Odisha Gets Rare Earth Corridor

0

New Delhi: Finance Minister Nirmala Sitharaman has announced a strategic expansion of India’s critical minerals sector by proposing the establishment of dedicated rare earth corridors in Odisha, Kerala, Andhra Pradesh, and Tamil Nadu. Presenting the Union Budget for 2026–27 in Parliament, the minister detailed a roadmap to strengthen domestic processing and manufacturing capabilities for these essential elements. The initiative expands...

ରାଜ୍ୟରେ ୧୪,୩୬୧ ଟି ୫ଜି ବିଟିଏସ୍‍

0

ଭୁବନେଶ୍ୱର : ଡିଜିଟାଲ ଭାରତ ନିଧି (ଡିବିଏନ୍‍) ଏବଂ ଭାରତ ନେଟ୍‍ ପ୍ରକଳ୍ପରେ ରାଜ୍ୟରେ ଉନ୍ନତମାନର ଟେଲି ସେବା ଯୋଗାଣ ହେଉଥିବାବେଳେ ଗତବର୍ଷ ଶେଷ ସୁଦ୍ଧା ୧୪,୩୬୧ଟି ୫-ଜି ବିଟିଏସ୍‍ ସ୍ଥାପନ ହୋଇଛି । ରାଜ୍ୟରେ ଟେଲିଫୋନ୍‍ ସେବା ସଂକ୍ରାନ୍ତରେ ବିଜେଡି ସାଂସଦ ମୁନା ଖାଁ ରାଜ୍ୟସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଯୋଗାଯୋଗ ଓ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପେମାସାନି ଚନ୍ଦ୍ର ଶେଖର । କେନ୍ଦ୍ରମନ୍ତ୍ରୀ ଦେଇଥିବା ସୂଚନାରୁ ଜଣାଯାଇଛି ଯେ ବର୍ତ୍ତମାନ ସୁଦ୍ଧାର ରାଜ୍ୟର...

ଅଦାଲତ ଅବମାନନା ବରିଷ୍ଠ ଅଧିକାରୀଙ୍କ ପାଇଁ ଅଡୁଆ

0

ଭୁବନେଶ୍ୱର : ନ୍ୟାୟ ପାଇବାରୁ ବଞ୍ଚିତ ଲୋକେ ପ୍ରଶାସନ ବିରୋଧରେ ମାମଲା ଲଢ଼ି ଉଚ୍ଚ ନ୍ୟାୟାଳୟ ଏମିତିକି ସର୍ବୋଚ୍ଚ ନ୍ୟାୟାଳୟରୁ ଜିତିବା ପରେ ମଧ୍ୟ ବର୍ଷବର୍ଷ ଧରି ଅଦାଲତି ରାୟ କାର୍ଯ୍ୟକାରୀ ହେଉନଥିବାରୁ କ୍ରମଶଃ ଅଦାଲତ ଅବମାନନା ମାମଲା ଚାପ ବଢ଼ିବଢ଼ି ଚାଲିଛି । ଏଥିଯୋଗୁ ବିଭାଗୀୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ, ନିର୍ଦ୍ଦେଶକ ଓ କ୍ଷେତ୍ର ଅଧିକାରୀମାନେ ବାରମ୍ବାର ବ୍ୟକ୍ତିଗତ ଭାବେ ଅଦାଲତରେ ହାଜିରା ଦେବାକୁ ବାଧ୍ୟ ହେଉଛନ୍ତି । ଶେଷରେ ଗିରଫ, ଜରିମାନା ଓ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଭୟରେ ସରକାରୀ...

Dr.Murugesan New PCCF & HoFF

Bhubaneswar: The Government of Odisha has officially appointed Dr. K. Murugesan, a veteran Indian Forest Service officer of the 1994 batch, as the Principal Chief Conservator of Forests (PCCF) and Head of Forest Force (HoFF). This appointment, formalized through an order issued by the Department of General Administration and Public Grievances, marks a strategic move to strengthen the state’s...

OHPC Pacts With UBI

0

Bhubaneswar: In a significant move toward employee welfare, the Odisha Hydro Power Corporation Limited (OHPC) has formalised a partnership with Union Bank of India (UBI) to provide customized salary account benefits. The Memorandum of Understanding (MoU) was signed at Lokseva Bhawan in the presence of Shri Kanak Vardhan Singh Deo, Deputy Chief Minister for Agriculture & Farmers’ Empowerment and...

Ekamra Vatika Celebrates ‘Thrive’

0

Bhubaneswar: Ekamra Vatika Premier Pre-School on 31 January celebrated its annual function, titled 'Thrive,' in a vibrant display of talent, learning, and community spirit. The event served as a significant milestone for the institution, marking both a reflection on a successful year and a bold step forward into primary education. The ceremony commenced with a warm welcome from Shrimati Meghan...

୧୮ ମାସରେ ୯୧,୦୦୦ କୋଟି ଟଙ୍କା ଋଣ

0

ଭୁବନେଶ୍ୱର : ନିକଟରେ ବିଶ୍ୱ ବ୍ୟାଙ୍କ ସମୂହ ସଭାପତି ତାଙ୍କ ଟିମ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ମଧ୍ୟରେ ହୋଇଥିବା ବୈଠକକୁ ନେଇ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ ।  ଦଳର ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି, ଏହି ବୈଠକ କେବଳ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଓ ପ୍ରଗତି ସମ୍ୱନ୍ଧରେ ଔପଚାରିକ ଆଲୋଚନା ନା ବିଶ୍ୱ ବ୍ୟାଙ୍କ ଠାରୁ ଓଡିଶା ଋଣ କରିବା । ରାଜ୍ୟର ଅର୍ଥମନ୍ତ୍ରୀର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ହାତରେ ଥିବାବେଳେ, ସେ...

ଦୁବାଇ ଓ ସିଙ୍ଗାପୁରକୁ ବିମାନ ସେବା ଜାରି ରହିବ

0

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍ ଭୁବନେଶ୍ୱରରୁ ନିର୍ଦ୍ଦିଷ୍ଟ ଅନ୍ତର୍ଜାତୀୟ ବିମାନ ରୁଟ୍ ପାଇଁ ରାଜ୍ୟ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍‍) ସମର୍ଥନ ଜାରି ରଖିବା ଏବଂ ଯୁକ୍ତିଯୁକ୍ତ କରିବା ପାଇଁ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହି ପଦକ୍ଷେପର ଲକ୍ଷ୍ୟ ବିଶ୍ୱସ୍ତରୀୟ ସଂଯୋଗକୁ ବଜାୟ ରଖିବା ଏବଂ ବିମାନ ଚଳାଚଳ ମାଧ୍ୟମରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା। ପ୍ରସ୍ତାବ ଅନୁଯାୟୀ, ଭୁବନେଶ୍ୱରକୁ ଦୁବାଇ ଏବଂ ସିଙ୍ଗାପୁରକୁ ସଂଯୋଗ କରୁଥିବା ଇଣ୍ଡିଗୋ ଦ୍ୱାରା ପରିଚାଳିତ ବିମାନ ପାଇଁ ଭିଜିଏଫ୍‍ ସହାୟତା ଛଅ ମାସ ପାଇଁ...

ନିଆଁର ଆଁରେ ୪ହଜାର ହେକ୍ଟର ଜଙ୍ଗଲ

0

ଭୁବନେଶ୍ୱର : ନିଆଁ ଆଁରେ ବର୍ଷକୁ ୪ହଜାର ହେକ୍ଟରରୁ ଅଧିକ ଜଙ୍ଗଲ କ୍ଷତିଗ୍ରସ୍ତ ହେଉଛି । ଅନୁଗୁଳ, ବାରିପଦା, ବ୍ରହ୍ମପୁର, ଭବାନୀପାଟଣା, ଭୁବନେଶ୍ୱର, କୋରାପୁଟ, ରାଉରକେଲା ଓ ସମ୍ବଲପୁର ଜଙ୍ଗଲ ସର୍କଲରେ ଅଗ୍ନି ବିତ୍ପାତରେ ଜଙ୍ଗଲ କ୍ଷତିଗ୍ରସ୍ତ ହେଉଛି । ରାଜ୍ୟରେ ପ୍ରାୟ ୫୨ ହଜାର ହେକ୍ଟର ବର୍ଗ କିଲୋମିଟରର ଜଙ୍ଗଲ ରହିଥିବାବେଳେ ଗତବର୍ଷ ଗ୍ରୀଷ୍ମଋତୁରେ ଏଥିରୁ ସାଢେ ୪ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଛି । ଏହି ବର୍ଷ କୋରାପୁଟର ସର୍କଲର ନବରଙ୍ଗପୁର ବନଖଣ୍ଡରେ ୬୪୪ ହେକ୍ଟରରୁ ଅଧିକ ଜଙ୍ଗଲ...

ତମାଖୁ ବିଜ୍ଞପ୍ତିକୁ ନେଇ ଚଢଉକାରୀ ଦ୍ୱନ୍ଦରେ

0

ଭୁବନେଶ୍ୱର : ଗୁଟ୍‍ଖା ନିଷିଦ୍ଧ ପାଇଁ ରାଜ୍ୟ ସରକାର ନିଜ ବିଜ୍ଞପ୍ତିକୁ ନିଜେ ସଂଶୋଧନ କରିବାପରେ ଚଢଉ ଆରମ୍ଭ କରିଥିବା ସଂସ୍ଥାଗୁଡିକ ଭିତରେ ଦ୍ୱନ୍ଦ ସୃଷ୍ଟି ହୋଇଛି । କାହାକୁ ସେମାନେ ଏବେ ଜବତ କରିବେ ଓ କାହାକୁ ଛାଡିବେ ସେଥିଘେନି ସମସ୍ୟାରେ ପଡିଛନ୍ତି । କେବଳ ସେତିକି ନୁହେଁ, ଯେଉଁ ବ୍ରାଣ୍ଡ୍‍ରେ ଗୁଟ୍‍ଖା ଓ ନିକୋଟିନ୍‍ଯୁକ୍ତ ପାନମସଲାମାନ ପ୍ରସ୍ତୁତ ହେଉଛି ସେହି ବ୍ରାଣ୍ଡ୍‍ରେ ସାଧା ମୁଖବାସ ପ୍ରସ୍ତୁତ କରି ଖୋଲାଖୋଲି ଭାବେ ଗଣମାଧ୍ୟମରେ ଓ ରାସ୍ତାଘାଟରେ ସରକାରଙ୍କ ଆଖିଆଗରେ ମାଳ ମାଳ...