ଉର୍ଜାର ପ୍ରବେଶ ଦ୍ୱାର ହେବ ପୂର୍ବ ଭାରତ

0

ଭୁବନେଶ୍ୱର: ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଉତର ପଶ୍ଚିମ ସମେତ ପୂର୍ବ ଭାରତ ଆଗାମୀ ଦିନରେ ଉର୍ଜା କ୍ଷେତ୍ରର ନୂଆ ପ୍ରବେଶ ଦ୍ୱାର ହେବାକୁ ଯାଉଥିବା ବେଳେ ପ୍ରାକୃତିକ ଗ୍ୟାସ, ସିବିଜି, ସିବିଏମ, ସିଜିଡ଼ି, ସିନଗ୍ୟାସ ଏବଂ ଏଲଏନଜିର ସମ୍ଭାବନା ପୂର୍ବାଂଚଳର ବିକାଶରେ ଗେମଚେଞ୍ଜର ହେବ ବୋଲି କହିଛନ୍ତି ତିନିଦନିଆ ପଶ୍ଚିମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପଶ୍ଚିମବଙ୍ଗର ହଳଦିଆ ଠାରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ତରୁଣ କାପୁରଙ୍କ ସହ ବିଭାଗୀୟ ଶିଳ୍ପ ଅଧିକାରୀଙ୍କ ସହ ଶ୍ରୀ ପ୍ରଧାନ...

ଋଣ ନକରି ଅନୁଦାନ ହରାଇଲେ

0

ଭୁବନେଶ୍ୱର : ଋଣ ବୋଝ ଅପବାଦରୁ ବର୍ତ୍ତିବାପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁଁ ଓଡିଶା ଏବେ ବିପୁଳ ପରିମାଣର କେନ୍ଦ୍ରୀୟ ଅନୁଦାନ ହରାଉଛି । ଯେଉଁ ରାଜ୍ୟଗୁଡିକ ଅଧିକ ଋଣ କରି ଅର୍ଥ ବ୍ୟୟ କରିଛନ୍ତି ସେମାନଙ୍କ ରାଜସ୍ୱ ଓ ବ୍ୟୟ ମଧ୍ୟରେ ଥିବା ତାରତମ୍ୟର ଭରଣା ପାଇଁ ଅନୁଦାନ ଯୋଗାଇ ଦେବାକୁ ପଞ୍ଚଦଶ ଅର୍ଥ କମିଶନର ସୁପାରିଶ୍‍ କ୍ରମେ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେଉଛନ୍ତି । ଯେହେତୁ ଓଡିଶା ଅଧିକ ଋଣ କରିନାହିଁ ଓ ରାଜସ୍ୱ ନିଅଣ୍ଟିଆ ସ୍ଥିତି ନାହିଁ...

ସୀମା ବିବାଦ ପାଇଁ କମିଶନଙ୍କ ସୁପାରିଶ୍‍

ଭୁବନେଶ୍ୱର : ଓଡ଼ିଶାର ସୀମାନ୍ତବର୍ତ୍ତୀ ୬୪ଟି ବ୍ଲକ୍‍ ମଧ୍ୟରୁ ୫୦ଟିକୁ ପଛୁଆ ଓ ଅତି ପଛୁଆ ଭାବେ ଆଞ୍ଚଳିକ ବୈଷମ୍ୟ କମିଶନ ଚିହ୍ନଟ କରିଥିବା ବେଳେ ଆଇଟିଡିଏ ବ୍ଲକ୍‍ ଭିତରୁ ୭୨ ପ୍ରତିଶତ ବି ପଛୁଆ ଓ ଅତି ପଛୁଆ ତାଲିକାରେ ରହିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ପଛୁଆ ଅଞ୍ଚଳ ଉନ୍ନୟନ ପରିଷଦ ବା ବିଏଡିସି ଗଠନ ଲାଗି ଏହି କମିଶନ ସୁପାରିଶ କରିଥିବା ବେଳେ ଆନ୍ତଃରାଜ୍ୟ ସୀମା ବିବାଦ ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ହୋଇଛି । ମୋଟାମୋଟି...

Vedanta Bags Best Exporter Award

0

Jharusuguda: Vedanta Jharsuguda, India’s largest producer of aluminium and value-added products, has won ‘Best Exporter’ Award for the years 2017-18 & 2018-19 at the Odisha State Export Award. Organized by the Directorate of Export Promotion & Marketing (DEPM), Odisha,the awards were presented to the company in a virtual ceremony chaired by the Chief Minister of Odisha, Naveen Patnaik....

ପରିମଳ ଓ ଜାଗା ମିଶନକୁ ଗୁରୁତ୍ୱ

ଭୁବନେଶ୍ୱର : ସହରାଂଚଳରେ ପରିମଳ ଓ ଜାଗା ମିଶନ ଉପରେ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ପରାମର୍ଶ ଦେଇଛନ୍ତି । ଆଜି ୬ ଗୋଟି ଜିଲ୍ଲା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାର ସମସ୍ତ ଏନ୍‌.ଏ.ସି ଏବଂ ପୌରପାଳିକା ଗୁଡିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡ଼ିକ ସଂପର୍କରେ ସମୀକ୍ଷା କରିଛନ୍ତି । ନିଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ...

Smart City Aware Citizens

0

Bhubaneswar: City Authorities will launch a sustained and detailed campaign to make the citizens aware about the various projects successfully completed and undertaken under the umbrella of the Smart City Initiative and convergence mode. Housing & Urban Development Minister Pratap Jena, during a review of the progress of various works under taken in Bhubaneswar Smart City Limited (BSCL) here on...

Center Issues Floating Guidelines

0

New Delhi: Maritime States, including Odisha, will greatly benefit with the Ministry of Ports, Shipping and Waterways finalizing and issuing guidelines for floating structures. Minister of Ports, Shipping and Waterways Mansukh Mandaviya stated that his Ministry has set a benchmark and evolved standard specifications in these guidelines at par with international standards. These platforms have several advantages over the conventional/fixed concrete...

ଉନ୍ନତ ବିଦ୍ୟୁତ୍ ଯୋଗାଣ ପାଇଁ ଟାଟା ପାୱାରକୁ ନିର୍ଦ୍ଦେଶ

0

ଭୁବନେଶ୍ୱର : ଉନ୍ନତମାନର ବିଦ୍ୟୁତ୍ ଶକ୍ତି ଯୋଗାଣ ସହ ଉପଭୋକ୍ତାମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ର ଟାଟା ପାୱାରକୁ ନିର୍ଦ୍ଦେଶ ଦେଇଥିଲେ । ଶକ୍ତି ଉତ୍ପାଦନ ଓ ବିତରଣ ସମ୍ପର୍କିତ ଉକ୍ତ ବୈଠକରେ ବିଦ୍ୟୁତ୍ କ୍ଷେତ୍ରରେ ରାଜ୍ୟର ସାମଗ୍ରିକ ସ୍ଥିତି ନେଇ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଟାଟା ପାୱାରର ଓଡ଼ିଶା ମୁଖ୍ୟ ସଞ୍ଜୟ ବାଙ୍ଗା ତଥ୍ୟ ଉପସ୍ଥାପନ କରିଥିଲେ । ଶକ୍ତି ସଚିବ ଧଳ...

Odisha Missing Deficit Grant

0

Bhubaneswar: Due to revenue surplus situation, State is missing revenue deficit grants from Centre. Notably, State Government had opted not to borrow more and remain revenue surplus and in the process it is losing huge chunk of grants, said an analyst. The Fifteenth Finance Commission (FFC) has recommended post devolution revenue deficit (PDRD) grants to those states, who have borrowed more...

ନକ୍ସଲ ଦମନକୁ ବଡ ସଫଳତା

0

ଭୁବନେଶ୍ୱର : କୋରାପୁଟରେ ନକ୍ସଲ ଦମନ ଅଭିଯାନକୁ ବଡ ସଫଳତା ମିଳିଛି । କୋରାପୁଟର ଡିଭିଏଫ୍‍ ଟିମ୍‍ ସହିତ ବୋମା ନିଷ୍କ୍ରିୟକାରୀ ଦଳ ନାରାୟଣପାଟଣା ଥାନା ଅର୍ନ୍ତଗତ କେନ୍ଦାବୋରିଗି, ମଙ୍ଗଲପୁର ଏବଂ ଆତ୍ମାକୋଣ୍ଡା ସଂରକ୍ଷିତ ଜଙ୍ଗଲରେ ମାଓ ବିରୋଧି ଅଭିଯାନ ଚଳାଇଥିବାବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛନ୍ତି । ସୁରେଶି ଗ୍ରାମ ନିକଟରେ ବୋମା ନିଷ୍କ୍ରିୟକାରୀ ଦଳକୁ ମାଟିତଳେ ପୋତା ହୋଇଥିବା ପିସ୍ଫୋରକ ମିଳିବାପରେ ସେହି ଅଞ୍ଚଳକୁ ଘେରାଉ କରାଯିବା ସହିତ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ମାଓ...