ନିଶାଡି ସାବାଡ ପାଇଁ ରୋଡମ୍ୟାପ ପ୍ରସ୍ତୁତ

0

ଭୁବନେଶ୍ୱର : ନିଶାର ଲଗାମଛଡ଼ା ପ୍ରସାର ଯୋଗୁ ଅପରାଧ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସଡ଼କ ଦୁର୍ଘଟଣା ଓ ରୋଗବ୍ୟାଧିରେ ରାଜ୍ୟରେ ବ୍ୟାପକ ଧନଜୀବନ ନଷ୍ଟ ହେଉଛି । ଏଥିଘେନି ବହୁ ସମୟରେ ପ୍ରଶାସନ ଓ ପୁଲିସକୁ ନାକେଦମ୍‍ ହେବାକୁ ପଡ଼ୁଛି । ଏ ପରିପ୍ରେକ୍ଷୀରେ ନିଶା ପ୍ରସାରଣକୁ ନିୟନ୍ତ୍ରିତ କରିବା ପାଇଁ ପୁଲିସ ‘ଜିରୋ ଟଲେରାନ୍ସ’ ପନ୍ଥା ଆପଣେଇବା ପାଇଁ ରୋଡ୍‍ମ୍ୟାପ୍‍ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । କେବଳ ମଦ ନୁହେଁ ଗଞ୍ଜେଇ, ଚରସ୍‍, ବ୍ରାଉନ୍‍ସୁଗାର ଠାରୁ ଆରମ୍ଭ କରି ଗୁଟ୍‍ଖା, ସିଗାରେଟ୍‍,...

Memorial For COVID Warriors

0

Bhubaneswar: In order to keep it in the memory of the people, Odisha Government has decided to set up COVID Warrior Memorial at Biju Patnaik Park here. Chief Minister Naveen Patnaik has green signaled for the COVID Warrior Memorial, which is first of its kind. ACS Health & Family Welfare, P K Mohapatra has written to Secretary Works Krishan Kumar about...

ଏମ୍‍ଏସ୍‍ପି ଅଛି ଓ ରହିବ

0

ନୂଆଦିଲ୍ଲୀ : ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭା ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ବିଶ୍ୱ ସମ୍ମୁଖୀନ ହେଉଥିବା କଠିନ ସମସ୍ୟା ରାଷ୍ଟ୍ରପତିଙ୍କ ଅଭିଭାଷଣ ଯୋଗୁଁ ଆଶ୍ୱସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ କୃଷି ସମସ୍ୟା ସମାଧାନ ହେବା ଉଚିତ ଓ ଏ ଦିଗରେ କାର୍ଯ୍ୟ ଆବଶ୍ୟକତା ରହିଛି । କୃଷକମାନଙ୍କ କଲ୍ୟାଣ ପାଇଁ ସବୁ ଦଳ ଆଗେଇ ଆସିବାକୁ ସେ ଆମନ୍ତ୍ରଣ ଜଣାଇଥିଲେ । ଏମ୍‍ଏସ୍‍ପି ଉପରେ ନିଜର ଦୃଢୋକ୍ତିକୁ ଦୋହରାଇ...

Odisha Crosses 3 Lakh Vaccination Mark

0

Bhubaneswar: Odisha has crossed vaccination of 3 Lakh beneficiaries, which include Health Care Workers(HCW) s and Front Line Workers(FLW) s on Monday. As on 8 February, a total 3,15,725 beneficiaries have been vaccinated across the State. ACS Health & Family Welfare, Pradipta Kumar Mohapatra reviewed progress on 8 February evening. With a total 400 Sites, 39,402 beneficiaries were vaccinated, which was nearly...

Odisha Accepts SVAMITVA Plan

Bhubaneswar: Odisha Government has conveyed its acceptance to implement SVAMITVA Program in the State, which is all set to transform Rural Zones of the Country. Ministry of Panchayatiraj had earlier approached the State Government in this regard and Odisha Administration has agreed to implement it in the Next Phase, said official sources. MoPR is implementing the new Scheme-SVAMITVA to provide the...

Vedanta On Cancer Care

0

Lanjigarh: Vedanta Limited, Lanjigarh, country’s premier producer of metallurgical grade alumina, observed World Cancer Day. It organized a two-day program and conducted knowledge-sharing and sensitization sessions covering 50 Nand Ghars (anganwadis modernized by Vedanta) of Kalahandi and Rayagada districts on February 4 and 5. In 10 such places, awareness sessions on precautionary measures along with vital information were conducted in strict...

ସ୍ମାର୍ଟସିଟିରେ ସାମୁହିକ ପାଠାଗାର

0

ଭୁବନେଶ୍ୱର : ସାମୁହିକ ପାଠାଗାର ଏବଂ ବହି ପଢାର ଅଭ୍ୟାସକୁ ପ୍ରୋତ୍ସାହନ ଦେବାପାଇଁ ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ର ମିଳିତ ପ୍ରୟାସରେ ସ୍ଥାପନ ହୋଇଛି ଏକ ସାମୁହିକ ପାଠାଗାର । ସହିଦନଗର ସ୍ଥିତ ଇଂଟିଗ୍ରେଟେଡ଼୍ ପବ୍ଲିକ୍ ସର୍ଭିସ୍ ସେଂଟର (ଆଇପିଏସସି) ଠାରେ ଏହି ପାଠାଗାର ସ୍ଥାପନ କରାଯାଇଅଛି । ବର୍ତମାନ ପ୍ରାରମ୍ଭିକ ଅବସ୍ଥାରେ ୨୦ ଗୋଟି ଖବରକାଗଜ, ୧୫ ଗୋଟି ପତ୍ରପତ୍ରିକାରୁ ଆରମ୍ଭ ହୋଇଛି ଏହି ପାଠାଗାର । ଏହା ସାଙ୍ଗକୁ ଓଡ଼ିଆ ଏବଂ ଇଂରାଜୀ ଭାଷାର ବିଭିନ୍ନ ବହି,...

Smart City Opens Public Library

0

 Bhubaneswar: In an era when reading habit of books is declining, a public library inside Integrated Public Service Centre (IPSC) Saheed Nagar, has started functioning from today as a collaborative effort of Bhubaneswar Smart City Limited and Bhubaneswar Municipal Corporation. Currently 20 newspapers and 15 periodicals/magazines are available for the readers at the library of IPSC Saheed Nagar. Books on...

ପ୍ରତ୍ୟାହାର ହେଲା ଏନ୍‍ଏମ୍‍ଏ କଟକଣା

0

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍‍ଏମ୍‍ଏ) ଐତିହ୍ୟ ବାଇ-ଲ ଜାରି କରିବାର ୭୨ଘଣ୍ଟା ମଧ୍ୟରେ ତାହା ପ୍ରତ୍ୟାହାର ହୋଇଛି । ଏହି ଘଟଣା ସାମ୍ନାକୁ ଆସିବାପରେ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ପରିବାର ଏପରିକି ସାଧାରଣ ଲୋକେ ଏହାର ତୀବ୍ର ବିରୋଧ କରିଥିଲେ । ଏହି ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲଙ୍କୁ ଭେଟିବା ସହିତ ତୁରନ୍ତ ଏହା ପ୍ରତ୍ୟାହାର ପାଇଁ ଦାବି କରିଥିଲେ ।...

ଦଳୀୟ କାର୍ଯ୍ୟ ପାଇଁ ସରକାରୀ ହେଲିକାପ୍ଟର

0

ଭୁବନେଶ୍ୱର : ଫେବୃଆରୀ ୨ ତାରିଖରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ଯୋଗେ ରାଇଘର ଆସିଥିଲେ । ଗସ୍ତକୁ ସରକାରୀ ରୂପ ଦେବା ପାଇଁ ରାଇଘରଠାରେ ଏକ ପ୍ରସୂତୀ ଗୃହର ଭିତିପ୍ରସ୍ଥର ସ୍ଥାପନର ଭୂମିପୂଜା ରଖା ଯାଇଥିଲା । ଯଦିଓ ଏହି ଗୃହଟି କେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିସନ ଟଙ୍କାରେ ହେବାକୁ ଯାଉଥିବାବେଳେ ସ୍ଥାନୀୟ ବିଧାୟକ, ବ୍ଲକ ଅଧକ୍ଷ କିମ୍ବା ସରପଂଚ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରୀତ ନଥିଲେ ବୋଲି...