୧୧ହଜାର ଉପରେ କରୋନା

0

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ୧୧ହଜାର ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୨୧୪ ଏବଂ ସ୍ଥାନୀୟ ସଂକ୍ରମିତ ୪୮୮୫ ରହିଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୬୦ ଜଣଙ୍କୁ ଚିହ୍ନଟ କରାଯାଇଛି । ସୂଚନାଯୋଗ୍ୟ ଯେ ଚଳିତମାସ ୧୫ ତାରିଖରେ ରାଜ୍ୟରେ ୧୧,୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬ ଓ ୧୭ ତାରିଖରେ ଯଥାକ୍ରମେ ୧୦,୭୫୭...

Noted Writer Mohapatra No More

0

Bhubaneswar: Noted Writer, Thinker and Offset Printing Press Personality, Braja Sundar Mohapatra passed away at the age of 86 years due to prolonged illness, family sources said. Born on 29 November, 1935 at Biranarasinghpur Sasan in Puri District, Mohapatra is survived by his wife Sushma Mohapatra , four sons Partha Sarathi Mohapatra, Biswajit Mohapatra, Souvagya Mohapatra  and Debasish Mohapatra, Daughter...

Tripathy Heads Task Force

Bhubaneswar: Odisha Government has constituted State Level Task Force headed by Asit Tripathy, Principal Advisor to Chief Minister for Medical Oxygen Management. Due to prevailing COVID-19 Pandemic, it has brought to the fore the critical requirement of adequate production and stocking of Medical Oxygen at State Health Facilities for treatment of patients. ACS Health & Family Welfare, Pradipta Kumar Mohapatra has...

Steel Sector On LMO Mode

New Delhi: Steel Plants, across the country, belonging to the Public as well as the Private sectors, have been regularly supplying the life-saving Liquid Medical Oxygen (LMO) to the country. Minister of Steel and Petroleum and Natural Gas Dharmendra Pradhan, is monitoring the Oxygen movement regularly and the Steel Plants have undertaken a number of steps to fight the Covid-19...

କରୋନା ମାଡ଼ରେ ଗଣମାଧ୍ୟମ କ୍ଷତିଗ୍ରସ୍ତ

0

ଭୁବନେଶ୍ୱର : କରୋନାରେ ଗଣମାଧ୍ୟମ ଶିଳ୍ପ ସାଙ୍ଘାତିକ ଭାବେ ପ୍ରଭାବିତ ହୋଇଛି । ଏଯାବତ୍‍ ଗଣମାଧ୍ୟମ ସହ ଜଡ଼ିତ ଅନ୍ୟୁନ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ସଂକ୍ରମିତ ହୋଇସାରିଲେଣି । ଏଥିଯୋଗୁ ଖବରକାଗଜ ଠାରୁ ଆରମ୍ଭ କରି ବୈଦ୍ୟୁତିକ ଗଣମାଧ୍ୟମ ପର୍ଯ୍ୟନ୍ତ ଅତି ବିପଦଜ୍ଜନକ ସ୍ଥିତିରେ ରହି ମଧ୍ୟ ଜନସାଧାରଣଙ୍କୁ ଖବର ଯୋଗାଇବା କାମରେ ବ୍ରତୀ ଅଛନ୍ତି । କରୋନାକୁ ଲଗାମଛଡ଼ା ପ୍ରସାରଣର ମାଡ଼ ଏବେ ବିଭିନ୍ନ ସମ୍ବାଦପତ୍ର ପ୍ରତିଷ୍ଠାନ ଓ ଟିଭି ଚ୍ୟାନେଲଗୁଡ଼ିକରେ ଦେଖିବାକୁ ମିଳିଛି । ଭୁବନେଶ୍ୱରରୁ ରାଉରକେଲା...

କରୋନା ଉଜାଡିଲା ଏସ୍‍ଏଚ୍‍ଜି ବେପାର

0

ଭୁବନେଶ୍ୱର : ମିଶନ୍‍ ଶକ୍ତି ଅଧିନରେ ଥିବା ରାଜ୍ୟର ଲକ୍ଷାଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବେ କରୋନା ମାଡ଼ରେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ବିକ୍ରିବଟା ହୋଇପାରୁନଥିବା ବେଳେ ଋଣ କିଭଳି ସୁଝିବେ ସେହି ଚିନ୍ତାରେ ଅଛନ୍ତି । ରାଜ୍ୟରେ ଏବେ ୬ଲକ୍ଷରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀରେ ୭୦ଲକ୍ଷ ମହିଳା ଯୋଡ଼ିହୋଇ ରହିଛନ୍ତି । ଏମାନଙ୍କ ମଧ୍ୟରୁ ସଂଖ୍ୟାଧିକ ବ୍ୟାଙ୍କରୁ ଋଣ ଆଣି ଛୋଟ ମୋଟ ବ୍ୟବସାୟ କରିଥାନ୍ତି । ବିଶେଷକରି ଗାଁ ଗହଳର ମହିଳାମାନେ ଏକତ୍ରିତ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶିବ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ଅଳ୍ପଦିନ ତଳେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିବା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଆସନ୍ତା ଅକ୍ଟୋବର ପହିଲାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହିତ ମିଶିଯିବ । ସେପ୍ଟେମ୍ବର ୩୦ ତାରିଖ ପରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଆସନ୍ତା ସେପ୍ଟେମ୍ବର ୩୦ରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ବିଲୀନ...

କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତ ସମ୍ପର୍କରେ ସମୀକ୍ଷା କରିଥିଲେ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ କୋଭିଡ ସ୍ଥିତି  ଏବେ ନିୟନ୍ତ୍ରଣାଧୀନ ଅଛି ।  ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା...

State Extends Lockdown

Bhubaneswar: While there is rising trend of continuing with around 10,000 new COVID-19 cases daily, the  Odisha Government on Tuesday extended the ongoing lockdown with stricter restrictions by two more weeks till on 1 June .  Chief Secretary Suresh Chandra  Mahapatra announced this a day before the completion of the tenure of the first phase of lockdown at 5 am...

ଗଡ଼ିଲା ସଞ୍ଜୀବନୀ ରଥ

0

ରାଉରକେଲା : ରାଉରକେଲାରେ କୋଭିଡ୍ ଟିକାଦାନ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି । ଯେଉଁ ବ୍ୟକ୍ତିମାନେ ଶଯ୍ୟାଶାୟୀ ଅଛନ୍ତି କିମ୍ବା ଭିନ୍ନକ୍ଷମ ତଥା ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରେ ଟିକା ଦିଆଯିବ । ଏଥିପାଇଁ ମଙ୍ଗଳବାର ଦିନ "ସଞ୍ଜୀବନୀ ରଥ'ର ଶୁଭାରମ୍ଭ କରାଯାଇଛି । ଆରଜିଏଚ୍ ପରିସରରେ ଏହି ରଥକୁ ସ୍ଥାନୀୟ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଶୁଭାରମ୍ଭ କରିଥିଲେ । ଏହି...