ଏନ୍‍ଏଚ୍‍ ମରାମତି ପାଇଁ ଟଙ୍କା ଦେଉନି କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ଥିବା ଜାତୀୟ ରାଜପଥଗୁଡିକର ମରାମତି ଓ ରକ୍ଷଣା ବେକ୍ଷଣ ପାଇଁ ବାର୍ଷିକ ପ୍ରାୟ ୧୫୦କୋଟି ଟଙ୍କା ଆବଶ୍ୟକ ଥିବାବେଳେ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଅର୍ଥ ଅଭାବ ଯୋଗୁଁ ରାଜପଥଗୁଡିକ ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡିଥିବାବେଳେ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‍ଏଚ୍‍ଏଆଇ) ଚରମ ଉଦାସୀନ ମନୋଭାବ ପୋଷଣ କରୁଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆଗାମୀ ଆର୍ଥିକବର୍ଷ ପାଇଁ ଉପସ୍ଥାପିତ ହେବାକୁ ଥିବା ବଜେଟ୍‍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ...

ମେଳାରେ କୋଭିଡ କଟକଣାକୁ ଫୁ

0

ଭୁବନେଶ୍ୱର : ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଭଳି କୋଭିଡ କଟକଣା ଏବେ ବି ବଳବତ୍ତର ଥିବାବେଳେ ରାଜଧାନୀରେ ଆୟୋଜିତ ବିଭିନ୍ନ ମେଳାରେ ଲୋକେ ଏହାକୁ ମାନୁନଥିବା ଲକ୍ଷ୍ୟ କରାଯାଉଛି । ହଜାର ହଜାର ଲୋକଙ୍କ ସମାଗମ ସହିତ ଲୋକେ ବିନା ମାସ୍କରେ ବୁଲୁଥିବା ଲକ୍ଷ୍ୟ କରାଯାଉଛି । ରାଜଧାନୀରେ ଏବେ ଚାଲିଛି ତିନୋଟି ବଡ ମେଳା । ଜନତା ମଇଦାନରେ ତୋଷାଳୀ ମେଳା, ପ୍ରଦର୍ଶନୀ ପଡିଆରେ ହସ୍ତତନ୍ତ ମେଳା ଓ ଆଦିବାସୀପଡିଆରେ ଆଦିବାସୀମେଳା । ପ୍ରାୟ ୧୦ମାସ ପରେ ରାଜଧାନୀରେ ମେଳା...

ନାଲକୋ ସଂପ୍ରସାରଣ ପାଇଁ ବାଟ ଫିଟିଲା

0

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲାର ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଆଲୁମିନିୟମ ପ୍ଲାଂଟ ସଂପ୍ରସାରଣର ପ୍ରକଳ୍ପ ଗୁଡିକ ପାଇଁ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସବୁ ପଦକ୍ଷେପ ନିଆଯାଉଛି ବୋଲି ଗତ ଜାନୁଆରୀ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ବନ୍ଧରେ ଲେଖିଥିବା ପତ୍ରର ଉତରରେ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏହାଦ୍ୱାରା ଅନୁଗୁଳ ନାଲକୋ ପ୍ଲାଂଟର ସଂପ୍ରସାରଣ ପାଇଁ ପୁଞ୍ଜିନିବେଶର ଦ୍ୱାର ଫିଟିଥିବା କେନ୍ଦ୍ରମନ୍ତ୍ରୀ...

Center Assures NALCO Expansion Support

0

Bhubaneswar: The Union Government has assured that expansion projects of National Aluminium Company ( NALCO) is very much on priority. Replying to a recent letter of Union Petroluem & Natural Gas Minister Dharmendra Pradhan, Union Coal Minister Prahlad Joshi said that expansion project of Captive Power Project (CPP) and Smelter Plant at Angul are covered under the capacity expansion projects...

Odisha Gets 1693 Cr RLB Grant

0

Bhubaneswar: State Government has received Rs.1693.50 crore grants towards Rural Local Bodies (RLB) so far. Department of Expenditure, Ministry of Finance has released an amount of Rs.12,351.5 crore to 18 states for providing grants to the Rural Local Bodies (RLBs). This amount is the second instalment of basic grants released in the financial year 2020-21. The grant has been released to 18...

Singh Takes Textiles Charge

New Delhi: Top Mandarin, Upendra Prasad Singh has taken over as Secretary Ministry of Textiles here on 27 January. 1985 batch Indian Administrative Service Officer (IAS) of Odisha Cadre has taken up new assignment Prior to this, he held the post of Secretary in the Department of Water Resources, River Development & Ganga Rejuvenation, Ministry of Jal Shakti, since 1 December, 2017.  He has...

କୋଭିଡ କଟକଣାକୁ ଅଣଦେଖା କରନାହିଁ

0

ଭୁବନେଶ୍ୱର : ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଦୁଇ ଜଣ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ କୋଭିଡ-୧୯ ନିୟମକୁ କଡାକଡି ପାଳନ କରିବା ସହ ଏହି ମହାମାରୀର ପ୍ରଭାବ କମିଗଲାଣି ବୋଲି ଭୁଲ୍ ଧାରଣା ରଖିବା ଅନୁଚିତ୍ ବୋଲି ପରାମର୍ଶ ଦେଇଛନ୍ତି । ଆମେ ମହାମାରୀର କରାଳରୂପ ସରିଗଲାଣି ବୋଲି ଭାବିବା ଅନୁଚିତ୍ । ପୂର୍ବ କିଛି ମାସ ଭଳି ଆମେ ନିୟମିତ ଭାବରେ ମୁହଁରେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା...

ଜୁଙ୍ଗାରେ ଆଞ୍ଚଳିକ ପତ୍ରିକା ମେଳା

0

କେନ୍ଦୁଝର : ଗଣତନ୍ତ୍ର ଦିବସ ଅବସରରେ ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅର୍ନ୍ତଗତ ଜୁଙ୍ଗା ଗ୍ରାମପଞ୍ଚାୟତରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ, ଚାକିରି ଆଶାୟୀ ଯୁବକ ଯୁବତୀ, ମହିଳା ତଥା ବରିଷ୍ଠ ନାଗରିକଙ୍କ ପାଇଁ ଆଞ୍ଚଳିକ ପତ୍ରିକା ମେଳା-୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏଭଳି ପତ୍ରିକା ମେଳା କେନ୍ଦୁଝର ଜିଲ୍ଲାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିବା ଏହାର ଆୟୋଜକମାନେ ସୂଚନା ଦେଇଛନ୍ତି । ଗଣତନ୍ତ୍ର ଦିବସ ଅବସରରେ ଆୟୋଜିତ ଏହି ପୁସ୍ତକମେଳା ଆଞ୍ଚଳିକ ବିକାଶ ମଞ୍ଚର ସଭାପତି ଡାକ୍ତର ମହନ୍ତ ପରିଚାଳନା କରିଥିବାବେଳେ ମଞ୍ଚର...

ପରୀକ୍ଷା ଦର୍ପଣ ଉନ୍ମୋଚିତ

0

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ସହାୟତା ଲାଗି ଚଳିତବର୍ଷ ରାଜ୍ୟ ସରକାର ସେମାନଙ୍କୁ ଯୋଗାଇ ଦେବାକୁ ଥିବା ‘ପରୀକ୍ଷା ଦର୍ପଣ’ ପୁସ୍ତିକାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଉନ୍ମୋଚନ କରିବା ସହିତ ଫେବୃୟାରୀ ୧୧ସୁଦ୍ଧା ଏହା ବିଦ୍ୟାଳୟରେ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି । ସାତ ଶହ ପୃଷ୍ଠା ସମ୍ବଳିତ ଏହି ପୁସ୍ତିକାରେ ଚଳିତବର୍ଷର ମାଟ୍ରିକ ପରୀକ୍ଷା ପାଇଁ ସମ୍ଭାବ୍ୟ ପ୍ରଶ୍ନୋତ୍ତର ସହିତ ଅନ୍ୟାନ୍ୟ ପଠନ ସାମଗ୍ରୀ ରହିଛି । ଉଲ୍ଲେଖନୀୟ ଯେ କରୋନା ମହାମାରୀ ଯୋଗୁଁ ଚଳିତବର୍ଷ...

ଉଦ୍ଧାର ହେଲେ ୮୯୪ ପିଲା

0

ଭୁବନେଶ୍ୱର : ଆଠ ଦିନ ମଧ୍ୟରେ ନିଖୋଜ ଥିବା ୮୯୪ ପିଲାଙ୍କୁ ପୁଲିସ୍‌ ପକ୍ଷରୁ ଉଦ୍ଧାର କରାଯାଇଛି । ରାଜ୍ୟରେ ନିଖୋଜ ପିଲାଙ୍କୁ ଖୋଜିବାପାଇଁ ପୁଲିସ୍‌ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରୁ ଏହି ସଫଳତା ମିଳିଛି । ପୁଲିସ୍‌ ପକ୍ଷରୁ ଚଳିତମାସ ୧୮ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇ ୨୫ରେ ସରିଥିଲା । ଉଦ୍ଧାର ହୋଇଥିବା ୮୯୪ ପିଲାଙ୍କ ମଧ୍ୟରୁ ୮୦୦ ଜଣ ବାଳିକା ଥିବାବେଳେ ୯୪ଜଣ ବାଳକ ଥିଲେ । ନିଖୋଜ ପିଲାଙ୍କ ବିଷୟରେ ରୁଜୁ ହୋଇଥିବା ମାମଲା ଆଧାରରେ ପୁଲିସ୍‌...