ତୃତୀୟ ଥର ବାହାରିଲା ବଡ ଟ୍ୟୁମର

0

ଭୁବନେଶ୍ୱର : ଜଣେ ୩୪ ବର୍ଷୀୟ ମହିଳାଙ୍କର ତଳିପେଟରୁ ୧୦ କେଜିରୁ ଅଧିକ ଓଜନର ଟ୍ୟୁମର କାଢ଼ିବା ଭଳି ଜଟିଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜନ । ଗୁରୁବାର ଏହି ଅସ୍ତ୍ରୋପଚାର କରାଯାଇଛି ବୋ÷ଦ୍ଧ ଜିଲ୍ଲା ମନମୁଣ୍ଡା ଅଂଚଳର ମଧୁସ୍ମିତା ଦାନୀ ନାମକ ଏହି ମହିଳାଙ୍କର ୨୦୧୨ ଏବଂ ୨୦୧୬ରେ ଅନୁରୂପ ଭାବେ ସମ୍ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇ ପେଟରୁ ଟ୍ୟୁମର ବାହାର କରାଯାଇଥିଲା...

Vineel; New Special Secretary CMO

2005 Batch IAS R Vineel Krishna has been appointed as Special Secretary to Chief Minister. State Government on 1 January affected a minor reshuffle in the State Bureaucracy by appointing Mr.Krishna currently serving as the Managing Director of Odisha Mining Corporation (OMC). While serving in OMC he was handling additional charge of Director of Sports Department, Managing Director OMECL. He was also...

Mohapatra; New Chief Secretary

Top Mandarin, Suresh Chandra Mohapatra has taken over as 44th Chief Secretary of Odisha. 1986 Batch IAS, Mr.Mohapatra was Development Commissioner of Odisha. Born at Kansar village in Deogarh district in 1962, Mr.Mohapatra belongs to Keonjhar district. He passed matriculation from DN High School Keonjhar, B Sc. from Ravenshaw college in 1982 and MSc Tech Applied Geology from ISM Dhanbad in 1985. Joined...

ଦାୟିତ୍ୱ ନେଲେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର

ଭୁବନେଶ୍ୱର : ନୂଆବର୍ଷରେ ଆଜି ନୂଆ ମୁଖ୍ୟ ଶାସନ ସଚିବ ଭାବେ ୧୯୮୬ ବ୍ୟାଚ୍‍ର ବରିଷ୍ଠ ଆଇଏସ୍‍ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବାହ୍ନରେ ଲୋକସେବାଭବନକୁ ଆସି ଶ୍ରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଥିବାବେଳେ ୧୯୮୯ ବ୍ୟାଚ୍‍ର ବରିଷ୍ଠ ଆଇଏଏସ୍‍ ଅଫିସର ପ୍ରଦୀପ କୁମାର ଜେନା ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ଡିସେମ୍ବର ୩୧ ତାରଖରେ ମୁଖ୍ୟ ଶାସନ ସଚିବ ପଦରୁ ଅସିତ କୁମାର ତ୍ରିପାଠୀ ଅବସଗର ଗ୍ରହଣ କରିଥିଲେ । ପୂର୍ବ ଘୋଷଣା...

2020; A Year Never Before

0

Everybody in Odisha and India would not like to remember the life-time experience they had in the past 300 days.  It was mostly a year “never before”. This is the sentence uttered by one and all, from poor to rich and from children to elderly persons. Even the centurions say 2020 was a “never before’ year. The dangerous virus emanating from China...

ମଇ ୪ରୁ ସିବିଏସ୍‍ଇ ବୋର୍ଡ ପରୀକ୍ଷା

0

ନୂଆଦିଲ୍ଲୀ : ଆସନ୍ତା ବର୍ଷ ମଇ ୪ ତାରିଖରୁ ସିବିଏସ୍‍ଇ ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ । ଏହା ଜୁନ୍‍ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମାର୍ଚ୍ଚ ପହିଲାରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ତେବେ ଜୁଲାଇ ୧୫ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ । ତେବେ ଏହି ପରୀକ୍ଷା ପୂର୍ବଭଳି ଅଫ୍‍ଲାଇନ୍‍ରେ ହେବବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି...

SCB To Turn AIIMS Plus

0

Sriram Chandra Bhanj (SCB) Medical College and Hospital will turn into a World Class Health Care Instituion. Chief Minister Naveen Patnaik has announced that his Government will spend Rs 3,500 crore for the SCB Medical College and Hospital in Cuttack. Mr.Patnaik chaired a High Level Review Meeting of the Mammoth Project here on 31 December. Secretary to CM VK Pandian moderated...

ସମନ୍ୱିତ କୃଷି କାର୍ଯ୍ୟ ଆୟବୃଦ୍ଧିରେ ସହାୟକ

0

ରାଜ୍ୟ ସରକାର କୃଷକମାନଙ୍କର ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ନିମନ୍ତେ କୃଷି ନୀତି-୨୦୨୦ ‘ସମୃଦ୍ଧି’ ସମେତ ଅନେକ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରିଛନ୍ତି । ଏହାର ସଫଳ ରୂପାୟନ ଓ ଚାଷୀମାନଙ୍କୁ ଏହାର ଲାଭ ପହଞ୍ଚାଇବା ଦିଗରେ ଗ୍ରାମ୍ୟ କୃଷିକର୍ମୀମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ବୋଲି କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ଆଜି ଭର୍ଚୁଆଲ୍‌ ମାଧ୍ୟମରେ ଆୟୋଜିତ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଅନ୍ତର୍ଗତ ୧୦ଟି ଜିଲ୍ଲାର...

Dry Run For Vaccination

0

Odisha Government has requested the Union Government to provide Information Technology (IT) Platform to conduct dry run in all 30 District Headquarters Hospitals along with State Headquarters. ACS Health & Family Welfare, PK Mohapatra has brought to the attention of Union Secretary Health & Family Welfare in this regard. Today, the Union Health Secretary Rajesh Bhusan chaired a high-level meeting with...

ସାରା ରାଜ୍ୟରେ ରାତ୍ରୀ କର୍ଫ୍ୟୁ

0

ଭୁବନେଶ୍ୱର : କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହୋଇଛି । ୩୧ ତାରିଖ ରାତି ୧୦ଟାରୁ ଏକ ତାରିଖ ସକାଳ ୫ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ଏହି ରାତ୍ରୀକାଳୀନ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବା ବାଦ ପଡିବ । ଔଷଧ ଦୋକାନଗୁଡିକ ଖୋଲା ରହିବା ସହିତ ଜରୁରୀକାଳୀନ ପରିବହନ ସେବା ହୋଇପାରିବ । ଗଣମାଧ୍ୟମ ଦପ୍ତର ଓ...