କୋଇଲା ଖଣି ପ୍ରତି କମ୍ପାନୀ ବିମୁଖ
ଭୁବନେଶ୍ୱର : କୋଇଲା ଖଣି ନେବାପାଇଁ ଘରୋଇ କମ୍ପାନୀଙ୍କ ବିମୁଖତା ଏବେ କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି । ସ୍ଥାନୀୟ ଲୋକଙ୍କ ବିରୋଧ, ପରିବେଶ ପ୍ରସଙ୍ଗ ଓ ଆଇନ୍ଶୃଙ୍ଖଳା ଆଦି କାରଣରୁ ଘରୋଇ କମ୍ପାନୀମାନେ କୋଇଲା ଖଣି ନେବାକୁ ପଛାଉଛନ୍ତି । କୋଇଲା ମନ୍ତ୍ରାଳୟ ପକ୍ଷରୁ ୪ଟି କୋଇଲା ବ୍ଲକ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏଥି ମଧ୍ୟରେ ଓଡିଶାର ଛେଣ୍ଡିପଦା, ଛେଣ୍ଡିପଦା-୨ ଏବଂ କୁରାଲୋଇ (କ) ଉତ୍ତର କୋଇଲାଖଣି ଥିବାବେଳେ ଝାଡଖଣ୍ଡର ଶେରଗଡ କୋଇଲାଖଣି ରହିଛି । ତେବେ କୁରାଲୋଇ...
ପିପିଲି ପାଇଁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ
ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଚୟନ ଏକପ୍ରକାର ଚୂଡ଼ାନ୍ତ ହୋଇଥିବା ବେଳେ କେବଳ ଔପଚାରିକ ଘୋଷଣା ବାକି ରହିଛି । ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେପି ପକ୍ଷରୁ ବହୁ ଟିକେଟ୍ ଆଶାୟୀ ଥିବାରୁ ଏହି ଦୁଇ ଦଳ ବିଜେଡି ପ୍ରାର୍ଥୀ ତାଲିକା ଉପରେ ନଜର ରଖି ମହିଳା ପ୍ରାର୍ଥୀ ଦେବେ କି ନାହିଁ ସେଥିଘେନି ବିଚାର ବିମର୍ଶ ଚଳାଇଛନ୍ତି । ଇତିମଧ୍ୟରେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସରକାରୀ କଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ତଥା ରାଜ୍ୟ ମୁଖ୍ୟ...
BJD Begins Pipli Poll Prep
Bhubaneswar: Governing Biju Janata Dal (BJD) has already started advance preparation for the bye-poll of Pipili Assembly segment in Puri district by appointing senior leader Pratap Kesari Deb as the Election Observer for the party.BJD President and Chief Minister Naveen Patnaik appointed Mr.Deb as the Party Observer for selection of candidate and conduct of the bye-election to be held...
୧ ଲକ୍ଷ କ୍ୟାଡେଟଙ୍କୁ ତାଲିମ ପ୍ରଦାନ
ଭୁବନେଶ୍ୱର : ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍ସିସିର ଏକ ସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରାୟ ୧ ଲକ୍ଷ କ୍ୟାଡେଟଙ୍କୁ ସ୍ଥଳସେନା, ବାୟୁସେନା ଓ ନୌସେନା ପକ୍ଷରୁ ତାଲିମ ଦିଆଯାଉଛି । ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା । ଏନ୍ସିସି ପାଇଁ ତାଲିମ ଭିତ୍ତିଭୂମିକୁ ମଜଭୁତ କରାଯାଉଛି । ଆଗରୁ ସେମାନଙ୍କ ପାଇଁ ମାତ୍ର ଗୋଟିଏ ଫାଇରିଂ ସିମୁଲେଟର ଥିବାବେଳେ ଏବେ ୯୮ଟି ପ୍ରତିଷ୍ଠା କରାଯାଉଛି । ମାଇକ୍ରୋ ଫ୍ଲାଇଟ ସିମୁଲେଟର...
Concern For Tobacco Smuggling
Cuttack: National Law University Odisha, Cuttack in collaboration with International Union against Tuberculosis and Lung Disease held an online national consultation on COTPA Amendment Bill, 2020 which is in pre-legislative phase and open for public comments. The event was graced by Justice Sanjeeb Kumar Panigrahi, Judge High Court of Orissa as the Chief Guest. Justice Panigrahi opened the discussion by taking...
ଆସ୍ଥାଭାଜନ ହୋଇଛି ଭାରତ ଟିକା
ଭୁବନେଶ୍ୱର : ଭାରତ ନିଜସ୍ୱ ପ୍ରସ୍ତୁତ କରୋନା ଟିକା ଅନ୍ୟ ଦେଶମାନଙ୍କୁ ଯୋଗାଇବା ସହ ସେମାନଙ୍କୁ ଟିକାଦାନ ପ୍ରଣାଳୀ ମଧ୍ୟ ଶିଖାଇ ଥିବାରୁ ବିଶ୍ୱ ସମୁଦାୟର ଆସ୍ଥାଭାଜନ ହୋଇପାରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି । ଆଜି କୋଭିଡ-19 ସମ୍ପର୍କୀତ ମନ୍ତ୍ରୀ ସମୁହ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରି କହିଛନ୍ତି ଯେ, ବିଭିନ୍ନ ଦେଶର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକାଦାନ ପ୍ରଣାଳୀ ଶିଖାଇ ଭାରତ ବିଶ୍ୱ ସମୁଦାୟର ମିତ୍ର ମଧ୍ୟ ହୋଇପାରିଛି । ଏହି ସମ୍ମିଳନୀରେ...
ସମରେ ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର
ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲରେ ଏକ ୧୪ ମାସ ଶିଶୁର ବିରଳ ମସ୍ତିଷ୍କ ଅସ୍ତ୍ରେପଚାର (ଆନଟେରିଅର୍ ଏନସେଫାଲୋସିଲସ୍) ସଫଳତାର ସହ ସମ୍ପାଦନ କରାଯାଇଛି । ଜନ୍ମଗତ ତ୍ରୁଟି ଯୋଗୁଁ ଶିଶୁଟିର ମସ୍ତିଷ୍କର ଏକ ଅଂଶ ବାହାରକୁ ବାହାରି ଆସିଥିବା ବେଳେ ଏହା ଆଖି ଏବଂ ନାକକୁ ଆଚ୍ଛାଦିତ କରି ରଖିଥିଲା । ଖପୁରୀରେ ଏକ ଅଂଗର ହାଡ ନ ଥିବାରୁ ଏପରି ହୋଇଥିଲା । ସୋଆ କୁଳପତି ତଥା ବିଶିଷ୍ଟ ନୁ୍ୟରୋସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି ଅସ୍ତ୍ରୋପଚାର...
ICT For Teacher Training Boost
Bhubaneswar: Principal Secretary, School & Mass Education, Satyabrat Sahoo has said, ICT is a scientific, technological and engineering discipline and management technique used in handling information, its application and association with social, economic and cultural matters. ICT is very important for Pre-Service Teacher Education Program in the 21st Century. Without proper knowledge of ICT teacher cannot perform in his/her class room...
SUM Conducts Rare Neuro Surgery
Bhubaneswar: In the first ever case of its kind in Odisha, an eminent neurosurgeon has successfully corrected a rare condition known as Anterior encephaloceles in a 14-month-old baby at the Institute of Medical Sciences and SUM Hospital, faculty of medicine of Siksha ‘O’ Anusandhan (SOA) here. A portion of the baby’s brain had protruded out covering his eyes and nose...
Training For 1 Lakh Cadets
New Delhi: Prime Minister Narendra Modi exhorted bravery of the security forces that broke the back of Naxalism and Maoism which was affecting a large part of our country. PM said now menace of Naxalism has been shrunk to a very limited area of the country and affected youths have left the path of violence to join the development mainstream. Mr.Modi...








