୨୦ବର୍ଷରେ ୮ହଜାର କୋଟିର ସହାୟତା

0

ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତିର ମୁକାବିଲା ପାଇଁ ଗତ ୨୦ବର୍ଷ ମଧ୍ୟରେ ଓଡିଶା କେନ୍ଦ୍ର ନିକଟରେ ୫୬ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଦାବି କରିଥିବାବେଳେ ଏଯାବତ୍‍ ଏ ବାବଦରେ ୮ହଜାର କୋଟି ଟଙ୍କା ମଧ୍ୟ ମିଳିନାହିଁ । ଲଗାତାର ବନ୍ୟା, ବାତ୍ୟା, ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଓଡିଶାର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡୁଥିବାବେଳେ ସ୍ଥିତି ସୁଧାରିବାପାଇଁ ଯେତେ ସହାୟତା ମିଳିବାକଥା ତାହା କେନ୍ଦ୍ରରୁ ଆସିପାରୁ ନାହିଁ । ୨୦୦୦ ମସିହାରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩ବର୍ଷକୁ ଛାଡିଦେଲେ...

ବନ୍ଦ ହେଲା ଜାତୀୟ ଜନସଂଖ୍ୟା ଆୟୋଗ

ଭୁବନେଶ୍ୱର : ଜାତୀୟ ଜନସଂଖ୍ୟା ଆୟୋଗ (ଏନ୍‍ସିପି)କୁ ବନ୍ଦ କରିବାଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ବର୍ତ୍ତମାନ ‘ସର୍ବନିମ୍ନ ସରକାର ସର୍ବାଧିକ ଶାସନ’ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବାରୁ ଏହାକୁ ବନ୍ଦ କରାଯାଉଛି । ଜନସଂଖ୍ୟାରେ ସ୍ଥିରତା ଆଣିବାପାଇଁ ଏନ୍‍ସିପିର ଯେଉଁ ଭୂମିକା ଏବଂ ଦାୟିତ୍ୱ ରହିଥିଲା ତାହା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଉପରେ ନ୍ୟସ୍ତ କରାଯାଇଛି । ଆନ୍ତଃ ବିଭାଗୀୟ ସମନ୍ୱୟ ଦାୟିତ୍ୱ ନୀତି ଆୟୋଗଙ୍କୁ ପ୍ରଦାନ କରାଯାଇଛି । ତେଣୁ ଏହି ଦୁଇ...

ଓଡିଶାକୁ ୫୦୦ କୋଟି

0
Modi

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଓଡିଶା ପାଇଁ ୫୦୦ କୋଟି ଟଙ୍କା ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ବାତ୍ୟା ଦୁଇଟି ଜିଲ୍ଲା ବାଲେଶ୍ୱର ଓ ଭଦ୍ରକରେ ମାଡ ହେବା ସହିତ ଅନ୍ୟ ୪ଟି ଜିଲ୍ଲାରେ ବି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ଓଡ଼ିଶା ଏବଂ ପଶ୍ଚିମବଙ୍ଗର ପ୍ରଭାବିତ ଅଞ୍ଚଳ ଗସ୍ତ ପରେ ଆସିଛି । ସେ ଓଡିଶାର ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପୁର୍ବ...

Population Commission Closes Down

New Delhi: National Commission on Population (NCP) has been issued order of closure by the Government of India. In accordance with the present Government’s philosophy of ‘Minimum Government Maximum Governance’, the President of India has ordered the closure of NCP. Roles and Responsibility of NCP for population stabilization under National Population Policy has been entrusted the Ministry of Health & Family...

500 Cr Package For Odisha

0

Bhubaneswar: Prime Minister Narendra Modi on Friday announced a Rs 500 crore package to mitigate the damages caused due to Cyclone ‘YAAS’ that pounded two districts and caused extensive damages in four others. The Prime Minister’s announcement came after his aerial visit of the affected districts in Odisha and West Bengal to review the situation arising out of Cyclone Yaas. He...

Scribes Kin Get State Funds

0

Bhubaneswar: Following approval of the Chief Minister, Naveen Patnaik, the Department of Information and Public Relation (DoI&PR) has disbursed Rs.55.50 lakh from the Journalists’ Welfare Fund to state’s working journalists towards compensation for death and other assistance. It may be mentioned here that Chief Minister Mr.Patnaik last year after the outbreak Covid-19 epidemic had announced compensation Rs. 15 Lakh for...

Odisha Opposes ENA Under GST Net

0

Bhubaneswar: State Government on Friday opposed a proposal before the GST Council to bring extra neutral alcohol (ENA) under the Good & Services Tax (GST) net. Finance Minister Niranjan Pujari, participating in a meeting held virtually and chaired by Union Finance Minister Niramala Sitharaman, opposed the proposal highlighting the fact that ENA when used for production of alcoholic liquor for...

State Seeks Experts Advise On COVID

0

Bhubaneswar: Chief Minister Naveen Patnaik on Friday sought the advice of top health experts of the country on strategy to tackle the future waves of the pandemic and on how to strengthen the healthcare system further. Looking for experts’ suggestions, the Chief Minister said at the first Advisory Committee meeting that the State Government need to fine-tune our processes the...

ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ପ୍ରଦାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେଥି ମଧ୍ୟରୁ କରୋନାରେ ମୃତୁ୍ୟ ପାଇଁ ଯାଜପୁର ଜିଲ୍ଲା ‘ମନ୍ଥନ’ ସମ୍ବାଦପତ୍ରର ପ୍ରତିନିଧି ସ୍ୱର୍ଗତ ଅଶୋକ କୁମାର ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା, କେନ୍ଦୁଝର ଜିଲ୍ଲାରେ ‘ଓଡ଼ିଶା ଭାସ୍କର’ ସମ୍ବାଦପତ୍ରର ବରିଷ୍ଠ ସାମ୍ବାଦିକ...

ତତ୍କାଳ ଆର୍ଥିକ ସହାୟତା ମାଗିଲାନି ଓଡିଶା

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଗସ୍ତରେ ଆସି ବାତ୍ୟା ସମୀକ୍ଷା କରିଥିବାବେଳେ ରାଜ୍ୟ ସରକାର କୌଣସି ତତ୍କାଳ ଆର୍ଥିକ ସହାୟତା ମାଗି ନାହାନ୍ତି । କରୋନା ଜନିତ ପରିସ୍ଥିତିରେ କେନ୍ଦ୍ର ଉପରେ ବୋଝ ନହୋଇ ନିଜସ୍ୱ ଅର୍ଥରେ ପରିସ୍ଥିତିର ମୁକାବିଲା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ତେବେ ଓଡିଶାକୁ ବାତ୍ୟା ଦାଉରୁ ରକ୍ଷା କରିବାପାଇଁ ଦୀର୍ଘସୂତ୍ରୀ ସହାୟତା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ପ୍ରସ୍ତାବ ରଖିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭୁବନେଶ୍ୱର ଠାରେ...