‘ଅସ୍ତ୍ର’ ର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁସେନା (ଆଇଏଏଫ)ର ମିଳିତ ଉଦ୍ୟମରେ ଆଜି ଦୃଶ୍ୟମାନ ପରିଧି ଠାରୁ ବାହାରେ ଆକାଶମାର୍ଗରୁ ଆକାଶମାର୍ଗକୁ ଲକ୍ଷ୍ୟ ଭେଦ କରିପାରୁଥିବା (ବିଭିଆରଏଏଏମ) ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ରରେ ସ୍ୱଦେଶୀ ଭାବେ ନିର୍ମିତ ରେଡିଓ ଫ୍ରିକ୍ୱେନ୍ସି ସିକର୍ ଲାଗିଛି। ଓଡ଼ିଶା ଉପକୂଳ ଚାନ୍ଦିପୁରଠାରେ ସୁ-୩୦ ଏମକେ-ଆଇ ଯୁଦ୍ଧ ବିମାନରେ ଏହି କ୍ଷେପଣାସ୍ତ୍ରର ବିମାନ ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସମୟରେ ଭିନ୍ନ ଭିନ୍ନ ସ୍ତର, ଦିଗ, ଉତକ୍ଷେପଣ ପରିସ୍ଥିତିରେ ଥିବା...
ରତ୍ନ ଭଣ୍ଡାର ପ୍ରସଙ୍ଗରେ ସରକାର ଭୁଆଁ ବୁଲାଉଛନ୍ତି
ଭୁବନେଶ୍ୱର: ରତ୍ନ ଭଣ୍ଡାର ଗଣତି ମଣତିକୁ ନେଇ ଗତ ଏକ ବର୍ଷ ହେଲା ଡବଲ ଇଂଜିନ ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି। ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି, ଗତ ଏକ ବର୍ଷ ହେଲା ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ, ଆଜି ଆଇନ ମନ୍ତ୍ରୀ ଆହୁରି ତିନି ମାସ ଲାଗିବ ବୋଲି କହିବା ଦୁର୍ଭାଗ୍ୟଜନକ। ଗଣତି ମଣତି ପାଇଁ...
କଳିଙ୍ଗରେ ହେବ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍
ଭୁବନେଶ୍ୱର :କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ)। ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ। ଆଜି କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ପ୍ରତିଯୋଗିତା ସମ୍ବନ୍ଧୀୟ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ବିଶ୍ୱ ସ୍ତରୀୟ ଆଥଲେଟିକ୍ ପ୍ରତିଯୋଗିତାର ଆୟୋଜନ କରାଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ...
Sarangi Reviews PM Surya Ghar
Bhubaneswar: Shri Santosh Sarangi, Secretary, Ministry of New and Renewable Energy (MNRE), today chaired a significant high-level review meeting on the "PM Surya Ghar: Muft Bijli Yojana" at Lok Seva Bhavan in Bhubaneswar. The crucial meeting aimed to assess the progress and strategize the further implementation of the ambitious rooftop solar scheme across Odisha. The meeting saw the participation of...
Rahul Alleges Adani Controls Odisha, Centre
Bhubaneswar: In a fiery address at a massive "Samvidhan Bachao Samavesh" (Save Constitution rally) in Bhubaneswar today, Congress leader Rahul Gandhi launched a scathing attack on the Bharatiya Janata Party (BJP) Governments, alleging that industrialist Gautam Adani is effectively controlling both the Odisha and the Narendra Modi-led Union Governments. Shri Gandhi, who is the Leader of the Opposition in the...
NRAI President Singh Deo Guns For Golden Era Of Indian Shooting
New Delhi: India is poised to solidify its position as a premier global destination for shooting sports, with a robust calendar of international competitions slated for the coming years. Kalikesh Narayan Singh Deo, President of the National Rifle Association of India (NRAI), expressed immense enthusiasm about the nation's hosting rights for these prestigious events, emphasizing their critical role in...
ଖଣି, କାରଖାନା ପାଇଁ ପରିବେଶ ପ୍ରଦୂଷଣ
ଭୁବନେଶ୍ୱର : ଖଣି ଖନନ ଓ ଶିଳ୍ପ ପ୍ରତିଷ୍ଠାକୁ ନେଇ ବିଭିନ୍ନ ଜିଲ୍ଲାରେ ଜନଆନ୍ଦୋଳନ ମୁଣ୍ଡ ଟେକୁଛି । ଏଥିଯୋଗୁ ବ୍ୟାପକ ଜଙ୍ଗଲ ସଫେଇ ସହିତ ପରିବେଶ ବିପନ୍ନ ହେବା ଏବଂ ହଜାର ହଜାର ପରିବାର ବାସ୍ତୁହରା ହେବା ଆଶଙ୍କା କରି ଆନ୍ଦୋଳନ ଦାନା ବାନ୍ଧୁଛି । ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳରେ ଇତିମଧ୍ୟରେ କେତେକ କୋଇଲା ଖଣି ନିଲାମ କରାଯାଇଛି । ଯେଉଁ ସଂସ୍ଥାଗୁଡ଼ିକ ହାତରେ କୋଇଲା ଖଣି ଅଞ୍ଚଳକୁ ଟେକିଦିଆଯାଇଛି ସେମାନେ ତୁରନ୍ତ ପରିବେଶ ମଞ୍ଜୁରୀ ଆଣି ଗଛକଟା କାମରେ ଲାଗିଛନ୍ତି...
ଦୟନୀୟ ସ୍ଥିତିରେ ଓଡ଼ିଶାର ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା ୧୯୪୩ ମସିହାରେ । ଏବେ ରାଜ୍ୟର ବିଶ୍ୱବିଦ୍ୟାଳୟ ସଂଖ୍ୟା ୪୩ରେ ପହଞ୍ôଚଲାଣି । ଏଥିରୁ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ଉଚ୍ଚ ଶିକ୍ଷା ବିଭାଗ ନିୟନ୍ତ୍ରଣରେ ରହିଥିବାବେଳେ ଅନ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ କୃଷି, ସଂସ୍କୃତି, ବୈଷୟିକ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭାଗ ନିୟନ୍ତ୍ରଣରେ ରହିଛି । ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରାୟ ୬୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଥିବା ଏବଂ ଏକ ଡଜନରୁ ଅଧିକ ବିଶ୍ୱବିଦ୍ୟାଳୟରେ ନିୟମିତ...
ବିଧାୟକଙ୍କ ଗିରଫ ଦାବିରେ ସ୍ମାରକପତ୍ର
ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଆଜି ବିଜୁ ମହିଳା ଜନତା ଦଳ ରାଜରାସ୍ତାକୁ ଓହ୍ଲାଇଛି । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡିର ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ମହିଳା ବିଜେଡିର ସ୍ୱାଭିମାନ ରାଲି କରାଯାଇ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଜଣେ ମହିଳାଙ୍କ ପ୍ରତି...
Puri Stampede Inquiry Intensifies
Puri: The administrative inquiry into the tragic stampede that claimed the lives of three devotees near the Gundicha temple in Puri on June 29, 2025, gained significant momentum today. Anu Garg, Development Commissioner, who is heading the probe, oversaw a public hearing at the Special Circuit House in Puri, where a total of 48 individuals and organizations provided their statements. This...










