State Allows Online Building Plan Approval

0

Bhubaneswar: Yet another transformative initiative under the 5T initiative, the Online Building Plan Approval System (OBPAS) under Sustainable Urban Service in a Jiffy by Odisha Government (SUJOG) was launched today by Pratap Jena, Minister, Housing & Urban Development. This transformative e-Gov initiative is intended to provide the most advanced ICT enabled services to the citizens of Urban Odisha. Online Building Plan...

COVID Test For Lawmakers

0

Bhubaneswar: All the Lawmakers, their Personal Security Officers (PSO), Drivers,  Officers and Staff of Odisha Legislative Assembly (OLA) will have to undergo a Mandatory COVID-19 Test before the commencement of the Budget Session from 18 February. Budget Session of OLA begins from 18 February and will continue till 9 April, 2021. Speaker Surjya Narayan Patro has directed to observe precautionary measures during...

Insight To Split Cord Malformations

0

Bhubaneswar: A referral book on Split Cord Malformations, authored by eminent neurosurgeon Prof. (Dr.) Ashok Kumar Mahapatra, was released by Prof. Manojranjan Nayak, Founder President of Siksha ‘O’ Anusandhan (SOA) at a simple function here on Thursday. Published by Thieme, the book provides deep insight into SCM, a rare condition caused by a disorder that occurs at the embryonic stage...

ସ୍ପ୍ଲିଟ୍ କର୍ଡ ମାଲଫରମେସନ୍ ପୁସ୍ତକ ଉନ୍ମୋଚିତ

0

ଭୁବନେଶ୍ୱର : ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର (ଡ.) ଅଶୋକ କୁମାର ମହାପାତ୍ରଙ୍କ ଦ୍ୱାରା ଲିଖିତ ‘ସ୍ପ୍ଲିଟ୍ କର୍ଡ ମାଲ୍‌ଫରମେସନ୍‌’ ପୁସ୍ତକକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ଉନ୍ମୋଚନ କରିଛନ୍ତି । ଥିମ୍ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ସ୍ପ୍ଲିଟ୍ କର୍ଡ ମାଲଫର୍ମେସନ୍ (ଏସ୍‌ସିଏମ୍‌) ସମ୍ପର୍କରେ ଗଭୀର ଆଲୋକପାତ କରାଯାଇଛି । ଏହା ଏକ ବିରଳ ସ୍ୱାସ୍ଥ୍ୟଗତ ଅବସ୍ଥା ଯାହା ଗର୍ଭସଂଚାର ପରେ ପରେ ସୃଷ୍ଟି ହୋଇଥାଏ । ଏଥିରେ ସୁଷୁମ୍ନାକାଣ୍ଡ (ସ୍ପାଇନାଲ୍ କର୍ଡ) ଦୁଇ ଭାଗ...

Timeline Set For Urban Projects

0

Bhubaneswar: Principal Secretary Housing and Urban Development, G Mathivathanan has stressed upon proper execution of developmental project in a time bound manner. Mr.Mathivathanan, known for his strict discipline and honest approach for work was taking up Review and Monitoring of the activities being undertaken by the Urban Local Bodies in different towns and cities of the State. Given thrust by Housing...

ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଉପରେ ଗୁରୁତ୍ୱ

0

ଭୁବନେଶ୍ୱର : ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରାଜ୍ୟର ପୌରାଚଂଳଗୁଡିକରେ ହେଉଥିବା ବିକାଶ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଲାଗି ତଦାରଖ ଓ ସମୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ୫-ଟି ଆଧାରରେ କାର୍ଯ୍ୟ ସମ୍ପାଦନ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଆଜି ଲୋକସେବାଭବନର ନୂତନ ସମ୍ମିଳନୀ କକ୍ଷରେ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ ୫ ଟି ଜିଲ୍ଲା , ପୁରୀ , ଖୋର୍ଦ୍ଧା , ନୟାଗଡ , ସୋନପୁର ଓ ବୌଦ୍ଧ ଜିଲ୍ଲାର ସମସ୍ତ ପୌରସଂସ୍ଥାର ସମୀକ୍ଷା ଅସରରେ...

ସ୍ମାର୍ଟ ଜନପଥକୁ ଦୋକାନ ଆଲୁଅ ଭରସା

0

ଭୁବନେଶ୍ୱର : ରାଜଧାନୀର ସ୍ମାର୍ଟ ଜନପଥକୁ ଏବେ ଦୋକାନୀଙ୍କ ଆଲୁଅ ଭରସା । ଦୋକାନୀ ଆଲୁଅ ଲଗାଇଲେ ଜନପଥର ରାସ୍ତା ଆଲୋକିତ ହେଉଛି । ନହେଲେ ସଞ୍ଜ ପହରୁ କିଟିକିଟି ଅନ୍ଧାର । ସ୍ମାର୍ଟ ଜନପଥର ଏଭଳି ଅବସ୍ଥା ଦେଖିବାକୁ ମିଳିଛି ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ । ଏହି ରାସ୍ତାର ଗୋଟିଏ ପଟେ ତିଆରି ହୋଇଛି ପାର୍କିଂ ସ୍ଥାନ, ଲନ୍‍ ସହିତ ବିଭିନ୍ନ ପ୍ରକାର ବୃକ୍ଷରୋପଣ ହୋଇଛି । ଆକର୍ଷଣୀୟ ଖୁଣ୍ଟରେ ଦାମୀ ଲାଇଟ୍‍ ବି ଲାଗିଛି । ହେଲେ ଏହା ଜଳୁନାହିଁ ।...

ସତ୍‌ସଙ୍ଗ ମାନବ ଜୀବନ ପାଇଁ ଭ୍ୟାକସିନ୍ ସଦୃଶ

0

ନୂଆଦିଲ୍ଲୀ : ସାମ୍ପ୍ରତିକ ସମୟରେ ସମଗ୍ର ମାନବ ଜାତିକୁ କରୋନା ମହାମାରୀ ରୂପକ ସମସ୍ୟାକୁ ସମାଧାନ କରିବା ପାଇଁ ଯେପରି ଭାବରେ ଭ୍ୟାକସିନ ଉପଯୋଗୀ ହୋଇଛି ସେହିପରି ବସ୍ତୁବାଦୀ ଦୁନିଆରେ ମାନବ ଜୀବନକୁ ଆଧ୍ୟାତ୍ମିକ ଚେତନାରେ ଯୋଡ଼ିବା ପାଇଁ ସତ୍‌ସଙ୍ଗ ହିଁ ଆଜିର ଦିନରେ ଭ୍ୟାକସିନ୍ ସଦୃଶ ହୋଇଛି ବୋଲି ଶୁକ୍ରବାର ପୁରୁଷୋତମ ଠାକୁର ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ୧୩୩ତମ ପବିତ୍ର ଜନ୍ମୋତ୍ସବରେ ଭୁବନେଶ୍ୱର କଲ୍ୟାଣପୁର ସତ୍‌ସଙ୍ଗ କେନ୍ଦ୍ର ସ୍ୱସ୍ତିବନ ପକ୍ଷରୁ ଆୟୋଜିତ ଭର୍ଚୁଆଲ ସତସଙ୍ଗ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ସାମିଲ ହୋଇ କହିଛନ୍ତି...

Sethi On Strengthening State Achieves

0

Principal Secretary Odia Language, Literature and Culture, Bishnupada Sethi stressed on strengthening Odisha State Archives and urged for focusing on digitization of paper records. Mr.Sethi was speaking at a ceremony organized to celebrate Archives Week. He stressed upon that the crucial documents need to be preserved and the records in shape of volumes, loose sheets, files, old gazettes, maps and newspapers...

ଚିଲାକାରେ ହେବ ସାମୁଦ୍ରିକ ଶୈବାଳ ଚାଷ

0

ଭୁବନେଶ୍ୱର : ଚିଲିକା ହ୍ରଦରେ ଲାଭଜନକ ସାମୁଦ୍ରିକ ଶୈବାଳ ଚାଷ ପାଇଁ ମଡେଲ ଫାର୍ମ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ସ୍ଥିର କରିଛନ୍ତି । ବ୍ୟବସାୟିକ ଦୃଷ୍ଟିରୁ ଲାଭଜନକ ଏହି ସାମୁଦ୍ରିକ ଶୈବାଳ ପ୍ରାୟ ଏକ ହେକ୍ଟର ପରିମିତ ଅଞ୍ଚଳରେ ଚାଷ କରାଯିବ । ବ୍ୟବସାୟିକ ସାମୁଦ୍ରିକ ଶୈବାଳ ଯଥା ଗ୍ରାସିଲାରିଆଭେରୁକୋସା ଏବଂ ଉଲ୍‍ଭା ଲିଞ୍ଜା ଓରଫ୍‍ ଉଲ୍‍ଭା ପ୍ରୋଲିଫେରାଇନ୍‍ ପ୍ରଜାତିର ଶୈବାଳ ଚିଲିକାରେ ଚାଷ ହେବ । ଭାରତର ଟେକ୍ନୋଲୋଜି ଇନଫର୍ମେସନ ଫୋରକାଷ୍ଟିଂ ଏବଂ ଆସେସମେଣ୍ଟ କାଉନସିଲ (ଟିଆଇଏଫଏସି) ସାମୁଦ୍ରିକ ଶୈବାଳ ମିଶନ...