Job Cry Echo In Odisha House

0

Bhubaneswar: ‘Job Cry’ of youth across the State had its echo both inside the Odisha Assembly and outside as the Opposition BJP and Congress Members targeted the BJD Government of failing to provide employment to the people as promised by the ruling party during elections. The issue was debated in the State Legislative Assembly when Leader of Opposition Pradipta K...

SUM Takes TB Care

0

Bhubaneswar: Efforts to eradicate Tuberculosis, one of world’s deadliest infectious killers, have to be further stepped up as India carries the highest burden of TB patients in the world, experts said on Wednesday. India had registered 29.6 lakh cases in 2019 while Odisha had counted 45,602 TB patients in 2020, according to statistics made public at a World TB Day...

ମୋ ସ୍କୁଲ ଅଭିଯାନରେ ସାମିଲ ହେବ ଯୁକ୍ତ ଦୁଇ

0

ଭୁବନେଶ୍ୱର : ରାଜ୍ୟରେ ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ୨ କଲେଜଗୁଡ଼ିକ ଯୁକ୍ତ ୩ ଡିଗ୍ରୀ କଲେଜ ବା ମହାବିଦ୍ୟାଳୟ ସହ ଗୋଟିଏ କ୍ୟାମ୍ପସରେ ନ ଥାଇ ଭିନ୍ନଭାବେ ରହିଥିବ ସେଗୁଡ଼ିକୁ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ କରିବାକୁ କାର୍ଯ୍ୟକାରୀ ପରିଷଦ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ‘ମୋ ସ୍କୁଲ୍ ଅଭିଯାନ’ର ୨୩ତମ କାର୍ଯ୍ୟକାରୀ ପରିଷଦ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି...

ଅପରାଧିକ ନ୍ୟାୟ ସଂସ୍କାର ଉପରେ ଚର୍ଚ୍ଚା

ଭୁବନେଶ୍ୱର : ଟ୍ୱିନ୍ ସିଟିର ପୂର୍ବତନ ପୋଲିସ କମିଶନର ତଥା ବର୍ତ୍ତମାନ ଓଡିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେଟର ସିଏମଡି ଭାବେ କାର୍ଯ୍ୟରତ ଡ଼ଃ ସୁଧାଂଶୁ ଷଡ଼ଙ୍ଗୀ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅପରାଧିକ ନ୍ୟାୟ ସଂସ୍କାର ଉପରେ ଅଭିଭାଷଣ ଦେଇଥିଲେ । ଭାରତୀୟ ପ୍ରଶାସନ ପ୍ରତିଷ୍ଠାନ (ଆଇଆଇପିଏ)ର ଓଡିଶା ଅଧ୍ୟାୟ ଏବଂ ବିଶ୍ୱବିଦ୍ୟାଳୟର ସାଧାରଣ ପ୍ରଶାସନ ବିଭାଗର ସହଯୋଗିତାରେ ଅପରାଧିକ ନ୍ୟାୟ ବ୍ୟବସ୍ଥା ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା | ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଡକ୍ଟର ଷଡ଼ଙ୍ଗୀ ପୋଲିସ୍...

୨୦୦ ପାରହେଲା କରୋନା ସଂକ୍ରମଣ

0

ଭୁବନେଶ୍ୱର: ରାଜ୍ୟରେ କରୋନା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦୦ ଅତିକ୍ରମ କରିଛି । ସଂକ୍ରମଣ କ୍ଷେତ୍ରରେ ପୁଣିଥରେ ଖୋର୍ଦ୍ଧା ଜିଲ୍ଲା ଏକ ନମ୍ବର ସ୍ଥାନକୁ ଆସିଛି । ଗୋଟିଏ ଦିନରେ ୨୪ ଜିଲ୍ଲାରୁ ୨୧୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୨୬ ଜଣ କ୍ୱାରେଣ୍ଟାଇନରେ ଓ ୮୮ ଜଣ ସ୍ଥାନୀୟ ସଂକ୍ରମିତ ଥିବା ସୂଚନା ଦିଆଯଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୭, କଟକ ଓ ବଲାଙ୍ଗୀରରୁ ୨୦କରି, ବରଗଡ଼ରୁ ୧୩, ବାଲେଶ୍ୱରରୁ...

Stress On Criminal Justice Reforms

0

Bhubaneswar: Top Cop Sudhanshu Sarangi has stressed upon Criminal Justice Reforms process, while urging the need for building Internal Accountability in the Police Force. Speaking on Criminal Justice Reforms, Dr.Sarangi, CMD Odisha Police Housing and Welfare Corporation elaborated the issue in details. Former Twin City Police Commissioner. Dr. Sarangi delivered a highly informative talk on Criminal Justice Reforms to the students...

ସତର୍କ କଲେ ଜଳସମ୍ପଦ ମନ୍ତ୍ରୀ

0

ଭୁବନେଶ୍ୱର: କୋଟି କୋଟି ଟଙ୍କା ବ୍ୟୟରେ ଜଳସେଚିତ ହେଉଥିବା ଜମିର କିସମ ପରିବର୍ତ୍ତନ ପରବର୍ତ୍ତୀ ପିଢ଼ି ପାଇଁ ଭୟଙ୍କର ଅବସ୍ଥା ସୃଷ୍ଟି କରିବ । ଏ ସଂକ୍ରାନ୍ତରେ ସତର୍କ କରାଇଦେଇଛନ୍ତି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଆଜି ପ୍ରଶ୍ନକାଳରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଜଳସେଚନ ସଂକ୍ରାନ୍ତରେ ପଚାରିଥିବା ପ୍ରଶ୍ନର ଉତ୍ତରଦେବା ଅବସରରେ ମନ୍ତ୍ରୀ ଶ୍ରୀ ଦାସ ଏଭଳି ମତ ଦେବା ସହିତ ଜଳସେଚିତ ଜମିର କିସମ ପରିବର୍ତ୍ତନ ରୋକିବା ଲାଗି ବିଧାୟକ ଓ ମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି ।...

ଠିକାରେ ଚାଲିଛି ସଂସ୍କୃତି ବିଶ୍ୱବିଦ୍ୟାଳୟ

0

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ପ୍ରାୟ ୨୦ ଜଣ କର୍ମଚାରୀ ୨୦ ବର୍ଷ ଧରି ଠିକାରେ କାମ କରୁଛନ୍ତି । ଏମାନେ କାମ ନ କଲେ ବିଶ୍ୱବିଦ୍ୟାଳୟର ପ୍ରଶାସନଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ପର୍ଯ୍ୟନ୍ତ ସବୁ କାମ ଅଚଳ ହୋଇଯିବ । ଅଥଚ ଏହି କର୍ମଚାରୀମାନଙ୍କୁ ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବି କର୍ତ୍ତୃପକ୍ଷ ନିୟମିତ କରୁନାହାନ୍ତି କିମ୍ବା ସେମାନଙ୍କୁ ସମାନ କାମକୁ ସମାନ ବେତନ ନୀତିରେ ପାରିଶ୍ରମିକ ଦେଉନାହାନ୍ତି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ୧୯୯୯ ମସିହାରେ ବିଧାନସଭାରେ ପାରିତ...

ଘରୋଇ ବ୍ୟାଙ୍କ୍‍ ପ୍ରୀତି ପାଇଁ ଚାଷୀ ହୀନସ୍ତା

ଭୁବନେଶ୍ୱର : କୃଷି ବିଭାଗର ଘରୋଇ ବ୍ୟାଙ୍କ ପ୍ରୀତି ଯୋଗୁଁ ଏବେ ଚାଷୀମାନେ ନାନା ହୀନସ୍ତା ହେଉଛନ୍ତି । ବିଶେଷକରି ରାଜ୍ୟର ବିହନ ଚାଷୀମାନେ ପଞ୍ଜିକରଣ ଅର୍ଥ ପଇଠ ପାଇଁ ଏବେ ଚାଷ ବାସ ଛାଡି ବ୍ୟାଙ୍କ୍‍ ଦୁଆଡେ ଧାଡି ବାନ୍ଧୁଛନ୍ତି । ରାଜ୍ୟର ବିହନ ଉତ୍ପାଦନ କରୁଥିବା ଚାଷୀମାନଙ୍କୁ ସରକାର ପିଣ୍ଡବିହନ ଯୋଗାଇଥାନ୍ତି । ଏହି ବିହନ ପାଇଁ ସେମାନଙ୍କୁ ଓଡିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥାରେ ନିଜର ସମସ୍ତ ଠିକଣା, ଚାଷ ଜମିର ପରିମାଣ, ସ୍ଥାନ ଆଦି...

ଅଲ୍‌ପିନ୍ ପୋର୍ଟାଲର ଶୁଭାରମ୍ଭ

0

ଭୁବନେଶ୍ୱର : ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ଜମିଜମା ସଂପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଧାରିତ ଅଭିନବ ଲ୍ୟାଣ୍ଡ ପାର୍ସଲ ଚିହ୍ନଟ ନମ୍ବର (ଅଲ୍‌ପିନ୍‌) ପୋର୍ଟାଲର ଶୁଭାରମ୍ଭ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଭୂସଂପଦ ବିଭାଗ ସଚିବ ଅଜୟ ତିର୍କୀଙ୍କ ଉପସ୍ଥିତିରେ ଏହି ପୋର୍ଟାଲ ଆରମ୍ଭ ହୋଇଛି । ୧୪ ସଂଖ୍ୟା ବିଶିଷ୍ଟ ଅଭିନବ ଲ୍ୟାଣ୍ଡ ପାର୍ସଲ ଚିହ୍ନଟ ନମ୍ବର ପୋର୍ଟାଲ ମାଧ୍ୟମରେ କୌଣସି...