ଶିମିଳିପାଳ ଅଗ୍ନି ନିୟନ୍ତ୍ରଣାଧୀନ

ଭୁବନେଶ୍ୱର : ଶିମିଳିପାଳ  ଅଭୟାରଣ୍ୟ ଅଗ୍ନିକାଣ୍ଡ ଜନିତ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିମିଳିପାଳ କେବଳ ଓଡିଶା ବା ଭାରତର  ନୁହେଁ ଏହା ସମଗ୍ର ବିଶ୍ଵର ଏକ ଅମୂଲ୍ୟ ସମ୍ପଦ । ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ । ଶିମିଳିପାଳ  ଅଭୟାରଣ୍ୟ ପରିସ୍ଥିତି ସମ୍ପର୍କରେ ବୈଠକରେ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ...

ପୁଷ୍ଟିକର ଖାଦ୍ୟ ପାଇଁ ସହଭାଗୀତା ଆବଶ୍ୟକ

0

ଭୁବନେଶ୍ୱର : ପୁଷ୍ଟିକର ଖାଦ୍ୟ ହିଁ ମନୁଷ୍ୟ ଶରୀର ପାଇଁ ସଞ୍ଜୀବନୀ । କାରଣ ଏହା ଆମର ପ୍ରାଣଶକ୍ତିକୁ ବଢାଇ ସଶକ୍ତ କରିବ ଓ ଏଥିରେ ସମସ୍ତଙ୍କର ଭାଗୀଦାରିତା ର ଆବଶ୍ୟକତା ରହିଛି । ପୋଷଣ ଆତ୍ମର୍ନିଭରଶୀଳତା ଉପରେ ଆୟୋଜିତ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ରରେ ଯୋଗ ଦେଇ ବକ୍ତା ମାନେ ଏହି ମତ ଦେଇଛନ୍ତି । ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍‌) ଦ୍ୱାରା ପୋଷଣ ଆତ୍ମନିର୍ଭର୍ରଶୀଳତା ଉପରେ ଏକ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର ଟିଡିଏଚ୍ (ଜି), ବିଏମଜେଡ୍‌, ଦିଶା ଓ କଜ୍...

ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ ଓଡ଼ିଶା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ଏକବିଂଶ ଶତାବ୍ଦୀରେ ନିଜର ସର୍ବଶ୍ରେଷ୍ଠ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବାର ସମ୍ଭାବନା ରଖିଥିବା ବେଳେ ଏହାଦ୍ୱାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ ବୋଲି ମାରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନରେ ‘ଓଡିଶାରେ ପୁଞ୍ଜିନିବେଶର ସୁଯୋଗ ଶୀର୍ଷକ ଭର୍ଚୁଆଲ ଆଲୋଚନାରେ ସାମିଲ ହୋଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି...

Vedanta Chief Chants Start Up Mantra

0

Bhubaneswar: Anil Agarwal, Chairman of Vedanta Resources was the Chief Guest at the convocation ceremony of The International Management Institute (IMI) Bhubaneswar.The International Management Institute Bhubaneshwar held its 8th Convocation and in attendance were over 500 dignitaries from academia, government, corporate world as well as members of the Board of Governors of IMI Bhubaneswar and of RPSG Group. Vedanta Resources...

Odisha Creates Experiential Tourism Products

0

Konark: Vishal K Dev, Principal Secretary Tourism and Sports has urged the Tourist Officers to become the brand ambassador of their respective districts they represent. Mr.Dev was speaking in the workshop organized to chalk out Plan for Odisha Tourism. He said “Tourist Officers have a crucial role to play in the implementation of the revival strategies. They need to act...

ନିଜଆଡୁ ପଦକ୍ଷେପ ନଗଣ୍ୟ

0

ଭୁବନେଶ୍ୱର : ମହିଳାମାନଙ୍କ ସହିତ ଘଟୁଥିବା ଯେକୌଣସି ଘଟଣାରେ ରାଜ୍ୟ ମହିଳା କମିଶନ ନିଜଆଡୁ ହସ୍ତକ୍ଷେପ କରିବାର କ୍ଷମତା ପାଇଥିଲେ ମଧ୍ୟ ତାହାକୁ ସେତେଟା ଉପଯୋଗ କରୁନଥିବା ଲକ୍ଷ୍ୟ କରାଯାଉଛି । ପ୍ରତିବର୍ଷ ମହିଳା କମିଶନରେ ହଜାରେରୁ ଅଧିକ ମାମଲା ପହଞ୍ଚୁ ଥିବାବେଳେ କମିଶନ ନିଜଆଡୁ ମାତ୍ର ହାତଗଣତି କେତୋଟି ମାମଲାରେ ହସ୍ତକ୍ଷେପ କରୁଛନ୍ତି । ୨୦୧୮-୧୯ ବର୍ଷରେ ମହିଳା କମିଶନରେ ୧୯୨୩ଟି ମାମଲା ପହଞ୍ଚିଥିଲା । ସେଥି ମଧ୍ୟରେ କେବଳ ଘରୋଇ ହିଂସା ସଂଖ୍ୟା ଥିଲା ୧୦୭୮ଟି । ଏହାବାଦ୍‍ ୭୭୦ଟି ଯୌତୁକ...

Police Seizes 8CR Fake Notes

0

Koraput: District Superintendent of Police of Koraput, Varun Guntupalli is happy with seizure of counterfeit currency notes with a face value of Rs 7.90 crore at Sunki outpost area under Pottangi Police limits in the district during a routine checking. The personnel on the motor vehicle checking team detained a private car having Chhattisgarh registration number in which there were...

ମାର୍ଚ୍ଚରେ ତିନି ଦଳ ତତ୍ପର

ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ମାର୍ଚ୍ଚ ୫ତାରିଖକୁ ବିଜେଡି ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ପାଳନ କରିବାକୁ ଯାଉଥିବାବେଳେ ବିଜେପିର ଜନ୍ମଦିନ ଏପ୍ରିଲ ୬ରେ ଭାରତୀୟ ଜନତାପାର୍ଟି ତାହାର ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କ ବୈଠକ ଭୁବନେଶ୍ୱରରେ ଡାକୁଛି । ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଏହି ଦୁଇ ଦଳ ଛକାପଞ୍ଝା ରାଜନୀତି ଚଳାଇଥିବାବେଳେ ଉତ୍କଳ ପ୍ରଦେଶ କଂଗ୍ରେସ ଗଠନର ଶତବାର୍ଷିକୀ ପାଳନ କରି କଂଗ୍ରେସ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରିଛି । ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ...

ଆର୍ଥିକ ବିକାଶ ପାଇଁ ପର୍ଯ୍ୟଟନକୁ ଗୁରୁତ୍ୱ

କୋଣାର୍କ : ଓଡିଶା ରାଜ୍ୟର ପର୍ଯ୍ୟଟନ ଅଧିକାରୀମାନଙ୍କ ପାଇଁ ଇକୋ ରିଟ୍ରିଟ୍‍ କୋଣାର୍କଠାରେ ପୁନର୍ଜୀବନ ଏବଂ ସମସାମୟିକ ପର୍ଯ୍ୟଟନ ଦୃଶ୍ୟ ଉପରେ ଏକ କର୍ମଶାଳା ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜନ କରାଯାଇଥିଲା । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ୍ ଟ୍ରାଭେଲ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ସହିତ ମିଳିତ ସହଯୋଗରେ ଏହା ସମ୍ପନ୍ନ ହୋଇଥିଲା । ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହି ନିଜ ବକ୍ତବ୍ୟରେ ଓଡ଼ିଶାର ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସ୍ଥିରତା ଏବଂ...

Sigh Of Relief For VSSUT Students

0

Bhubaneswar: Student Community and the Management of the Veer Surendra Sai University of Technology (VSSUT), Burla have heaved a sigh of relief after the students of the institution, who were found positive for the COVID-19 in the rapid antigen test, were tested negative during the RT-PCR test. Additional Chief Secretary (ACS), Health and Family Welfare Pradipta Kumar Mohapatra has confirmed that...