ମାର୍ଚ୍ଚ ୧ରୁ ସକାଳୁଆ ସ୍କୁଲ

0

ଭୁବନେଶ୍ୱର : ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ମାର୍ଗଦର୍ଶିକା ଜାରି କରାଯାଇଛି । ପୂର୍ବରୁ ଜାରି କରାଯାଇଥିବା କୋଭିଡ୍ ମାର୍ଗଦର୍ଶିକା ସହିତ ଏହି ମାର୍ଗଦର୍ଶିକାକୁ ପାଳନ କରାଯିବ । ଜାରି ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡ଼ିକରେ ନବମ ଓ ଏକାଦଶ ଶ୍ରେଣୀଗୁଡ଼ିକର ପାଠପଢା ସକାଳ ୮.୩୦ରୁ ୧୦ଟା ପରିବର୍ତ୍ତେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀଗୁଡ଼ିକ ସକାଳ ୧୧ଟାରୁ ଅପରାହ ୪ ପରିବର୍ତ୍ତେ ସକାଳ...

Vaccination In BSKY Listed Private Hospitals

0

Bhubaneswar: While in the second phase of vaccination, Private Hospitals will be allowed as part of vaccination process, accordingly, the Odisha Government has brought out the list of Private Hospitals empaneled under Biju Swasthya Kalyan Yojana (BSKY). These 183 Private Hospitals  across the State will be allowed as Private COVID Vaccination Centers (PCVC) for vaccination of eligible citizens. ACS Health &...

୪୦ଡିଗ୍ରୀ ଟପିଲା ରାଜଧାନୀ

0

ଭୁବନେଶ୍ୱର : ରାଜଧାନୀର ତାପମାତ୍ରା ଆଜି ୪୦ଡିଗ୍ରୀ ଟପିଯାଇଛି । ବିଗତ ୧୦ ବର୍ଷ ମଧ୍ୟରେ ଫେବୃୟାରୀ ମାସରେ ରାଜଧାନୀର ତାପମାତ୍ରା କ୍ଷେତ୍ରରେ ଏହା ଦ୍ୱିତୀୟ ସର୍ବାଧିକ ରେକର୍ଡ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାଜଧାନୀ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ୨୦୧୬ ମସିହା ଫେବୃୟାରୀ ୨୦ ତାରିଖରେ ତାପମାତ୍ରା ୪୦.୯ ଡିଗ୍ରୀ ରହିଥିଲା । ତେବେ ୧୯୬୩ ମସିହାରେ ଫେବୃୟାରୀ ୨୩ ତାରିଖରେ ତାପମାତ୍ରା ୪୨.୭ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିଭଳି ଆଜି ଯାଜପୁର, ବାରିପଦା,...

CiX Connects Cities

0

New Delhi: The City Innovation Exchange (CiX) platform was launched by Durga Shanker Mishra, Secretary, Ministry of Housing and Urban Affairs at an online event here today. Anil Agrawal, Joint Secretary, Department for Promotion of Industry and Internal Trade (DPIIT), Ministry of Commerce and Industry, Kunal Kumar, Joint Secretary and Mission Director, Smart Cities Mission, CEOs of Smart Cities...

Odisha House Faces Ruckus

0

Bhubaneswar: Odisha Legislative Assembly was Thursday adjourned several times in wake of the pandemonium by Opposition Congress and BJP members over the State Government’s alleged inability to protect boundaries and gross mismanagement in the paddy procurement process. The issue was raised by Congress Legislature Party leader Narasingha Mishra who came down heavily on the Government on the twin issues. “The...

Online Services For Women and Children

0

Bhubaneswar: Chief Minister Naveen Patnaik launched five new online services of Women and Child Development and Mission Shakti Department  (DoWCD&MS) under 5-T initiatives. These online services are e-Kalika, Mo Chhatua App, e- Manadeya Portal, Mamata App and Mo Sisu Portal.  Launching these initiatives today through  video conference Patnaik said State Government has been giving priority on empowerment of women and...

ଜଟିଳ ହେଉଛି କରୋନା ସ୍ଥିତି

0

ଭୁବନେଶ୍ୱର : ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ସମ୍ପୃକ୍ତ ରାଜ୍ୟର ଲୋକମାନଙ୍କୁ ଦିଲ୍ଲୀରେ ପ୍ରବେଶ ଉପରେ କଡ଼ା କଟକଣା ଜାରି କରିଥିବା ପରିପ୍ରେକ୍ଷୀରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନେ ମଧ୍ୟ ପରିସ୍ଥିତି ବିଗିଡ଼ିବା ପୂର୍ବରୁ ନିୟନ୍ତ୍ରଣରେ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଦେଶରେ କରୋନା ସଂକ୍ରମଣ କିଛିମାସ ଧରି କମି ଚାଲିଥିବା ବେଳେ ଏବେ ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, କେରଳ, ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ଏବେ...

୬ଟି ଉତ୍ସବରେ ୫ ବିଦେଶୀ ପର୍ଯ୍ୟଟକ

0

ଭୁବନେଶ୍ୱର : ରାଜ୍ୟରେ ଇତିମଧ୍ୟରେ ଅନୁଷ୍ଠିତ ହୋଇଥିବା ୬ଟି ବଡ଼ଧରଣର ଉତ୍ସବରେ ମାତ୍ର ୫ ଜଣ ବିଦେଶୀ ପର୍ଯ୍ୟଟକ ଯୋଗ ଦେଇଛନ୍ତି । ଏହିସବୁ ଉତ୍ସବରେ ପ୍ରାୟ ସାଢେ ୪କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଦର୍ଶାଇଛନ୍ତି ଯେ କୋଭିଡ୍‍ କଟକଣା ସତ୍ତ୍ୱେ ରାଜ୍ୟରେ କୋଣାର୍କ ଉତ୍ସବ, ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ, ରାଜାରାଣୀ ସଙ୍ଗୀତ...

ଆହୁରି କମିବ ମହାନଦୀ ଜଳ ପ୍ରବାହ

0

ଭୁବନେଶ୍ୱର : ଆଗାମୀ ବର୍ଷଗୁଡ଼ିକରେ ମହାନଦୀରେ ଜଳ ପ୍ରବାହ ଆହୁରି ହ୍ରାସ ପାଇବାର ଆଶଙ୍କା ରହିଛି । ଚଳିତବର୍ଷ ମଧ୍ୟ ଅଣମୌସୁମୀ କାଳରେ ଜଳପ୍ରବାହ ହ୍ରାସ ପାଇଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ମନ୍ତ୍ରୀ କହିଛନ୍ତି ଯେ ଛତିଶଗଡ଼ରେ ମହାନଦୀ ପାଣି ଅଟକାଇବା ପାଇଁ ସେଠାକାର ରାଜ୍ୟ ସରକାର ବହୁ ବ୍ୟାରେଜ୍‍ ନିର୍ମାଣ କରିଛନ୍ତି ଓ ଏହାଦ୍ୱାରା ଓଡ଼ିଶାକୁ ପ୍ରବାହିତ ହେଉଥିବା ଜଳର ପରିମାଣ କ୍ରମାଗତ ଭାବେ ହ୍ରାସ...

କ୍ୟାଣ୍ଟିନ୍‍ ଖୋଲିବାକୁ ଅନୁମତି

0

ଭୁବନେଶ୍ୱର: ଲୋକସେବା ଭବନରେ କ୍ୟାଣ୍ଟିନଗୁଡ଼ିକ ଖୋଲିବା ପାଇଁ ଅନୁମତି ମିଳିଛି । କୋଭିଡ୍‍ କଟକଣା ମଧ୍ୟରେ କ୍ୟାଣ୍ଟିନ୍‍ ଖୋଲିବା ସହିତ ସୁରକ୍ଷାକର୍ମୀ ମୁତୟନ ପାଇଁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗତବର୍ଷ ମାର୍ଚ୍ଚ ମାସରୁ କୋଭିଡ୍‍ କଟକଣା ଲାଗୁ ହେବାପରେ ଲୋକସେବା ଭବନ ପରିସରରେ ଥିବା କ୍ୟାଣ୍ଟିନଗୁଡ଼ିକୁ କର୍ତ୍ତୃପକ୍ଷ ବନ୍ଦ କରିଦେଇଥିଲେ । ସେତେବେଳେ ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ଲୋକସେବା ଭବନକୁ ଆସୁଥିଲେ । କରୋନା ପ୍ରକୋପ କମିବା ପରେ ଏବେ ଶତପ୍ରତିଶତ କର୍ମଚାରୀ ଲୋକସେବା ଭବନକୁ...