ତଳମୁହାଁ ହେଉନି କରୋନା

0
Covid Crowd

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହେଉନି କରୋନା ଗ୍ରାଫ୍ । ଲଗାତର ୧୦ରୁ ୧୨ ହଜାର ଭିତରେ ଦୈନିକ ସଂକ୍ରମଣର ଧାରା ଜାରି ରହିଛି । ଆହୁରି ସପ୍ତାହେ ରହିବ ଏହି ଟ୍ରେଣ୍ଡ ଜାରିର ସୂଚନା ଦେବା ସହିତ ଲକଡାଉନକୁ ଅଧିକ କଠୋର କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ମେ'ପହିଲାରେ ୧୦ ହଜାର ୪୧୩ ପଜିଟିଭ୍ ପରେ ଲଗାତାର ୪ ଦିନ କମିଥିଲା ସଂକ୍ରମିତଙ୍କ ସଂଖ୍ୟା । ତେବେ ୭ ତାରିଖରେ ଦୈନିକ ସଂକ୍ରମଣ ୧୨ ହଜାର ପାର କଲା, ଆଉ ୧୪ ତାରିଖରେ...

ଜୁନ୍‍ ୧୫ଯାଏ ବଢିଲା ଶ୍ରୀମନ୍ଦିର କଟକଣା

ପୁରୀ: ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ଜାରି କଟକଣାକୁ ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ ଆସନ୍ତା ଜୁନ୍‍ ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଉପସ୍ଥିତ ଥିଲେ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମଇ ୫ତାରିଖରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ବର୍ତ୍ତମାନ ପୁରୀ ସମେତ ସମଗ୍ର ରାଜ୍ୟରେ କରୋନାର ଦ୍ୱିତୀୟ...

Nearly 66 Lakh Get Vax

0

Bhubaneswar: Over 65.68 lakh beneficiaries have been cumulatively vaccinated in State by Sunday, including 1220 beneficiaries at six active sites-- all Covaxin, in the 18-44 age group. ACS Health & Family Welfare Pradipta Kumar Mohapatra reviewed vaccination management with senior officials of the Department where it was revealed that as many as 65, 68, 649 beneficiaries have been vaccinated across...

PSUs Lead Covid Fight

0

Bhubaneswar: Public Sector Undertakings (PSUs) including NALCO under the Union Ministry of Mines are also leading from the front and contributing in the fight against COVID-19. From contributing financially towards establishing special dedicated COVID facilities to upgrading their own health infrastructure and conducting mass vaccination, Mines PSUs are continuously working to help fight the second wave of COVID-19. National Aluminum Company...

Covid Infects Primitive Tribals

0

Bhubaneswar: A large number of people belonging to different tribal communities of Odisha have been hit by the second wave of the COVID-19 pandemic, prompting a concerned state government to pay special attention to safeguard them. By Friday evening, there are reports of 44 members of the Particularly Vulnerable Tribal Group (PVTG) getting infected with COVID-19, Project Director of Odisha...

Devotee Curb In Srimandir

Puri: Keeping in view the surge of COVID-19 cases in Odisha and also in Puri, the authorities of Shree Jagannath Temple in the holy city on Sunday announced that the 12th century shrine would remain out of bounds for the public till 15 June. The famous temple is closed for the devotees since 5 May as a state-wide lockdown was...

ଅଧା ଦାମରେ କ୍ଷୀର ବିକ୍ରି

Milk Image

ଭୁବନେଶ୍ୱର : କରୋନା ପାଇଁ ଓମଫେଡ୍‍ ଦୁଗ୍ଧ ସଂଗ୍ରହ କରୁନଥିବାରୁ ଗାଁ ଗହଳର ଚାଷୀମାନେ ଏବେ ଅଧା ଦାମରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଲୋକଙ୍କୁ ଯାଚିକରି ଦେଉଛନ୍ତି । କ୍ଷୀର ଲିଟର ୨୦ ଟଙ୍କାରେ ଓ ପନିର କିଲୋ ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଲାଣି । ଏପରିକି ବାକିରେ ଦେବାକୁ ବି ଚାଷୀମାନେ ପଛାଉନାହାନ୍ତି । ଗାଈଗୋରୁଙ୍କୁ ଦାନା ଯୋଗାଇବା ପାଇଁ ଦୁଗ୍ଧ ଚାଷୀମାନେ ଏବେ ଘର ଘର ବୁଲି କ୍ଷୀର ବିକୁଥିବା ବେଳେ ଓମଫେଡ୍‍ କିନ୍ତୁ ଏକପ୍ରକାର ମୂକଦର୍ଶକ ସାଜିଛି...

ବିଜୁ ଯୁବ ଜନତା ଦଳର କୋଭିଡ୍ ପରିଚାଳନା ସମୀକ୍ଷା

0

ଭୁବନେଶ୍ୱର : ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ର ସାମାଜିକ ଅନୁଷ୍ଠାନ 'ଓଡ଼ିଶା ମୋ ପରିବାର' ସମସ୍ତ ସାମାଜିକ କାର୍ଯ୍ୟ କୁ ସମଗ୍ର ରାଜ୍ୟରେ  ତ୍ବରାନ୍ବିତ କରୁଅଛି।ଏହି ପରିପ୍ରେକ୍ଷୀରେ ଯୁବ ବିଜେଡ଼ି ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡ଼ଃ ବ୍ୟେମକେଶ ରାୟଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ପ୍ଲାଟଫର୍ମ ରେ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡ଼ଃ ରାୟ କହିଥିଲେ" ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ  ଙ୍କ ଦିଗଦର୍ଶନ ରେ  ବିଜୁ ଜନତା ଦଳ ର ସାମାଜିକ ପ୍ରତିବଦ୍ଧତା...

ବଢିପାରେ ଲକଡାଉନ୍‍ ଅବଧି

0

ଭୁବନେଶ୍ୱର : ରାଜ୍ୟ ସରକାର ଜାରି କରିଥିବା ଲକଡାଉନ୍‍ର ଅବଧି ଆସନ୍ତା ୧୯ତାରିଖରେ ସରିବାକୁ ଯାଉଥିବାବେଳେ ଏହାର ସମୟସୀମା ପୁଣି ବଢାଯାଇପାରେ ବୋଲି ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ଚାଲିଛି । ରାଜଧାନୀ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କରୋନା ସଂକ୍ରମଣର ସ୍ଥିତି ଯେଭଳି ଉଦ୍‍ବେଗଜନକ ରହିଛି ତାହାକୁ ରୋକିବାପାଇଁ କଠୋର କଟକଣା ସହ ଲକଡାଉନ୍‍ର ଆବଶ୍ୟକତା ରହିଛି ବୋଲି ବୈଜ୍ଞାନିକ ଓ ଡାକ୍ତରମାନେ ମତବ୍ୟକ୍ତ କରୁଥିବାବେଳେ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିର୍ଭରକରେ । ଏଠାରେ ଉଲ୍ଲେଖନୀୟ ଯେ ଗତବର୍ଷ ସାରା ଦେଶରେ...

ସବୁଦିନେ ଖୋଲା ରହିବ କଣ୍ଟ୍ରୋଲ ଦୋକାନ

ନୂଆଦିଲ୍ଲୀ : ପ୍ରତ୍ୟେକ ଦିନ କଣ୍ଟ୍ରୋଲ ଦୋକାନ ଖୋଲା ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ମହାମାରୀ ସମୟରେ ଲକଡାଉନ୍‍ ଯୋଗୁଁ କଣ୍ଟ୍ରୋଲ ଦୋକାନ ବନ୍ଦ ହେବା ଆଶଙ୍କା କରି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହି ମମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦିଆ ଯାଇଛି । ତଦୁନଯାୟୀ କଣ୍ଟ୍ରୋଲ ଦୋକାନ ଖୋଲା ରଖିବା ଏବଂ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା- ପିଏମଜିକେଏୱାଇ-୩ ତଥା ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ- ଏନଏଫଏସଏ...