ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପର ଶୁଭାରମ୍ଭ
ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ‘ଆଦିବାସୀ’ ଜର୍ଣ୍ଣାଲର ୬୦ତମ ସଂକଳନର ପ୍ରଥମ ସଂଖ୍ୟାରେ ପ୍ରଫେସର ଡ. ଅଖିଳ ବିହାରୀ ଓତାଙ୍କ ଦ୍ୱାରା ପ୍ରସ୍ତୁତ ଏକକ ଗବେଷଣାମୂଳକ ନିବନ୍ଧ ‘କୋଭିଡ୍ ୧୯ ପରିପ୍ରେକ୍ଷୀରେ ମହାମାରୀର ଜନଜାତି ସଂସ୍କୃତି ଉପରେ...
୨୧ରେ ଏସପି ଅଫିସ ଘେରାଉ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଫଳତା ଓ ତଦନ୍ତରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଚଳିତ ଡିସେମ୍ବର ମାସ ୨୧ ତାରିଖ ସୋମବାର ଦିନ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ବର୍ତମାନ ଦିନକୁ ପ୍ରାୟ ୧୧ ଜଣ ଶିଶୁ ନିଖୋଜ...
ଆତ୍ମନିର୍ଭର ଉର୍ଜା ପାଇଁ ରୋଡମ୍ୟାପ୍
ନୂଆଦିଲ୍ଲୀ : ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ଉର୍ଜାର ଏକ ସ୍ୱଚ୍ଛ ରୋଡମ୍ୟାପକୁ ବିକଶିତ କରାଯାଉଛି ବୋଲି ଗୁରୁବାର ଆସୋସିଏଟେଡ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ୍ଇ ଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ(ଆସୋଚାମ୍)ର ପ୍ରତିଷ୍ଠା ସପ୍ତାହ -୨୦୨୦ ଅବସରରେ ଆୟୋଜିତ “ଭାରତର ବିକାଶ ପଥରେ ଇନ୍ଧନକୁ ଉର୍ଜାର ରୂପାନ୍ତରଣ” ଶୀର୍ଷକ ଆଲୋଚନା କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉର୍ଜା କ୍ଷେତ୍ରକୁ ବୃହତ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଉର୍ଜା ପଦକ୍ଷେପରେ ସାମିଲ ହେବା ପାଇଁ ଭାରତର ସମସ୍ତ ସରକାରୀ...
Stress On Effective Justice system
Bhubaneswar : Chief Justice Orissa High Court Justice Mohammed Rafiq on Wednesday said that quick redressal of justice is significant for an effective justice system. Inaugurating the new Civil Judge Junior Division-cum-JMFC Court at Hinjilicut building at Hinjilicut along with Chief Minister Naveen Patnaik he said that despite the restrictions posed by the Covid-19 pandemic, the courts in Odisha are...
Cabinet Clears Spectrum Auction
New Delhi : The Union Cabinet, chaired by Prime Minister, Narendra Modi, has approved a proposal of the Department of Telecommunications to conduct spectrum auction through which spectrum will be assigned to the successful bidders for providing commercial mobile services. The auction will be for spectrum in 700 MHz, 800 MHz, 900 MHz, 1800 MHz, 2100 MHz, 2300 MHz and...
ଖଣି ଜୋରିମାନା ୧୬,୨୯୯ କୋଟି
ଭୁବନେଶ୍ୱର : ଓଡିଶା ଖଣିଜ ଅଞ୍ଚଳ ଉନ୍ନୟନ ପରିଷଦ (ଓଏମ୍ବିଏଡିସି) କୁ ଖଣି ଜୋରିମାନା ବାବଦରେ ୧୬,୨୯୯ କୋଟି ଟଙ୍କା ଆସିଛି । ଏହି ଅର୍ଥ ରାଜ୍ୟର ୫ଟି ଖଣି ଭିତ୍ତିକ ଜିଲ୍ଲାରୁ ଆସିଥିବାବେଳେ ଏହି ଅର୍ଥରୁ କିଛି ପରିମାଣ ୩ଟି ଜିଲ୍ଲାରେ ବିଭିନ୍ନ ଜନମଙ୍ଗଳ ପ୍ରକଳ୍ପ ପାଇଁ ଅଗ୍ରାଧିକାର ଭିତ୍ତିରେ ଦିଆଯାଇଛି । ଖଣି ଜୋରିମାନା ଆଦାୟ ହୋଇଥିବା ଜିଲ୍ଲାଗୁଡିକ ହେଲା ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡା ଓ ସୁନ୍ଦରଗଡ । ତେବେ ସବୁଠାରୁ ଅଧିକ ଜୋରିମାନା ଅର୍ଥ କେନ୍ଦୁଝରରୁ ଆସିଛି ।...
ଛତୁଚାଷରେ ୧୦ଲକ୍ଷ ନିଯୁକ୍ତି ସମ୍ଭାବନା
ଭୁବନେଶ୍ୱର : କମ୍ ପୁଞ୍ଜି ବିନିଯୋଗରେ ତ୍ୱରିତ ଉତ୍ପାଦନ ଓ ଭଲ ଲାଭ ହେଉଥିବାରୁ ଓଡ଼ିଶାର ଗାଁ ଗହଳର ଅନେକ ଚାଷୀ ଛତୁଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି । ୩୦ ବର୍ଷ ମଧ୍ୟରେ ଓଡ଼ିଶା ପାଳଛତୁ ଉତ୍ପାଦନ କ୍ଷେତ୍ରରେ ଦେଶର ପ୍ରଥମ ସ୍ଥାନରେ ପହଞ୍ଚିଥିବା ବେଳେ ଅନ୍ୟ କେତେକ ରାଜ୍ୟକୁ ଛତୁ ରତ୍ପାନି କରୁଛି । ଏହି କ୍ଷେତ୍ରକୁ ସୁସଙ୍ଗଠିତ କରାଯାଇପାରିଲେ ଅନ୍ୟୁନ ୧୦ ଲକ୍ଷ ଲୋକ କର୍ମନିଯୁକ୍ତି ପାଇପାରିବେ ଏବଂ ଏହାଦ୍ୱାରା ଗ୍ରାମୀଣ ଅର୍ଥନୀତି କିଛି ପରିମାଣରେ ସୁଦୃଢ଼ ହୋଇପାରିବ ବୋଲି...
ସବୁ ମନ୍ଦିର ଖୋଲ
ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଅଧ୍ୟାଦେଶ ଆଣିଛନ୍ତି, ଠିକ୍ ସେହିପରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତଥା ଧର୍ମପରାୟଣ ବ୍ୟକ୍ତିବିଶେଷମାନେ ମାସ ମାସ ଧରି କେନ୍ଦୁଝରର ମା'ତାରିଣୀ ମନ୍ଦିର, କେନ୍ଦ୍ରାପଡାର ଶ୍ରୀବଳଦେବଜୀଉ ମନ୍ଦିର, ରାୟଗଡାର ମା'ମଝିଘରିଆଣୀ ମନ୍ଦିର, ଜଗତସିଂହପୁରର ମା' ଶାରଳା ମନ୍ଦିର, ଭଦ୍ରକର ବାବା ଆଖଣ୍ଡଳମଣି ମନ୍ଦିର, ବଲାଙ୍ଗୀରର ହରିଶଙ୍କର ମନ୍ଦିର, ଯାଜପୁରର ମହାବିନାୟକ ମନ୍ଦିର, କାକଟପୁରର ମା'ମଙ୍ଗଳା ମନ୍ଦିର, ବ୍ରହ୍ମଗିରିର ବାବା ଅଲାରନାଥ ମନ୍ଦିର, କଟକର ଶ୍ରୀଧବଳେଶ୍ୱର ମନ୍ଦିର, ବାଙ୍କୀର ମା'ଚର୍ଚ୍ଚିକା ମନ୍ଦିର,...
କେନ୍ଦ୍ର ଅର୍ଥରେ ପୁରୀ, ଯାଜପୁର ମେଡିକାଲ କଲେଜ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ପ୍ରତ୍ୟେକ ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ସେହିକ୍ରମରେ ଏଯାବତ ରାଜ୍ୟରେ ୭ଟି ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୭୧୭ କୋଟି ଟଙ୍କା ଓଡିଶାକୁ ଦେଇ ସାରିଲେଣି । ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, ବାରିପଦା, ବଲାଙ୍ଗୀର, କୋରାପୁଟ ଏବଂ ପୁରୀରେ ମେଡିକାଲ କଲେଜ ନିର୍ମାଣ ପାଇଁ ୫୬୭ କୋଟି ଟଙ୍କା କେନ୍ଦ୍ର ସରକାର ରାଜ୍ୟକୁ ଦେଇସାରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁର ମେଡିକାଲ ପାଇଁ ୧୦୦ କୋଟି ଟଙ୍କା ଏବଂ ତୃତୀୟ ପର୍ଯ୍ୟାୟରେ...
Food Safety Rank Up
Bhubaneswar: With different food safety measures, Odisha has shoot-up its position to 13th in National Food Safety Index ranking for the year 2019-20 from 26th position in the last year. This was known from the state level food safety advisory committee meeting held on digital mode under the Chairmanship of Chief Secretary Asit Tripathy from Lok Seva Bhawan wherein...









