ମେଳା ନଦେଖି ଫେରିଲେ
ଭୁବନେଶ୍ୱର : ଆଦିବାସୀ ମେଳାରେ ରବିବାର ଦିନ ନାହିଁ ନଥିବା ଭିଡ ହୋଇଥିବାବେଳେ ବହୁ ଲୋକେ ମେଳା ନଦେଖି ଫେରିଛନ୍ତି । ସଂଧ୍ୟାରେ ଭିଡ ପ୍ରବଳ ହେବାରୁ ମେଳା କର୍ତ୍ତୃପକ୍ଷ ମାଇକ୍ ଯୋଗେ ମେଳା ପରିସରକୁ ନିଆସିବାକୁ ପ୍ରଚାର କରିବା ସହିତ ପୁଲିସ୍କୁ ସହଯୋଗ ଲାଗି ଅନୁରୋଧ କରିଥିଲେ । ଚଳିତବର୍ଷର ଆଦିବାସୀ ମେଳା ୩ବର୍ଷ ପରେ ଆଦିବାସୀ ପଡିଆକୁ ଫେରିଥିବାବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ହାଇବ୍ରିଡ କରାଯାଇଛି । ମେଳା ପଡିଆକୁ ପ୍ରବେଶ ଲାଗି ଅନ୍ଲାଇନ୍ ଓ ଅଫ୍ଲାଇନ୍ ପଞ୍ଜିକରଣ...
New Vice Chief Of Army Takes Charge
New Delhi: Lieutenant General Chandi Prasad Mohanty, PVSM, AVSM, SM, VSM assumed the appointment of the Vice Chief of the Army Staff on 01 February 2021.An alumnus of Rashtriya Indian Military College, Dehradun, National Defence Academy, Khadakwasla and Indian Military Academy, Dehradun, Lt Gen CP Mohanty was commissioned into the Rajput Regiment on 12 Jun 1982. In a career...
Terminate PPAs With Old TPPs
Bhubaneswar: Odisha Government has requested Center to terminate Power Purchase Agreements (PPA)s with old Thermal Power Stations(TPP)s running with obsolete technology and have outlived their life span. While a number of TPPs across the country including those of National Thermal Power Corporation (NTPC) have very high power cost and obsolete technology and also have outlived their useful life, DISCOMs are...
State On Cold Wave Alert
Bhubaneswar: While IMD Bhubaneswar, warning of the prevalence of cold wave conditions in 11 districts, the Odisha Government Sunday put all the District Magistrates on alert asking them to be in readiness to face the calamity. The Special Relief Commissioner (SRC) in a letter to all the district collectors and the commissioners of municipal corporations said that there is likelihood...
ଏସ୍ଓ ପଦୋନ୍ନତି ନେଇ ଆଶଙ୍କା
ଭୁବନେଶ୍ୱର : ଲୋକସେବାଭବନରେ ଖାଲିଥିବା ୫ଶହରୁ ଅଧିକ ସେକ୍ସନ ଅଫିସର (ଏସ୍ଓ) ପଦବୀ ପୂରଣ ହୋଇପାରୁନାହିଁ । ଗୋଟିଏ ପଟେ ଏହି ପଦବୀକୁ ପଦୋନ୍ନତି ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁନଥିବାବେଳେ ଅନ୍ୟପଟେ ଆଇନ୍ ଅଦାଲତରେ ରୁଜୁ ମାମଲା ବି ପ୍ରତିବନ୍ଧକ ସାଜିଛି । ସଚିବାଳୟ ସେବା କ୍ୟାଡରରେ ୫ଶହରୁ ଅଧିକ ଏସ୍ଓ ପଦବୀ ଖାଲିପଡିଛି । ଏଏସ୍ଓମାନେ ପଦୋନ୍ନତି ପାଇ ଏହି ପଦବୀକୁ ଯିବାକଥା । ତେବେ ନିୟମ ଅନୁଯାୟୀ ଯେଉଁ ଏଏସ୍ଓମାନଙ୍କ ଚାକିରିକାଳ ୮ବର୍ଷ ପୂରଣ ହୋଇଥିବ ସେମାନେ ହିଁ ପଦୋନ୍ନତି ପାଇବେ...
ପୌର ନିର୍ବାଚନ କେବେ ?
ଭୁବନେଶ୍ୱର : ରାଜ୍ୟର ସମସ୍ତ ମହାନଗର ନିଗମ ସମେତ ୧୧୦ଟି ପୌରସଂସ୍ଥାରେ ପ୍ରାୟ ଦୁଇ ବର୍ଷ ଧରି ନିର୍ବାଚିତ ଜନପ୍ରତିନିଧି ନାହାନ୍ତି । ଏଗୁଡ଼ିକର କେବେ ନିର୍ବାଚନ ହେବ ସେଥିଘେନି କେହି ସ୍ପଷ୍ଟ ଭାବେ କିଛି କହୁନାହାନ୍ତି । ଫଳରେ ପୌରସଂସ୍ଥାଗୁଡ଼ିକରେ ନିର୍ବାଚିତ ପ୍ରତିନିଧିମାନଙ୍କର ଆବଶ୍ୟକତା ଅଛି କି ନାହିଁ ସେଥିଘେନି ପ୍ରଶ୍ନବାଚୀ ଉପୁଜୁଛି । ଓଡ଼ିଶାରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରପାଳିକା ଓ ମହାନଗର ନିଗମକୁ ମିଶାଇ ୧୧୪ଟି ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ରହିଛି । ଏଥିମଧ୍ୟରୁ ନୂଆକରି ଗଠନ କରାଯାଇଥିବା...
ବର୍ଜ୍ୟ ସଂଗ୍ରହକାରୀଙ୍କ ନୂଆ ପରିଚୟ
ଭୁବନେଶ୍ୱର : ଦିନେ ଜରି ଗୋଟାଉଥିଲେ ପେଟ ପୋଷିବାପାଇଁ । ହେଲେ ଏହା ଏବେ ତାଙ୍କୁ ଦେଇଛି ନୂଆ ପରିଚୟ । ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ମହିଳାମାନେ ଏବେ ସହରାଞ୍ଚଳ ପ୍ରଶାସନ ସହିତ ଯୋଡିହୋଇ ଆତ୍ମନିର୍ଭରଶୀଳ ହେବା ସହିତ ଓଡିଶାକୁ ପୁରସ୍କୃତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଲେ ଭୁବନେଶ୍ୱରର ୩୫ବର୍ଷ ବୟସ୍କା ଶୁଭଲକ୍ଷ୍ମୀ । ଜରି ଗୋଟାଉଥିବା ଶୁଭଲକ୍ଷ୍ମୀ ଏବେ ବ୍ୟାଟେରୀଚାଳିତ ଗାଡିରେ ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସହିତ ମିଳୁଥିବା ପାଉଣାରେ...
ଓଡିଆ ଝିଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁରେ ଓଡିଆ ଝିଅ ଭାଗ୍ୟଶ୍ରୀଙ୍କ ଭୁରି ଭୁରି ପ୍ରଶଂସା । ରେଡିଓରେ ପ୍ରସାରିତ ଚଳିତବର୍ଷ ପ୍ରଥମ ମନକି ବାତ୍ ରେ ପ୍ରଧାନମନ୍ତ୍ରୀ ଭାଗ୍ୟଶ୍ରୀଙ୍କ ସଫଳତାକୁ ଦେଶବାସୀଙ୍କ ଆଗରେ ବଖାଣିଛନ୍ତି । ପ୍ରଧାମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କୁ ଦେଖନ୍ତୁ । ସେ ଜଣେ ଇଞ୍ଜିନିୟରିଂ ଛାତ୍ରୀ, କିନ୍ତୁ ଗତ କେଇ ମାସ ଭିତରେ ସେ ପଟ୍ଟଚିତ୍ର କଳା ଶିଖିବା ଆରମ୍ଭ କରିଥିଲେ ଓ ସେଥିରେ ନିପୁଣତା ମଧ୍ୟ ହାସଲ କରିସାରିଛନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି...
PM Lauds Odia Girl
New Delhi: Prime Minister Narendra Modi appreciated efforts of an Odia Girl for her unique style on stones. Speaking on All India Radio on Mann Ki Baat he said “Look at Bhagyashree Sahu of Rourkela, Odisha. Although she is a student of Engineering, in the past few months, she started learning the art of Pattchitra and has mastered it.” PM said...
House Full For Cinema Halls
New Delhi: Union Minister Prakash Javadekar Sunday released a standard operating procedure on preventive measures to contain spread of COVID-19 for cinema halls and theatres. Announcing the decision the Minister said now Cinema halls can operate with full capacity, adding that sanitization and COVID protocols will have to be adhered to but people can buy food from the stalls inside...









