Ambassador Appreciates Kalinga Stadium
Bhubaneswar: Ambassador of France to India, Emmanuel Lenain was happy to see World Class Sports Infrastructure at Kalinga Stadium, Bhubaneswar in Odisha. After unveiling country’s first Indo French dual degree Master's program in Sports Industry Management of Xavier Emylon Business School (XEBS) at XIMB, Ambassador , Mr.Lenain visited the Kalinga Stadium Complex. Consul General, Consulate General of France in Calcutta, Virgine...
ମୋ ସେବା କେନ୍ଦ୍ର ଉଦଘାଟିତ
ଭୁବନେଶ୍ୱର: ଆଜି ହେଉଛି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଦିବସ । ଆଜିର ଦିନକୁ ରାଜ୍ୟ, ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଭାବରେ ପାଳନ କରୁଛି । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦୦ରୁ ଅଧିକ ମୋ ସେବାକେନ୍ଦ୍ର ଓ ଓଡ଼ିଶା ୱାନ ପୋର୍ଟାଲ ଲୋକାର୍ପିତ କରିଛନ୍ତି । ୫-ଟି ଉପକ୍ରମ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେବା ଓ ସମ୍ମାନ ହେଉଛି ତାଙ୍କ...
XEBS Launches Sports Management Program
Bhubaneswar: Furthering the Indo-French ties in the field of education and research, India’s first Indo-French business, Xavier Emlyon Business School (XEBS) launched its Dual Degree Master’s Program in Sports Industry Management on 5 March in presence of the Ambassador of France to India, Emmanuel Lenain. Principal Secretary, Sports and Youth Services, Vishal Dev, Consul General, Consulate General of France in...
Biju Legacy Lives On With Marathon
Bhubaneswar: Odisha Government organized the Annual Biju Patnaik Mini Marathon on the occasion of birth anniversary of Legendary Statesman and former Chief Minister of Odisha, Biju Patnaik. The Event was organized by the Department of Sports and Youth Services Department (DoSYS) within the Kalinga Stadium. Minister Sports and Youth Affairs Tusharkanti Behera flagged off the Marathon, which saw participation from over...
Push For Make In India
New Delhi: India has made several successful efforts to encourage Make in India at different levels. Prime Minister Narendra Modi has said this while addressing a webinar on Production Linked Incentives(PLI) scheme organized by Department of Industry and International Trade and NITI Aayog through video conference. He stressed on the need to take a big leap, increase the speed and scale...
Odisha Top Performer In Accessibility Index
Bhubaneswar: Bishnupada Sethi, Principal Secretary Revenue and Disaster Management is happy with Odisha has emerged as Top Performer in Accessibility Index for Land Records. National Council of Applied Economic Research (NCAER) has published Land Records and Services Index (LRSI) and Accessibility Index for land records for the year 2020-21. NCAER is a New Delhi based think tank on Economics. Odisha has...
ପାକିସ୍ତାନୀ ହ୍ୟାକରଙ୍କ ହଙ୍ଗାମା
ଭୁବନେଶ୍ୱର : ଭର୍ଚୁଆଲ ମୋଡ୍ରେ ହେଉଥିବା କାର୍ଯ୍ୟକ୍ରମଗୁଡିକରେ ଏବେ ପାକିସ୍ତାନ ହ୍ୟାକରମାନେ ହଙ୍ଗାମା ଚଳାଇଛନ୍ତି । କାର୍ଯ୍ୟକ୍ରମକୁ ନିଜ ନିୟନ୍ତ୍ରଣକୁ ନେବା ସହିତ କେତେବେଳେ ପାକିସ୍ତାନର ଜୟ ଜୟକାର କରୁଛନ୍ତି ତ ଆଉ କେତେବେଳେ ଅଶ୍ଳୀଳ ସଙ୍ଗୀତ ଶୁଣାଇବା ସହ ଗାଳିଗୁଲଜ ବି କରୁଛନ୍ତି । ପାକିସ୍ତାନୀ ହ୍ୟାକରଙ୍କ ଏଭଳି କାରନାମା ଦେଖିବାକୁ ମିଳିଛି ରାଜଧାନୀର ଏକ କାର୍ଯ୍ୟକ୍ରମରେ । ସ୍ଥାନୀୟ ରେଡକ୍ରସଭବନ ଠାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ତଥା ସମାଜ ସଂସ୍କାରକ ଶରତ ଚନ୍ଦ୍ର ମହାରଣାଙ୍କ ଜୀବନୀ ଆଧାରିତ ଏକ ପୁସ୍ତକ...
ଜଙ୍ଗଲ ନିଆଁ ଜଗିବାକୁ କେହି ନାହିଁ
ଭୁବନେଶ୍ୱର : ରାଜ୍ୟରେ ଜଙ୍ଗଲ ନିଆଁ ସମସ୍ୟା ଦିନକୁ ଦିନ ଜଟିଳତର ହେଉଥିବାବେଳେ ବନ ବିଭାଗରେ ଅଧିକରୁ ଅଧିକ ପଦବୀ ଖାଲି ପଡିଯାଉଥିବା ଯୋଗୁଁ ଏହି ସମସ୍ୟାକୁ ସମ୍ଭାଳିବା ସରକାରଙ୍କ ପକ୍ଷରେ କାଠିକରପାଠ ହେଲାଣି । ୫୧ହଜାର ବର୍ଗକିଲୋମିଟରରୁ ଉର୍ଦ୍ଧ୍ୱ ଅଞ୍ଚଳକୁ ଜଗିବାପାଇଁ ଥିବା ବନରକ୍ଷୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିବର୍ତ୍ତେ ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ବନ ସଂରକ୍ଷଣର ଦାୟିତ୍ୱ ମୁଖ୍ୟତଃ ବନରକ୍ଷୀଙ୍କ ହାତରେ ନ୍ୟସ୍ତ ଥିବାବେଳେ ଏହି ପଦବୀରେ ଅର୍ଦ୍ଧାଧିକ ସ୍ଥାନ ଖାଲି ପଡିଛି । ଏଠାରେ...
ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା
ଭୁବନେଶ୍ୱର : ଭାରତରେ ଅବସ୍ଥାପିତ ଫ୍ରାନ୍ସର ରାଷ୍ଟ୍ରଦୂତ ମି. ଇମାନୁଏଲ୍ ଲେନାଇନ୍ଙ୍କ ସହ ଏକ ପ୍ରତିନିଧି ଦଳ ଚାରିଦିିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି । ତାଙ୍କ ଗସ୍ତର ପ୍ରଥମ ଦିନ ଲୋକସେବା ଭବନସ୍ଥିତ ନୂତନ କନ୍ଭେନସନ୍ ହଲ୍ଠାରେ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପଦସ୍ଥ ଅଧିକାରୀମାନଙ୍କ ସହ ଦ୍ୱି-ପାକ୍ଷିକ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ, ଶିଳ୍ପ ଅଭିବୃଦ୍ଧି ନିମନ୍ତେ ଆଲୋଚନା ହୋଇଥିଲା । ବୈଠକ ପ୍ରାରମ୍ଭରେ ସୂଚନା ପ୍ରଦାନ କରି ଶିଳ୍ପ ବିଭାଗ ପ୍ରମୁଖ...
ମାର୍ଚ୍ଚ ୫ରୁ ଏମଏସଏମଇ ବାଣିଜ୍ୟମେଳା
ଭୁବନେଶ୍ୱର : ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ (ଏମଏସଏମଇ) ବାଣିଜ୍ୟମେଳା-୨୦୨୧ ଚଳିତ ବର୍ଷ ମାର୍ଚ୍ଚ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ୫ ତାରିଖ ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବାଣିଜ୍ୟ ମେଳାର ଶୁଭ ଉଦଘାଟନ ହେବ । କୋଭିଡ଼୍-୧୯ କୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତ୍ୟେକ ଗାଇଡଲାଇନକୁ ପାଳନ କରି ଏବର୍ଷ ଏମଏସଏମଇ ବାଣିଜ୍ୟ ମେଳା ପାଳନ କରାଯାଉଛି । ତେଣୁ କୈାଣସି ବାହାର ଦେଶର ଅଂଶଗ୍ରହଣକାରୀମାନଙ୍କୁ...










