ଗତବର୍ଷ ତୁଳନାରେ ଅଧିକ କରୋନା

0

ଭୁବନେଶ୍ୱର : କରୋନା ମହାମାରୀ ପରିପ୍ରେକ୍ଷୀରେ ବର୍ଷକ ତଳେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ଚାଲିଥିବା ବେଳେ ଓଡ଼ିଶାରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେରୁ କମ୍‍ଥିବା ସ୍ଥଳେ ଏବେସୁଦ୍ଧା ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୬୮ହଜାରରୁ ଟପିଗଲାଣି । ୨୦୨୦ ଏପ୍ରିଲ୍‍ ୧୮ ତାରିଖ ବେଳକୁ ଓଡ଼ିଶାରେ ଦିନକୁ ଅତିବେଶୀରେ ୧୦/୧୫ଟି ନୂଆ କରୋନା ସଂକ୍ରମିତ ଚିହ୍ନିତ ହେଉଥିବା ବେଳେ ଏବେ ୨୪ ଘଣ୍ଟା ଭିତରେ ସରକାରୀ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୩୬୬୪ ଜଣ ନୂଆ କରୋନା ରୋଗୀ ଚିହ୍ନିତ ହୋଇଛନ୍ତି ।...

Odisha Crosses 50 Lakh Vax Mark

0

Bhubaneswar: Odisha has crossed 50 Lakh Mark on Vaccination Program and plans to cover more areas with determination in all the 30 Districts. Total sessions planned for tomorrow will be 1021 out of 1500 sessions set up by the State Government. ACS Health & Family Welfare Pradipta Kumar Mohapatra reviewed Vaccination Management Program on 18 April, which reveals that as on...

Online Ramayan Show Opens

0

New Delhi: Union Minister Tourism and Culture, Prahlad Singh Patel inaugurated the Online Exhibition on Ramayana, the Epic by Maharishi Valmiki. This is the very first online exhibition on the Ramayana. The online exhibition showcases forty nine(49) miniature paintings collections of National Museum, New Delhi from different art schools of India, dating from the 17th through the 19th century He addressed...

ଶ୍ରୀଲିଙ୍ଗରାଜ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ମନା

ଭୁବନେଶ୍ୱର : ଚାରି ଜଣ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବାପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଭକ୍ତମାନେ ମନ୍ଦିର ଭିତରକୁ ଯାଇପାରିବେ ନାହିଁ । କରୋନା ସଂକ୍ରମଣକୁ ପ୍ରତିହତ ଲାଗି ବିଏମ୍‍ସି ଏଭଳି ପଦକ୍ଷେପ ନେଇଛି । ବିଏମ୍‍ସି ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ଅବଗତ କରାଯାଇଛି । ଦର୍ଶାଯାଇଛି ଯେ ଗତକାଲି ୬୦ଜଣ ସେବାୟତଙ୍କ କୋଭିଡ ପରୀକ୍ଷା ହୋଇଥିବାବେଳେ ୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି...

Can’t Elections Wait

0

Bhubaneswar: “Millions roaming around without a mask at Kumbh Mela is called DEVOTION…Thousands attending political rallies amidst a pandemic called NATIONALISM….Sitting alone in my car without a mask is a CRIME…” This particular comment is being highly circulated on social media and getting great applause from one and all. After a 10-day mask-usage drive, Odisha Police proudly announced that it took...

ପଞ୍ଚାୟତିରାଜ ବିଭାଗରେ ଯନ୍ତ୍ରୀ ସଙ୍କଟ

Panchayati Raj Department

ଭୁବନେଶ୍ୱର : ପାନୀୟଜଳ ଯୋଗାଣ ଠାରୁ ଆରମ୍ଭ କରି ଗ୍ରାମୀଣ ଗୃହ ର୍ନିମାଣ କାର୍ଯ୍ୟ ଧାର୍ଯ୍ୟ ସମୟରେ ସାରିବା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ କିନ୍ତୁ କ୍ଷେତ୍ର ସ୍ତରୀୟ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀଙ୍କର ଘୋର ଅଭାବ । ଶହ ଶହ ପଦବୀ ଖାଲି ପଡିଥିବାବେଳେ ଠିକା ଓ ଡେପୁଟେସନରେ କର୍ମଚାରୀ ଆଣି କାମ ଚଳାଯାଉଛି । ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକୁ ରୂପାୟନ କରୁଥିବା ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକ (ଜିପିଟିଏ) ପାଇଁ ୧୮୪୫ ମଧ୍ୟରୁ ମାତ୍ର...

ପ୍ରବାସୀଙ୍କ ସୁଅ ଛୁଟୁଛି

0

ଭୁବନେଶ୍ୱର : କରୋନା ସଂକ୍ରମଣର ଦ୍ୱିତୀୟ ଲହର ବିଭିନ୍ନ ରାଜ୍ୟରେ ସାଂଘାତିକ ଭାବେ ବଢ଼ିଚାଳିଥିବା ପରିପ୍ରେକ୍ଷୀରେ ଏବେ ପୁଣି ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, ତେଲେଙ୍ଗାନା, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସୁଅ ଛୁଟୁଛି । ପ୍ରତିଦିନ ସଡ଼କ, ରେଳ ଓ ଆକାଶପଥରେ ଅନେକ ଲୋକ ନିଜ ଭିଟାମାଟି ଓଡ଼ିଶାକୁ ଫେରୁଛନ୍ତି । ଓଡ଼ିଶାରେ କରୋନା ସଂକ୍ରମଣ ରୋକିବା ଲାଗି କଟକଣାମାନ ଜାରି ହେଉଥିବା ପରିପ୍ରେକ୍ଷୀରେ ପ୍ରତିଦିନ ଯେଭଳି ହଜାର ହଜାର ଲୋକ ଜୀବନ ବିକଳରେ ଫେରୁଛନ୍ତି ତାହା ପୁଣିଥରେ ରାଜ୍ୟ...

Odisha Nears 50 Lakh Vax Mark

0

Bhubaneswar: Odisha is nearing 50 Lakh Mark on Vaccination Program, however not withstanding its overdrive for vaccination by the State Government; Center is having lukewarm response to its request for more vaccines. With acute shortage of Covishield Vaccines, there will be no session planned in 8 districts of the State, officials say. Deogarh, Jharsuguda, Koraput, Nawarangpur, Nuapada, Rayagada, Sambalpur and Sonepur...

Pipli Poll On 13 May

Bhubaneswar: State Chief Electoral Officer on Saturday announced 13 May as the date for polling in Pipili Assembly seat where by-election was postponed following the death of Congress candidate Ajit Mangaraj. The election was earlier scheduled for 17 April. As per the State Chief Electoral Office (CEO) sources, the by-poll will be held on 13 May and counting of votes to...

ମଇ ୧୩ରେ ପିପିଲି ଭୋଟ

ଭୁବନେଶ୍ୱର : କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ଯୋଗୁଁ ସ୍ଥଗିତ ରହିଥିବା ପିପିଲି ଉପନିର୍ବାଚନ ପାଇଁ ମଇ ୧୩ ତାରିଖରେ ପୁର୍ନବାର ଭୋଟଗ୍ରହଣ ହେବ । ସେହିଭଳି ମଇ ୧୬ ତାରିଖରେ ଭୋଗ ଗଣତି କରାଯିବ ବୋଲି ସୂଚନା ମିଳିଛି । ଉଲ୍ଲେଖନୀୟ ଯେ ଏପ୍ରିଲ୍‍ ୧୭ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଯ ଗ୍ରହଣ ହେବାକୁ ଥିବାବେଳେ ପ୍ରଚାର ସରିବାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥ ଅଜିତ ମଙ୍ଗରାଜ କୋଭିଡରେ ପ୍ରାଣ ହରାଇଥିଲେ । ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିୟମ...