ଉପକୂଳ ରାଜପଥ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ଓପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଥିବା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର ଉପକୂଳ ରାଜପଥ ନେଇ ଥିବା ସମସ୍ୟା ତଥା ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପରକାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ତଥା ଅନୁମତି ଦେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,...
Vaccination For FLWs From 6 FEB
Bhubaneswar: Odisha Government has decided to commence COVID-19 Vaccination for the Front Line Workers from 6 February, 2021. As on date, the database of more than 1.92 Lakh Front Line Workers (FLW)s have been uploaded on Co-WIN Portal in Odisha. Accordingly ACS Health & Family Welfare, Pradipta Kumar Mohapatra has directed all District Collectors, Municipal Commissioners and CDM & PHOs to...
IPICOL Submits Evidence Of Reforms
Bhubaneswar: Hemant Sharma, Principal Secretary Industries and Chairman IPICOL is happy as IPICOL has successfully completed submission for the State of Odisha the evidence of Reforms. Reforms are implemented under State Reform Action Plan (SRAP) - 2020 as stipulated by Department of Promotion of Industries and Internal Trade (DPIIT), Government of India. SRAP is a list of 301 recommendations to be...
GST Collection Records Highest Growth
Bhubaneswar: Odisha has recorded a growth of 25.30 Percent in gross GST collection (CGST, IGST, SGST & Cess) during January 2021 with collection of Rs. 3137.45 Crore against Rs. 2503.97 Crore during the corresponding period of 2020. Thanks to overdrive of Commercial Tax (CT) and GST Commissioner Sushil Kumar Lohani this is also the highest collection as well as highest...
ସମରେ ନୂତନ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ
ଭୁବନେଶ୍ୱର: ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସପିଟାଲର ୧୪ ତମ ଏମ.ବି.ବି.ଏସ (୨୦୨୦-୨୧) ବ୍ୟାଚର ନୂତନ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କର ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆଇ.ଏମ.ଏସ. ଆଣ୍ଡ ସମ୍ ହସପିଟାଲର ଡିନ୍ ପ୍ରଫେସର ଡ. ଗଙ୍ଗାଧର ସାହୁ, ଅଧିକ୍ଷକ ପ୍ରଫେସର ଡ.ଃ ପୁଷ୍ପରାଜ ସାମନ୍ତ ସିଂହାର, ଆଡିସନାଲ ଡିନ୍...
Urban Officials On 5T Alert
Bhubaneswar Principal Secretary Housing and Urban Development, G Mathivathnan has warned Urban Officials to perform as per 5T Initiatives failing which Administrative Action will be initiated. A Review Meeting of Urban Local Bodies pertaining to four districts , Balasore , Bhadrak , Keonjhar and Mayubhanj was held on 2 February at Balasore. Principal Secretary, Housing & Urban Development Mr.Mathivathnan chaired the...
Handholding Support For Agri-Business
Bhubaneswar: Asit Tripathy Principal Advisor to Chief Minister and Chairman WODC directed the officials of the Department of Agriculture and Farmers’ Empowerment to focus on agri-business and argo-enterprises. He gave this direction while reviewing such programs of the Agriculture and allied Sector in Krushi Bhawan wherein Additional Chief Secretary and Production Commissioner Raj Kumar Sharma outlined the issues for discussion....
ନିର୍ମାଣ ବର୍ଜ୍ୟ ପରିଚାଳନା ଯୋଜନା ପ୍ରସ୍ତୁତ
ଭୁବନେଶ୍ୱର : ସହରାଞ୍ଚଳରେ ତିଆରି ହେଉଥିବା ଏବଂ ଭଙ୍ଗା ଯାଉଥିବା ଘରୁ ବାହାରୁଥିବା ନିର୍ମାଣ ବର୍ଜ୍ୟରୁ ଏବେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି ହେବ । ବିଶେଷକରି ଏଥିରୁ ରଙ୍ଗ ବେରଙ୍ଗର ଟାଇଲ୍, ଇଟା ଆଦି ପ୍ରସ୍ତୁତ ହୋଇ ପୁଣି ବଜାରକୁ ଆସିବ । ସ୍ୱୟଂ ସହାୟକ ଗୋଷ୍ଠି, କିନ୍ନର ଆଦିଙ୍କ ଜରିଆରେ ଏହି କାର୍ଯ୍ୟ କରିବାପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏ ନେଇ ବିସ୍ତୃତ ଯେଜାନା ପ୍ରସ୍ତୁତ ହେବାପରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଗୃହ ଓ ନଗର...
ଏମ୍ଏସ୍ଏମ୍ଇ ପାଇଁ ୩ଗୁଣ ଅର୍ଥ ବରାଦ
ନୂଆଦିଲ୍ଲୀ : କର୍ମଯୋଗାଣକୁ ଅଧିକ ପ୍ରୋତ୍ସାହନ ଦେବାପାଇଁ କେନ୍ଦ୍ରୀୟ ବଜେଟ୍ରେ ଅଣୁ, କ୍ଷୁଦ୍ର ଓ ମଧ୍ୟ (ଏମ୍ଏସ୍ଏମ୍ଇ) କ୍ଷେତ୍ର ପାଇଁ ୩ଗୁଣ ଅଧିକ ଅର୍ଥ ବରାଦ ହୋଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ବଜେଟ୍ରେ ୧୦ହଜାର କୋଟି ଟଙ୍କା ଅଧିକ ବଢିଛି । ୨୦୨୦-୨୧ ବର୍ଷରେ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ବଜେଟ୍ରେ ୫୬୬୬୪.୨୨ କୋଟି ଟଙ୍କା ବରାଦ ହୋଇଥିବାବେଳେ ଚଳିତ ବଜେଟ୍ରେ ଏହା ୧୫,୬୯୯.୬୫ କୋଟି ରହିଛି । ସେହିଭଳି ବଜେଟ୍ରେ ପିଏମ୍ଇଜିପି ପାଇଁ ୧୨,୪୯୯.୭୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।...
ନବମ ଏକାଦଶରେ ସକାଳୁଆ ପାଠପଢା
ଭୁବନେଶ୍ୱର : ସରକାର ନବମ ଏବଂ ଏକାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକୁ ଫେବୃଆରୀ ୮ ତାରିଖଠାରୁ ଖୋଲିବା ପାଇଁ ସ୍ଥିର କରିଛନ୍ତି । ନବମ ଓ ଏକାଦଶ ଶ୍ରେଣୀ ପାଇଁ ସୋମବାରଠାରୁ ଶନିବାର ଯାଏଁ ପ୍ରତ୍ୟହସକାଳ ୮.୩୦ଠାରୁ ୧୦.୩୦ ପର୍ଯ୍ୟନ୍ତ ତିନୋଟି ପିରିୟଡ୍ ହେବ । ଏହା ମଧ୍ୟରେ କୌଣସି ମଧ୍ୟାନ୍ତର ହେବନାହିଁ । ନବମ ଓ ଏକାଦଶ ଶ୍ରେଣୀ ପାଇଁ ମାର୍ଚ୍ଚ ୨୦୨୧ର ଦ୍ୱିତୀୟ ସପ୍ତାହରେ ଏକ ୟୁନିଟ୍ ପରୀକ୍ଷାକରାଯିବ । ବାର୍ଷିକ ପରୀକ୍ଷା ଅପ୍ରେଲ ମାସର ଶେଷ ସପ୍ତାହରେ କରାଯିବାର ଯୋଜନା...