ଅଙ୍ଗନବାଡ଼ିକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର : କେବଳ ଛୋଟପିଲା ଏବଂ ଗର୍ଭବତୀ ମା’ମାନଙ୍କ ପୋଷଣ ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ନୁହେଁ, କୋଭିଡ୍ ପରିସ୍ଥିତି ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରିଚାଲିଛନ୍ତି । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ହେଉ କିମ୍ବା ଗୃହ ପୃଥକବାସ ବା କ୍ୱାରାଣ୍ଟାଇନ୍ ପରିଚାଳନା ହେଉ ସବୁଥିରେ ସେମାନେ ଖୁବ୍ ଭଲ କାମ କରୁଛନ୍ତି । ଆସନ୍ତା ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଏବଂ ଗୁରୁତର ରୋଗ...
ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ବଙ୍ଗୋପ ସାଗରରେ ଆସନ୍ତା କାଲି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶାରେ ଆସନ୍ତା ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ। ଏହି ଲଘୁଚାପ ଘୂର୍ଣ୍ଣିଝଡ଼ ରେ ପରିଣତ ହେଲେ ମେ ୨୬ ତାରିଖରେ ଏହା ଓଡିଶା-ପଶ୍ଚିମ ବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି | ପାଣିପାଗର ଆକଳନ ଅନୁଯାୟୀ ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା...
ସମରେ ବିରଳ ଅସ୍ତ୍ରୋପଚାର
ଭୁବନେଶ୍ୱର : ଏକ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ବିରଳ ଜନ୍ମଗତ ତ୍ରୁଟି ଥିବା ମାତ୍ର ୧୨ ଦିନର ନବଜାତ ଶିଶୁର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିଛନ୍ତି ଇନ୍ଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ଡାକ୍ତର । ଶିଶୁଟିର ଜନ୍ମରୁ ହିଁ ନିଶ୍ୱାସ ନେବାରେ ସମସ୍ୟା ରହିଥିଲା । ଶିଶୁ ଶରୀରର ଛାତି ଓ ପେଟ ମଧ୍ୟରେ ଥିବା ଡାୟାଫ୍ରାମ ରେ ଏକ ବଡ଼ ଛିଦ୍ର ଥିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିଲା । ଏହା ଏକ ଜନ୍ମଗତ ତ୍ରୁଟି ହୋଇଥିବା ବେଳେ...
କରୋନା ମୃତ୍ୟୁରେ ନୂଆ ରେକର୍ଡ
ଭୁବନେଶ୍ୱର : କରୋନା ମୃତ୍ୟୁରେ ଓଡିଶା ନୂଆ ରେକର୍ଡ କରିଛି । ୨୪ଘଣ୍ଟାରେ ରାଜ୍ୟରେ ୨୭ଜଣଙ୍କ ଜୀବନ ଯାଇଛି ଯାହାକି ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୨୪୩୦ରେ ପହଞ୍ଚିଛି । ମୃତ୍ୟୁବରଣ କରିଥିବା ୨୭ଜଣଙ୍କ ମଧ୍ୟରେ ଖୋରଧା ଓ କୋରାପୁଟରେ ୪ଜଣ କରି ଥିବାବେଳେ ସୁନ୍ଦରଗଡ, ରାୟଗଡା ଓ ନୂଆପଡାରୁ ୩ଜଣ କରି ଏବଂ କଳାହାଣ୍ଡି, ସୋନପୁର, ନବରଙ୍ଗପୁର, ଝାରସୁଗୁଡା, ଗଜପତି, ବୌଦ, ବଲାଙ୍ଗିର, ବରଗଡ ଓ ପୁରୀ ଜିଲ୍ଲାରୁ...
State Facilitates Paperless Loan Journey
Bhubaneswar: 5T Charter of Government of Odisha emphasizes on the public service delivery in a transparent, hassle-free & time-bound manner using technology to bring transformation in Governance. Bishnupada Sethi, Principal Secretary Revenue & Disaster Management reviewed the program which aims to reduce the physical interface between Citizens & Government offices and to deliver service in online mode. Dematerialization of e-Stamp...
Bio Bubble For Ratha Khala
Puri: Puri district administration is all set to create a bio-bubble at the ‘Ratha Khala’ (construction site of the chariots for the world-famous annual Rath Yatra of Lord Jagannath and his siblings on the Badadanda-Grand Road) to protect the artisans engaged in the construction of chariots. Puri Collector Samarth Verma has taken a decision for the creation of a bio-bubble...
No Mucormycosis Epidemic In Odisha
Bhubaneswar: The State Government Thursday decided to include Mucormycosis (Black Fungus) as a notifiable disease under the Epidemic Diseases Act -1897 in view of the reported rise in the incidence of Mucormycosis (Black Fungus) amongst the COVID- 19 patients who were under Cortico Steroids and other Immunosuppressive drugs and also among the patients in the post COVID period across...
ଭୋକ ମେଣ୍ଟାଉଛି ଆହାର କେନ୍ଦ୍ର
ଭୁବନେଶ୍ୱର : ଲକ୍ଡାଉନ୍ ସମୟରେ ଏବେ ଲୋକଙ୍କ ଭୋକ ମେଣ୍ଟାଉଛି ଆହାର କେନ୍ଦ୍ର । ବିଶେଷକରି ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଅନେକ ଗରିବ ଲୋକଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି । କରୋନାର ଦ୍ୱିତୀୟ ସଂକ୍ରମଣ ତୀବ୍ର ହୋଇଥିଲେ ମଧ୍ୟ ଲୋକଙ୍କ ଆବଶ୍ୟକତାକୁ ଚାହିଁ ସରକାର ରାଜ୍ୟରେ ଥିବା ସମସ୍ତ ଆହରକେନ୍ଦ୍ର ଚଳାଇବାକୁ ନିଷ୍ପତ୍ତି ନେଇଥିଲେ । ଚଳିତ ମାସ ୫ତାରିଖରୁ ଲକ୍ଡାଉନ୍ ଆରମ୍ଭ ଦିନ ଠାରୁ ହିଁ ଆହରକେନ୍ଦ୍ରଗୁଡିକ ଖୋଲିଥିଲା । ତେବେ କର୍ତ୍ତୃପକ୍ଷ ସଂକ୍ରମଣକୁ ଦୃଷ୍ଟିରେ ଏହି...
କରୋନାରେ ନିଶାବେପାରୀ ମାଲେମାଲ
ଭୁବନେଶ୍ୱର : କରୋନା ଜନିତ ଲକ୍ଡାଉନ୍ ଓ ସଟ୍ଡାଉନ୍ ପାଇଁ ଅନେକ ଲୋକଙ୍କ ଜୀବିକା ବୁଡି ଯାଉଥିବାବେଳେ ନିଶାବେପାରୀମାନେ କିନ୍ତୁ ମାଲେମାଲ । ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଠାରୁ ଆରମ୍ଭ କରି ଚୋରାମଦ ଗଞ୍ଜେଇ, ବ୍ରାଉନସୁଗାର ଆଦିର ବେପାର ଏହି ସମୟ ଭିତରେ ଜୋରଦାର ଚାଲିଥିବା ଦେଖିବାକୁ ମିଳୁଛି । କରୋନା ପାଇଁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ତେଜରାତି, ପନିପରିବା ଆଦି ଦୋକାନ ଖୋଲା ରହୁଥିବାବେଳେ ଔଷଧ ଦୋକାନ କିନ୍ତୁ ୨୪ଘଣ୍ଟା ଖୋଲା । ତେବେ ହୋମ ଡେଲିଭରୀ ନାଁରେ ଘରେ ଘରେ...
State Alerts 4 Coastal Districts
Bhubaneswar: ACS Disaster Management and Special Relief Commissioner Pradeep Jena said that though the India Meteorological Department (IMD) yesterday predicted the formation of a possible Cyclonic Storm over the northern Bay of Bengal by 25 May, which may move northwestwards and touch the coastal areas around May 26, the exact location of landfall is yet to be ascertained. Mr.Jena said...










