Naveen Builds Consensus On Vax
Bhubaneswar: Chief Minister Naveen Patnaik has urged the Chief Ministers in the country to build a consensus over procurement of the COVID vaccines by the Centre for distribution among the states. In the letter, Mr.Patnaik wrote that no state is safe unless all the states adopt vaccination as the topmost priority and execute it on war-footing. "The only way to protect...
NABARD Sanctions 254 Cr From RIDF
Bhubaneswar: NABARD has sanctioned RIDF assistance of Rs.254 Crore to Government of Odisha under Rural Infrastructure Development Fund (RIDF).RIDF Funding will cover setting up of two Mega Piped Drinking Water Supply Projects; one each in Jajpur district (covering Badachana and Dharmasala blocks) & Puri district ( covering Brahmagiri and Krushnaprasad block). These projects are expected to provide clean and...
ଓଡ଼ିଆଙ୍କୁ ସରକାର ପଶୁ ଦୃଷ୍ଟିରେ ଦେଖୁଛନ୍ତି
ଭୁବନେଶ୍ୱର : ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶାର ୭୭ ପ୍ରତିଶତ ଲୋକଙ୍କୁ ରାଜ୍ୟ ସରକାର ଦେଉଥିବା ଚାଉଳ ମଣିଷ ଖାଦ୍ୟ ଉପଯୋଗୀ ନୁହେଁ, ଏହା ପଶୁ ଖାଦ୍ୟ ବୋଲି କେନ୍ଦ୍ର ସରକାରଙ୍କ ଖାଉଟି ମନ୍ତ୍ରଳାୟର ଅଧିକାରୀମାନେ ତଦନ୍ତ କରି ପ୍ରକାଶ କରିବା ପରେ ନବୀନ ସରକାରଙ୍କର ବ୍ୟାପକ ଚାଉଳ ଦୁର୍ନୀତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସ ଘାତକତା ପଦାରେ ପଡ଼ିଯାଇଛି ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌଧୁରୀ କହିଛନ୍ତି ଯେ...
କରୋନା ମୃତ୍ୟୁରେ ନୂଆ ରେକର୍ଡ
ଭୁବନେଶ୍ୱର : କରୋନା ମୃତ୍ୟୁରେ ରାଜ୍ୟରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଗୋଟିଏ ଦିନରେ ସରକାରୀ ଭାବେ ରାଜ୍ୟରେ ସର୍ବାଧିକ ୪୦ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୮୩୧ରେ ପହଞ୍ଚିଛି । ତେବେ ରାଜ୍ୟରେ ଅଣକୋଭିଡ ଜନିତ ମୃତ୍ୟୁସଂଖ୍ୟା ୫୩ରେ ସ୍ଥିର ରହିଛି । ମୃତ୍ୟୁବରଣ କରିଥିବା ୪୦ଜଣଙ୍କ ମଧ୍ୟରେ ଅନୁଗୁଳ, କଟକ, କଳାହାଣ୍ଡି ଓ ଖୋରଧାରୁ ୫ଜଣ କରି ଥିବାବେଳେ ଝାରସୁଗୁଡାରୁ ୪ଜଣ, ରାୟଗଡା ଓ ବୌଦରୁ ୩ଜଣ କରି, ସମ୍ବଲପୁର, ନବରଙ୍ଗପୁର ଓ...
ଏକ ପ୍ରତିଶତ ଟପୁନି ଜୈବିକ ସାର ବ୍ୟବହାର
ଭୁବନେଶ୍ୱର : କୃଷି କ୍ଷେତ୍ରରେ ଜୈବିକ ସାର ପ୍ରୟୋଗ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରୁଥିବାବେଳେ ଏହାର ବ୍ୟବହାର କିନ୍ତୁ ଏକ ପ୍ରତିଶତରୁ ଅଧିକ ହେଉନାହିଁ । ଗତ ଚାରବର୍ଷ ଧରି ରାଜ୍ୟରେ ଏଥିପାଇଁ ଉଦ୍ୟମ ଜାର ରହିଛି । ରସାୟନିକ ସାରର ଦର ଲଗାତାର ଭାବେ ବୃଦ୍ଧି ପାଇବା ସହିତ ଏହା ଉଭୟ ମାନବ ସମାଜ ଓ ପରିବେଶ ପାଇଁ କ୍ଷତିକାରକ ହୋଇଥିବାରୁ ଜୈବିକ ସାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ୨୦୧୭-୧୮ ବର୍ଷରୁ ରାଜ୍ୟରେ ପରମ୍ପରାଗତ କୃଷି...
ରଘୁନାଥଙ୍କ ସ୍ଥାନରେ ମହେଶ ଜେଠମାଲାନି
ଭୁବନେଶ୍ୱର : ବିଶିଷ୍ଟ ଓଡିଆ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ରାଜ୍ୟସଭା ଆସନଟି ଓଡିଶାର କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ଦ୍ୱାରା ପୂରଣ କରିବା ପରିବର୍ତ୍ତେ ଏହାକୁ ମହେଶ ଜେଠମାଲାନିଙ୍କ ହାତରେ ଟେକି ଦିଆଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟସଭାର ୧୨ଟି ଆସନ ରାଷ୍ଟ୍ରପତିଙ୍କ ମନୋନୀତ ପ୍ରାର୍ଥୀଙ୍କ ଦ୍ୱାରା ପୂରଣ କରାଯାଇଥାଏ । ରାଜ୍ୟସଭା ଗଠନ ହେବା ପରଠାରୁ ୨୦୧୮ ମସିହା ଯର୍ପ୍ୟନ୍ତ ଜଣେ ହେଲେ ଓଡିଆଙ୍କୁ ରାଜ୍ୟସଭାର ମନୋନୀତ ସଦସ୍ୟଭାବେ ନିଯୁକ୍ତି ଦିଆଯାଇନଥିଲା । ଏହା କେନ୍ଦ୍ରୀୟ...
ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଶାସନିକ ସତରରେ ଅଦଳ ବଦଳ କରିଥିବାବେଳେ ବରିଷ୍ଠ ଓଏଏସ୍ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି । ସେ ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଥିଲେ । ଶ୍ରୀ ତ୍ରିପାଠୀ ବରଗଡ ଜିଲ୍ଲାର ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଅତୀତରେ ବାଣିଜ୍ୟ ଏବଂ ପରିବହନ ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ମଧ୍ୟ ପ୍ରମୁଖ ପଦରେ ଦାୟିତ୍ୱ ନିର୍ବାହ କରିଥିଲେ...
CoWIN Listed Will Get Preference
Bhubaneswar: ACS Health & Family Welfare (H&FW) P K Mohapatra has issued a letter to all Collectors, Commissioners of Municipal Corporations of Bhubaneswar, Cuttack, Berhampur, Sambalpur and Rourkela and CDM & PHOs to ensure that beneficiaries who have taken an online appointment through CoWIN shall be given preference for availing vaccination over the ones availing vaccination through on-site registration...
Get Ready For III Wave
Bhubaneswar: Chief Minister Naveen Patnaik Tuesday day directed officials to remain prepared for the possible third wave of COVID-19 in State with special focus on child care. Reviewing the situation in the state this evening, he also expressed concern over the large number of cases of Black Fungus in various parts of the country and directed that the State be...
ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ
ନୂଆଦିଲ୍ଲୀ : ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକରେ କୋଭିଡ କାରଣରୁ ଦେଖାଦେଇଥିବା ଅନିଶ୍ଚିତ ପରିସ୍ଥିତି ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ମତାମତକୁ ଦୃଷ୍ଟିରେ ରଖି, ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଭଲ ଭାବେ ପରିଭାଷିତ ଏକ ଲକ୍ଷ୍ୟକୁ ନେଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରସ୍ତୁତ କରାଯିବ। ବୈଠକରେ...










