ବନ୍ଦ ହେବ ପୁରୁଣା ଧାନ ବିହନ
ଭୁବନେଶ୍ୱର : ଦୁଇ ଦଶନ୍ଧି ଧରି ରାଜ୍ୟରେ ଚାଷ ହେଉଥିବା ଅନେକ ଧାନ ବିହନର ଉତ୍ପାଦନ ବନ୍ଦହେବ । ରାଜ୍ୟ ସରକାର ଏହି ବିହନ ଉପରେ ଆଉ ସବ୍ସିଡ୍ ପ୍ରଦାନ କରିବେ ନାହିଁ । ଏହା ବଦଳରେ ଚାଷୀଙ୍କୁ ନୂତନ ବିହନ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ୨୦୨୨-୨୩ ଖରିଫ ଋତୁରୁ ସରକାର ଆଉ ପୁରୁଣା କିସମର ଧାନ ବିହନ ଚାଷୀଙ୍କୁ ଯୋଗାଣ କରିବେ ନାହିଁ । ଏହିସବୁ ଧାନ ବିହନ ମଧ୍ୟରେ ସ୍ୱର୍ଣ୍ଣ, ପୂଜା, ୧୦୦୯, ୧୦୧୮, ଲଲାଟ...
ମୋ ସ୍କୁଲ ପାଇଁ ୨୬.୭୯ କୋଟି
ଭୁବନେଶ୍ୱର : ମୋ ସ୍କୁଲ ଅଭିଯାନର ବିଂଶତମ କାର୍ଯ୍ୟକାରୀ ପରିଷଦର ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୨୬.୭୯ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରାଯାଇଛି । ଆଜିର ବୈଠକରେ ଓଡ଼ିଶାର ୨୮ଟି ଜିଲ୍ଲାର ୪୬୪୨ଟି ବିଦ୍ୟାଳୟର ପ୍ରକଳ୍ପକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ବାଲେଶ୍ୱର ଜିଲ୍ଲାରେ ୪.୨୧ କୋଟି, କଳାହାଣ୍ଡିରେ ୭୩.୭ ଲକ୍ଷ, ଗଞ୍ଜାମରେ ୬୦.୫ ଲକ୍ଷ, ଖୋର୍ଦ୍ଧାରେ ୫୩.୭ ଲକ୍ଷ ଏବଂ କଟକରେ ୪୧.୬...
ଗଡିଲା କୋଭିଡ୍ ସଚେତନତା ରଥ
ଭୁବନେଶ୍ୱର : ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ୟୁନିସେଫ୍ ଓଡିଶା ଶାଖାର ମିଳିତ ଆନୁକୂଲ୍ୟରେ ଆଜି ସଂସ୍କୃତି ଭବନ ଠାରୁ କୋଭିଡ୍ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ୭ଟି କୋଭିଡ୍ ସଚେତନତା ରଥ ରାଜ୍ୟର ୭ଟି ଜିଲ୍ଲା ଯଥା ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଂଜାମ, ଖୋର୍ଦ୍ଧା ସମେତ ଭୁବନେଶ୍ୱର ମହାନଗର ନିଗମ ମଧ୍ୟରେ ଡିସେମ୍ବର ୨୪ରୁ ୩୦ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ପରିକ୍ରମା କରି ସଚେତନତା...
ସହରାଞ୍ଚଳ ବିକାଶରେ ଓଡିଶା ରୋଲ ମଡେଲ
ଭୁବନେଶ୍ୱର : ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ୱର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର ଗ୍ରାମବାସୀମାନଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସିଂ ଜରିଆରେ ପଟ୍ଟା ଆବଣ୍ଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରାଞ୍ଚଳ ବିକାଶରେ ନାଗରିକ ଓ ଗୋଷ୍ଠୀଗତ ଭାଗିଦାରୀ ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା । ଲୋକଙ୍କ ସହଯୋଗରେ ସହରାଞ୍ଚଳରେ ଏହିଭଳି ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡିଶାକୁ ଦେଶର ରୋଲମଡେଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ...
ଉପଭୋକ୍ତା ସୁରକ୍ଷାକୁ ପ୍ରାଥମିକତା
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଉପଭୋକ୍ତାର ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଛି । ଉପଭୋକ୍ତାଙ୍କ ଅଧିକାରକୁ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ । ଖାଉଟି ସୁରକ୍ଷା ଆଇନ ଅନୁସାରେ ନିଜେ ଉପଭୋକ୍ତା କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେଥିପାଇଁ ସବୁସ୍ତରରେ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଜାତୀୟ ଉପଭୋକ୍ତା ଦିବସ-୨୦୨୦ ପାଳନ ଅବସରରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନସ୍ଥ ରାଜ୍ୟ ଉପଭୋକ୍ତା...
ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍ର ଶୁଭାରମ୍ଭ
ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ଲାଗି ଆଜି ଓଡିଶା କ୍ୟାରିଅର ପୋର୍ଟାଲର ଶୁଭାରମ୍ଭ ହୋଇଛି । ଏହି ପୋର୍ଟାଲକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ ଏହି ନୂତନ ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍ ଏକ ଅଦ୍ୱିତୀୟ ଏବଂ ସମୟୋପଯୋଗୀ । ଯେତେବେଳେ କୋଭିଡ୍-୧୯ ମହାମାରୀ ଦ୍ୱାରା କବଳିତ, ପୂର୍ବର ଶିକ୍ଷା ବ୍ୟବସ୍ଥାରେ ଏକ ଜରୁରୀକାଳୀନ ସହାୟତା ରୂପେ ବୃତ୍ତିଗତ ଶିକ୍ଷାପ୍ରାପ୍ତି ନିମନ୍ତେ ଏକ ଯଥାର୍ଥ ସୂଚନାଦାତା ରୂପେ କାର୍ଯ୍ୟ କରିବ । ୟୁନିସେଫ୍ ସହଯୋଗରେ...
Odisha Launches Career Portal
Bhubaneswar: In order to help the students with expert advice to further their careers, the Department of School and Mass Education, Government of Odisha in collaboration with UNICEF has launched the ‘Career Portal’ for Secondary and Higher Secondary students. The Official Portal can be accessed through the website www.odishacareerportal.com with the student login ID and password. The portal will provide easy...
Marriage Registration Gets Online
Bhubaneswar: In order to make marriage registration hassle free Odisha Government has amended the Odisha Special Marriage Rules and accordingly sitting in the home through electronic mode marriages can be registered. Bishnupada Sethi, Principal Secretary, Revenue and Disaster Management has held discussions with senior officials on implementation of the new rules and the mode to use the facility. Under the amended...
Steel City Gets Largest Hockey Stadia
Bhubaneswar: The wheels to host the prestigious FIH Odisha Men’s Hockey World Cup India 2023 started rolling in as Chief Minister Naveen Patnaik, today, announced a new world class Hockey stadium in Rourkela city which would be the biggest stadium for Hockey in India with a sitting capacity of 20,000. This is going to redefine the sports landscape in the...
Naveen Bats For Truth
Bhubaneswar: Chief Minister Naveen Patnaik on 23 December exhorted the students to fight the misinformation campaigns and make the truth known to the people. Addressing the Biju Chhatra Janata Dal State Executive Meeting here he said the current era is the era of fuzzy digital social media. But the social media is also flooded with misinformation and many times, the information...










