Subsidy For Talcher Urea
New Delhi: There will be exclusive Policy of Subsidy for Urea produced by Talcher Fertilizer Plant, which is being set up in Odisha, thanks to over drive of Dharmendra Pradhan. The Cabinet Committee on Economic Affairs, chaired by Prime Minister Narendra Modi, has given its approval for the proposal of the Department of Fertilizers for the formulation of exclusive subsidy...
ବଢ଼ିଲା ଅଟୋ ଭଡ଼ା
ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧି ସହିତ କୋଭିଡ୍ ପାଇଁ ମାତ୍ର ୨ଜଣ ଯାତ୍ରୀ ପରିବହନକୁ ଦୃଷ୍ଟିରେ ରଖି ରାଜଧାନୀ ଅଟୋରିକ୍ସା ମହାସଂଘ ଅଟୋ ଭଡା ବୃଦ୍ଧି କରିଛି । ମହାସଂଘର ନିଷ୍ପତ୍ତି ଅନୁସାରେ ସର୍ବନିମ୍ନ ୩ କିଲୋମିଟର ପାଇଁ ଯାତ୍ରୀ ପିଛା ୨୦ ଟଙ୍କା ସ୍ଥିର କରାଯାଇଛି । ତା'ଠାରୁ ଅଧିକ ହେଲେ ୧ କିଲୋମିଟର ପିଛା ୧୦ ଟଙ୍କା ଦେବାକୁ ପଡ଼ିବ । ରିଜର୍ଭେସନ୍ ପାଇଁ ମଧ୍ୟ ୩ କିଲୋମିଟରକୁ ଯାତ୍ରୀ ପିଛା ୫୦ ଟଙ୍କା ଓ ତା'ଠାରୁ ଅଧିକ ହେଲେ ୧...
ଧର୍ମାନୁଷ୍ଠାନରେ ଉପରେ ଲାଗିଲା କଟକଣା
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ୨୧ ତାରିଖରୁ କୌଣସି ବ୍ୟକ୍ତି ଧାର୍ମିକ ଅନୁଷ୍ଠାନଗୁଡ଼ିକରେ ପ୍ରବେଶ କରିପାରିବେ ନାହିଁ । କରୋନା ସଂକ୍ରମଣ ବି ଚାଲିଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ । ଶ୍ରୀ ଚୌଧୁରୀ କହିଛନ୍ତି ଯେ ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟି ରଖି ଆମେ ବିଏମସି ଅଞ୍ଚଳରେ ଥିବା ବିଭିନ୍ନ...
୫ହଜାର ମୁହାଁ ଦୈନିକ ସଂକ୍ରମଣ
ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ୫ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୭୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଠାରୁ ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ । ସେହିପରି ରାଜ୍ୟୋର ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୯୫୩ରେ ପହଞ୍ଚିଯାଇଛି । ୪,୭୬୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୮୫ ଓ ସ୍ଥାନୀୟ...
ଉପକୂଳରେ ଦୁଗ୍ଧ ଓ ମାଂସ ଉତ୍ପାଦନ ସର୍ବାଧିକ
ଭୁବନେଶ୍ୱର : ଦୁଗ୍ଧ, ଅଣ୍ଡା ଓ ମାଂସ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଧୀରେ ଧୀରେ ଆତ୍ମନିର୍ଭରଶୀଳ ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ମାଂସ ଓ ଦୁଗ୍ଧ ଉତ୍ପାଦନ ସର୍ବାଧିକ ରହିଛି । ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ବି ଧିରେ ଧିରେ ଆଗକୁ ବଢୁଛି । ଦୁଗ୍ଧ ଉତ୍ପାଦନ ନେଇ ୨୦୧୯-୨୦ ବର୍ଷରେ ହୋଇଥିବା ସର୍ବଶେଷ ହିସାବରୁ ଜଣାଯାଇଛି ଯେ ରାଜ୍ୟରେ ବାର୍ଷିକ ମୋଟ୍ ୨୩୭୦ ହଜାର ମେଟ୍ରିକ୍ ଟନ୍ ଦୁଗ୍ଧ ଉତ୍ପାଦନ ହେଉଥିବା ବେଳେ ଏହାର ସିଂହଭାଗ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଖୋର୍ଦ୍ଧା...
ଗାଁରେ କରୋନା କଟକଣାକୁ ଫୁ……
ଭୁବନେଶ୍ୱର, : କରୋନାର ଦ୍ୱିତୀୟ ଲହର ଯୋଗୁ ବିବାହ, ବ୍ରତୋପୟନ ଓ ଶୁଦ୍ଧିକ୍ରିୟା ଆଦି ସାମାଜିକ ଏବଂ ବିଭିନ୍ନ ଧର୍ମାନୁଷ୍ଠାନରେ ଭୋଜିଭାତ କାର୍ଯ୍ୟକ୍ରମ ବ୍ୟାହତ ହୋଇଛି । ସହରାଞ୍ଚଳରେ ହୋଟେଲ, ମଣ୍ଡପଗୁଡ଼ିକ କାର୍ଯ୍ୟାନୁଷ୍ଠାନ ଭୟରେ ସରକାରୀ କଟକଣା ମାନିବାକୁ ବାଧ୍ୟ ହୋଇ ସୀମିତ ଲୋକଙ୍କ ମଧ୍ୟରେ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଅନେକ କ୍ଷେତ୍ରରେ ଗ୍ରାମାଞ୍ଚଳରେ କିନ୍ତୁ ଏହି କଟକଣା କଡ଼ାକଡ଼ି ଭାବେ ପାଳିତ ହୋଇପାରୁନାହିଁ । କରୋନା ସଂକ୍ରମଣ ଭୟାବହତାକୁ ଆଖି ଆଗରେ ରଖି ସମଗ୍ର ରାଜ୍ୟର ସହରାଞ୍ଚଳରେ ଏବେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର...
ଡିଆରଡିଓ ବାହାର କଲା ଅମ୍ଳଜାନ ଯନ୍ତ୍ର
ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା ଡିଆରଡିଓ ପକ୍ଷରୁ ଏସପିଓ୨ ଭିତ୍ତିକ ଏକ ସପ୍ଲିମେଣ୍ଟାରୀ ଅକ୍ସିଜେନ ଯୋଗାଣ ବ୍ୟବସ୍ଥା (ଏକ ଯନ୍ତ୍ର) ବିକଶିତ କରାଯାଇଛି । ସୀମାନ୍ତରେ ଓ ଉଚ୍ଚ ପାର୍ବତ୍ୟାଞ୍ଚଳରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ କାମ କରୁଥିବା ସୈନିକଙ୍କ ପାଇଁ ଏହି ବ୍ୟବସ୍ଥା ମୁଖ୍ୟତଃ ଉଦ୍ଦିଷ୍ଟ । ଏଥିରେ ରକ୍ତ ଅମ୍ଳଜାନକୁ ପରିପୂର୍ଣ୍ଣ ଓ ପରିପୁଷ୍ଟକରି ରଖିବାର ସୁବିଧା ରହିଛି । ଏହି ଯନ୍ତ୍ର ଅକ୍ସିଜେନ ସାଚ୍ୟୁରେସନ ସପ୍ଲିମେଣ୍ଟାଲ ଡେଲିଭରି ସିଷ୍ଟମ ନାମରେ ପରିଚିତ । ବେଙ୍ଗାଲୁରସ୍ଥିତ ପ୍ରତିରକ୍ଷା ବାୟୋ-ଇଞ୍ଜିନିୟରିଂ ଓ...
ମଇ ପହିଲାରୁ ୧୮ ବର୍ଷ ବ୍ୟକ୍ତିଙ୍କୁ ଟିକାକରଣ
ନୂଆଦିଲ୍ଲୀ : ଆସନ୍ତା ମେ’୧ ତାରିଖ ଠାରୁ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ସମସ୍ତ ନାଗରିକଙ୍କୁ କୋଭିଡ଼ ୧୯ ପ୍ରତିଷେଧକ ଟିକା ଦାନ ଆରମ୍ଭ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଟିକାକରଣ ସଂପର୍କୀତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ଦୀର୍ଘ ଏକ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଉପରେ ଅତି ଗୁରୁତ୍ୱର ସହ କାର୍ଯ୍ୟ କରିଆସୁଥିଲେ ଯଦ୍ୱାରା ସ୍ୱଳ୍ପ ସମୟ...
51 Lakh+ Get Vax
Bhubaneswar: More than 51 Lakh beneficiaries have been vaccinated till date with Odisha Government is on overdrive for the vaccination program. Latest Report on availability of vaccines are concerned, there are hardly 5.65 Lakh doses available out of which Covishiled is 3,55,270 and Covaxin is 2,10,170 doses. Odisha is requesting Union Government for 25 Lakh doses of vaccine to plan properly...
Seed Fund For StartUps
New Delhi: Minister of Railways, Commerce & Industry, Consumer Affairs and Food & Public Distribution Piyush Goyal today launched the Startup India Seed Fund Scheme (SISFS). The Fund aims to provide financial assistance to startups for proof of concept, prototype development, product trials, market entry, and commercialization. The Scheme was announced by the Prime Minister, Narendra Modi on 16th...









