, “The main objective of the Council...
Center Bears Vaccine Cost; PM
New Delhi: Prime Minister Narednra Modi said that the country is in a decisive phase of this fight, with the start of the world’s biggest vaccination campaign from 16 January. PM Mr.Modi was speaking to the Chief Ministers where he underlined that it's a matter of pride that both the vaccines for which Emergency Use Authorization has been given are...
କେନ୍ଦୁପତ୍ର ତୋଳାଳୀଙ୍କ କଲ୍ୟାଣ ନିମନ୍ତେ ୯୨.୩୭ କୋଟି
ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି । ତନ୍ମଧ୍ୟରୁ କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା । ଏହା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଟଙ୍କାରୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଆଜି କେନ୍ଦୁପତ୍ର କଲ୍ୟାଣ ବୋର୍ଡରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା...
ପ୍ରଦୂଷଣ କମାଉଛି ସ୍ଲରି ପାଇପଲାଇନ୍
ଭୁବନେଶ୍ୱର : ସ୍ଲରି ପାଇପ୍ଲାଇନ୍ ମାଧ୍ୟମରେ ଖଣିଜ ପଦାର୍ଥ ପରିବହନ ଦ୍ୱାରା ୯୭ ପ୍ରତିଶତ ପ୍ରଦୂଷଣ କମୁଛି ଏବଂ ୯୩ ପ୍ରତିଶତ ଶକ୍ତି ସଂରକ୍ଷଣ ହୋଇପାରୁଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପରିକଳ୍ପନା, ନିର୍ମାଣ ଏବଂ ପରିଚାଳନା ଦୃଷ୍ଟିରୁ ଦୂରଗାମୀ ପାଇପଲାଇନ୍ ସମ୍ପର୍କିତ ଏକ ଦୁଇ ଦିନିଆ ଭର୍ଚୁଆଲ୍ ଆନ୍ତର୍ଜାତିକ କର୍ମଶାଳାରୁ ଜଣାପଡ଼ିଛି । କୋଲକାତା ସ୍ଥିତ ଆଥା ଗ୍ରୁପର ମିଳିତ ସହଭାଗିତାରେ ଜାନୁଆରୀ ୮ ଏବଂ ୯ ଦୁଇ ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ସାରା ବିଶ୍ୱରୁ ୮୦୦ରୁ...
OSBC Pays Dividend To State
Bhubaneswar : Odisha State Beverages Corporation (OSBC), a State owned Public Sector Undertaking paid its dividend to the State Government today. Chief Secretary Suresh Chandra Mohapatra received the a cheque of Rs. Rs.7,58,01,326.00 from the Principal Secretary Excise and Chairman OSBC S.K. Lohani in Lokseba Bhawan. Development Commissioner Pradeep Kumar Jena and Principal Secretary Finance Ashok Kumar Meena were present on...
ବଢିବ କୋଇଲା ଉତ୍ପାଦନ
ଭୁବନେଶ୍ୱର : କୋଇଲା ଖଣିର ସଂଚାଳନ ସହଜ କରିବା ପାଇଁ ଭାରତ ସରକାର କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ ହେବା ଫଳରେ ଖଣି ଲିଜ୍ ପ୍ରକ୍ରିୟାକରଣ ଶୀଘ୍ର ହେବ ।...
ସରକାରୀ ଅର୍ଥ ଟ୍ରାକିଂ ପାଇଁ ଏସ୍ବିଏଏମ୍ଏସ୍
ଭୁବନେଶ୍ୱର : ବ୍ୟାଙ୍କରେ ଗଚ୍ଛିତ ଥିବା ସରକାରୀ ଅର୍ଥର ସ୍ଥିତି ଜାଣିବାପାଇଁ ରାଜ୍ୟ ସରକାର ‘ମନିଟରିଂ ମେକାନିଜିମ୍’ ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଏହାଦ୍ୱାରା କେଉଁ ବ୍ୟାଙ୍କ୍ରେ କେତେ ସରକାରୀ ଅର୍ଥ ରହିଛି ତାହା ବିଭାଗମାନେ ସହଜରେ ଜାଣିପାରିବେ । ସରକାରୀ ସଂସ୍ଥାଗୁଡିକ ବିଭିନ୍ନ ବ୍ୟାଙ୍କ୍ରେ ବିପୁଳ ପରିମାଣର ଅର୍ଥ ଜମା ରଖିଛନ୍ତି । ଏ ସଂକ୍ରାନ୍ତରେ ଜାଣିବାପାଇଁ ରାଜ୍ୟ ସରକାର ସ୍କିମ୍ ବ୍ୟାଙ୍କ୍ ଆକାଉଣ୍ଟ ମନିଟରିଂ ସିଷ୍ଟମ (ଏସ୍ବିଏଏମ୍ଏସ୍) ସ୍ଥାପନ କରିବେ । ଏହାଦ୍ୱାରା ବ୍ୟାଙ୍କ୍ରେ ଗଚ୍ଛିତ ଥିବା ସରକାରୀ ଅର୍ଥକୁ ଠିକଣା...
ନିଶା କାରବାର ପାଇଁ ପ୍ରଶାସନର ମୁଣ୍ଡବିନ୍ଧା
ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ କିସମର ନିଶା କାରବାର ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ଲଗାମଛଡ଼ା ଭାବେ ବଢ଼ି ଚାଲିଥିବା ବେଳେ ଚୋରା ନିଶା ବେପାରୀମାନେ ବାରମ୍ବାର ପୁଲିସ ଉପରେ ଆକ୍ରମଣ କରିବା ଘଟଣା ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଇତିମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଚୋରା ମଦ ଧରିବାକୁ ଯାଇଥିବା ଜଣେ ପୁଲିସ ଅଧିକାରୀ ମରଣାନ୍ତକ ଆକ୍ରମଣର ଶିକାର ହୋଇ ଚିକିତ୍ସାଧୀନ ଅଛନ୍ତି । ଧରାପଡ଼ିବାରୁ ବର୍ତ୍ତିବା ପାଇଁ ଚୋରା ମଦ ବେପାରୀମାନେ ତାଙ୍କ ଉପରକୁ ତୀରମାଡ଼ କରିବାରୁ ଶର ପେଟ...










