‘ଏଇ ଆମ ପାଠଶାଳା’ ଉନ୍ମୋଚିତ
ଭୁବନେଶ୍ୱର : ଖଣ୍ଡଗିରିସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପ୍ରାକ୍ତନ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା ‘ଏଇ ଆମ ପାଠଶାଳା’ ଶୀର୍ଷକ ଏକ ଚିତ୍ରଗାଥା (ଲିରିକାଲ୍ ଡକ୍ୟୁମେଣ୍ଟାରୀ) ପୁଡୁଚେରୀସ୍ଥିତ ଶ୍ରୀଅରବିନ୍ଦଙ୍କ ପ୍ରତିଷ୍ଠିତ ଆଶ୍ରମର ନବଜ୍ୟୋତି କାର୍ଯ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି । ସତୁରୀ ଦଶକରେ ଏହି ଶିକ୍ଷାକେନ୍ଦ୍ରର ପ୍ରଥମ ଅଧ୍ୟକ୍ଷା ଥିବା ପ୍ରୀତିମଞ୍ଜରୀ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସଂପ୍ରତି ନବଜ୍ୟୋତି କାର୍ଯ୍ୟାଳୟର ମୁଖ୍ୟ ପରିଚାଳିକା ଥିବା ସୁଶ୍ରୀ ଜୟନ୍ତୀ ତ୍ରିପାଠୀ ଓ ଅନ୍ୟତମ ପୂର୍ବତନ ଅଧ୍ୟକ୍ଷା...
ତମାଖୁର କୁପ୍ରଭାବ ସମ୍ପର୍କରେ ଜନସଚେତନତା ଆବଶ୍ୟକ
କଟକ : ଭାରତୀୟ ଯୁବସମାଜ ତମାଖୁ ନିଶାରେ ପଡ଼ି ଶାରୀରିକ ଏବଂ ମାନସିକ କ୍ଷତିର ଶିକାର ହେଉଛନ୍ତି। ବିଶେଷ କରି କିଶୋରାବସ୍ଥାରେ ତମାଖୁ ନିଶା ବିଭିନ୍ନ ପ୍ରକାର ଗୁରୁତର ବ୍ୟାଧି ସୃଷ୍ଟି କରୁଛି । ଦେଶର ଯୁବପିଢ଼ିଙ୍କୁ ତମାଖୁ ନିଶା କବଳରୁ ରକ୍ଷା କରିବା ଲାଗି ବ୍ୟାପକ ସଚେତନତା ସହିତ ତମାଖୁ ସଂକ୍ରାନ୍ତ ଆଇନର କଡ଼ାକଡ଼ି ଅନୁପାଳନର ଆବଶ୍ୟକତା ରହିଛି ବୋଲି ଆଜି କଟକଠାରେ ଆୟୋଜିତ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତା’ ରେ ବିଶିଷ୍ଟ ଅତିଥିମାନେ ମତପ୍ରକାଶ କରିଛନ୍ତି। ‘ତମାଖୁ ମୁକ୍ତ ଯୁବସମାଜ ଅଭିଯାନ’ର...
ଜଙ୍ଗଲ ପଦା କରୁଛନ୍ତି ବେଆଇନ୍ କରତକଳ
ଭୁବନେଶ୍ୱର : ଜଙ୍ଗଲ କ୍ଷେତ୍ରଫଳ ବୃଦ୍ଧି ପାଇଁ ରାଜ୍ୟ ସରକାର ବ୍ୟାପକ ବୃକ୍ଷରୋପଣ କରୁଥିବାବେଳେ ବେଆଇନ୍ କରତକଳଗୁଡିକ କିନ୍ତୁ ଜଙ୍ଗଲ ପଦା କରିବାରେ ଲାଗିଛନ୍ତି । ଗାଁ ଗହଳିରେ ଲୁଚାଛପାରେ ଚାଲିଥିବା କରତକଳ ଏବେ ସରକାରଙ୍କ ଜଙ୍ଗଲବୃଦ୍ଧି ରାସ୍ତାରେ କଣ୍ଟା ସାଜିଛନ୍ତି । କାଠ କାଟିବାପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ମୋଟ୍ ୧୭୫ଟି କରତକଳକୁ ଅନୁମତି ଦେଇଛନ୍ତି । ଏହି କରତକଳଗୁଡିକ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ ହୋଇଛି ଓ ସେମାନେ କେଉଁ କାଠ ଚିରଟ କରିବେ ତାହାର ବି ତାଲିକା ରହିଛି...
ଦାଦନ ଭୋଟରଙ୍କ ଉପରେ ନଜର
ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡା ଉପର୍ନିବାଚନ ପାଇଁ ମତଦାନ ହେବାକୁ ଯାଉଥିବାବେଳେ ତିନି ପ୍ରମୁଖ ଦଳଙ୍କ ନଜର ଏବେ ଦାଦନ ଭୋଟରଙ୍କ ଉପରେ । ଏମାନଙ୍କ ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ବଦଳାଇ ଦେବ ବୋଲି କୁହାଯାଉଥିବାବେଳେ କେତେ ଦାଦନ ଭୋଟ ଦେବାକୁ କର୍ମକ୍ଷେତ୍ର ଛାଡି ଆସିବେ ତାହାକୁ ନେଇ ଆକଳନ କରିବା କାଠିକରପାଠ ହୋଇଛି । ନୂଆପଡା ବିଧାନସଭା କ୍ଷେତ୍ରରେ ପ୍ରାୟ ଅଢେଇ ଲକ୍ଷ ଭୋଟର ଥିବାବେଳେ ଏମାନଙ୍କ ମଧ୍ୟରୁ ପାଖାପାଖି ୪୦ହଜାର । ଏହି ଶ୍ରମିକମାନେ ରାଜ୍ୟ ବାହାରେ...
Odisha On Pulse Self-Reliance
Bhubaneswar: Odisha is taking a decisive step towards the nation’s vision of 'Atmanirbhar Bharat' (Self-Reliant India) in pulses, following a high-level meeting chaired by Deputy Chief Minister Shri Kanak Vardhan Singh Deo yesterday. Dr.Arabinda Kumar Padhee, Principal Secretary Agriculture & Farmers' Empowerment outline the talking points. The meeting focused on an intensive agriculture program for the revival and sustainable...
UCCIL Backs Stroke Prevention Drive
Bhubaneswar: "UCCIL is proud to partner in making the third edition of the #StrokeMuktJeevan campaign impactful, ensuring the message of prevention reaches every corner of the state and helps secure a healthier, more productive future for all." Dr. Prabodh Mohanty, President of the Utkal Chamber of Commerce and Industry Limited (UCCIL), today underscored the critical nature of brain stroke prevention...
ଘାତ ପ୍ରତିଘାତ ମଧ୍ୟରେ ‘ସମୟ’ ସଫଳ
ଭୁବନେଶ୍ୱର : ସାମ୍ବାଦିକତା ବୃତ୍ତି ନୁହେଁ ଏକ ବ୍ରତ, ଧନ୍ଦା ନୁହେଁ ଏକ ଧର୍ମ, ଏହା ବିଜ୍ଞାପନର ବିପ୍ପଣୀ ନୁହେଁ ଏକ ବିଚାର । ସାହିତ୍ୟ ଓ ସାମ୍ବାଦିକତା ପରସ୍ପର ପରିପୂରକ । ନିଶା ଓ ପେଷାକୁ ଯିଏ ମିଳିତ କରିପାରିଛି ସେ ସଫଳ ହୋଇଛି । ନିରପେକ୍ଷ ଓ ନିର୍ଭିକତା ହିଁ ସାମ୍ବାଦିକତାର ମୂଳମନ୍ତ୍ର । ବର୍ତ୍ତମାନ ଦେଶରେ ସାମ୍ବାଦିକତା ଉପରେ ବିପଦ ରହିଛି । ଏହାସତ୍ତେ୍ୱ ବି ସାମ୍ବାଦିକତା ବଞ୍ଚିଛି ଓ ବଞ୍ଚିଥିବ । "ସମୟ' ଦୀର୍ଘପଥ ଅତିକ୍ରମ କରି...
ମିସେସ୍ ୟୁନିଭର୍ସ ବିଜେତା ହେଲେ ସମ୍ ବିଶେଷଜ୍ଞ
ଭୁବନେଶ୍ୱର : ନିକଟରେ ଫିଲିପାଇନ୍ସର ମାନିଲା ଠାରେ ଆୟୋଜିତ ହୋଇଥିବା ସମ୍ମାନଜନକ ମିସେସ ୟୁନିଭର୍ସ ଅଫିସିଆଲ୍ ପ୍ରତିଯୋଗିତାରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨, ଫୁଲନଖରାର ମାନସିକ ରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସ୍ୱୟଂପ୍ରଭା ବରାଳ ମିସେସ୍ ୟୁନିଭର୍ସ ଗ୍ଲୋବାଲ୍ ୨୦୨୫ ଟାଇଟଲ୍ ହାସଲ କରିଛନ୍ତି । ମାନସିକ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର କ୍ଷେତ୍ରରେ ନିଜର ସଶକ୍ତ ମତ ଉପସ୍ଥାପନ କରି ଡକ୍ଟର ବରାଳ ମିସେସ ୟୁନିଭର୍ସ ଗ୍ଲୋବାଲ ଟାଇଟଲ୍ ସହିତ ‘ବେଷ୍ଟ ଇନ୍ ଫୋରମ୍’ ଟାଇଟଲ୍...
ବଞ୍ଜାରୀ ଦେବୀ ମନ୍ଦିରରୁ ବିଜେଡିର ଅଭିଯାନ
ନୂଆପଡା : ବିଜୁ ଜନତା ଦଳ ଗୁରୁବାର ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛି । ମା' ବଞ୍ଜାରୀ ଦେବୀ ମନ୍ଦିରରେ ବିଜେଡିର ବରିଷ୍ଠ ନେତାମାନେ ନୂଆପଡ଼ା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିପୁଳ ବିଜୟ ତଥା ନୂଆପଡ଼ାର ଶାନ୍ତି, ଉନ୍ନତି ଓ ସମୃଦ୍ଧି ପାଇଁ ମା'ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଦଳର ବରିଷ୍ଠ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଦଳର ପ୍ରାର୍ଥୀ ତଥା ପୂର୍ବତନ...
Vedanta Pledges ₹1 Lac Cr Invest
Bhubaneswar: Vedanta Group Chairman Shri Anil Agarwal met Chief Minister Shri Mohan Charan Majhi at Lok Seva Bhawan today to discuss new industrial projects, revealing plans for a massive capital investment of around ₹1 lakh crore in Odisha. This investment is expected to generate over 1 lakh direct and indirect employment opportunities across the state. The State Government assured...










