Odisha Adopts Fiscal Reforms; Guv

0

Bhubaneswar: In order to enhance Fiscal Stability and Budget Performance Odisha Government has taken up a series of reforms in Public Financial Management based on Global Best Practices. Governor Prof.Ganeshi Lal has said while addressing Odisha Legislative Assembly while inaugurating Budget Session of the House. He said these reforms include the introduction of a Medium-Term Fiscal Framework (MTFF) with a three-year...

ସମ୍ବଳ ସଂଗ୍ରହରେ ଓଡିଶା ପଛରେ

0

ଭୁବନେଶ୍ୱର : ସଂସ୍କାର ପ୍ରତି ବିମୁଖ ଓଡିଶା ଅତିରିକ୍ତ ସମ୍ବଳ ସଂଗ୍ରହ କରିବା କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ବହୁ ପଛରେ ପଡିଗଲାଣି । ବିଭିନ୍ନ ରାଜ୍ୟମାନେ ସଂସ୍କାର ଯୋଜନାଗୁଡିକୁ କାର୍ଯ୍ୟକାରୀ କରି ୮୬ହଜାର କୋଟିରୁ ଅଧିକ ଅତିରିକ୍ତ ସମ୍ବଳ ସଂଗ୍ରହ ପାଇଁ ସକ୍ଷମ ହୋଇଥିବାବେଳେ ଓଡିଶା ମାତ୍ର ଦେଢ ହଜାର କୋଟିରେ ସୀମିତ ରହିଛି । କୋଭିଡ ମହାମାରୀ ଯୋଗୁଁ ରାଜ୍ୟମାନଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡିଥିବା ଯୋଗୁଁ କେନ୍ଦ୍ର ସରକାର ୪ଟି ସଂସ୍କାର ଯୋଜନାକୁ କାର୍ଯ୍ୟକାରୀ କରି ଏଥିପାଇଁ ଅତିରିକ୍ତ ଋଣ...

କାମରେ ଆସୁନି ଜିଏ ଆବଣ୍ଟିତ ପ୍ଲଟ୍‍

0

ଭୁବନେଶ୍ୱର : ରାଜଧାନୀର ନିଳାଦ୍ରୀବିହାର ଅଞ୍ଚଳରେ କୋଟି କୋଟି ଟଙ୍କାର ସରକାରୀ ଜମି ଜବରଦଖଲକାରୀଙ୍କ କବ୍‍ଜାକୁ ଚାଲିଯାଉଥିବା ବେଳେ ଏଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ଉଠୁଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ନିଳାଦ୍ରୀବିହାର ଅଞ୍ଚଳର ବି-୧୩୧ ନମ୍ବର ନକ୍ସାରେ ୨୩୩ଟି ବାସପୋଯୋଗୀ ପ୍ଲଟ୍‍ ଲଟେରୀ ମାଧ୍ୟମରେ ଆବଣ୍ଟନ କରିଥିଲେ । ଏଥିମଧ୍ୟରୁ ଅଧିକାଂଶ ଆବଣ୍ଟିତ ପ୍ଲାଟ୍‍ରେ ଘର ତିଆରି କରି ଲୋକେ ରହୁଥିବା ବେଳେ ଆଉ କେତେକ ପ୍ଲଟ୍‍କୁ ଆପାର୍ଟମେଣ୍ଟ...

Reforms Sops Elude State

0

Bhubaneswar: While Odisha has taken lead in bringing in reforms to attract investment, it continues to ignore adoption of other three Citizen Centric Reforms, which will not only help out the citizens, but also attract bigger borrowing limits as stipulated by Centre. In fact, it was expected that Odisha will be adopting all four Citizen Centric Reforms as the State...

୫ବର୍ଷରେ ସାଢେ ୭ ଲକ୍ଷ କୋଟି ପୁଞ୍ଜିନିବେଶ

0
Modi Photo

ନୂଆଦିଲ୍ଲୀ : ଭାରତ ସରକାର ତୈଳ ଏବଂ ଗ୍ୟାସ ଭିତିଭୂମି ସୃଷ୍ଟି କରିବା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ସାଢେ ୭ ଲକ୍ଷ ଟଙ୍କା ପୁଞ୍ଜିନିବେଶ କରିବାର ଯୋଜନା ରଖିଛନ୍ତି ବୋଲି ବୁଧବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ତାମିଲନାଡୁରେ ୩୨ ହଜାର ୭୦୦ କୋଟିର ତୈଳ ଓ ଗ୍ୟାସ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଓ ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିସି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଲୋକାର୍ପିତ ମହତ୍ୱକାଂକ୍ଷୀ...

ସରିଲା ମାସେ ବ୍ୟାପି ସଚେତନତା

0

ଭୁବନେଶ୍ୱର : ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏକ ମାସ ବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା ମାସର ଉଦ୍‌ଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଣିଜ୍ୟ ଓ ପରିବହନ ତଥା ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା କହିଥିଲେ, ସଡ଼କ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ଦିଗରେ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି...

ସମଲେଶ୍ୱରୀ ପୀଠର ବିକାଶ ପାଇଁ ୨୦୦ କୋଟି

0

ଭୁବନେଶ୍ୱର : ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବୀ ପୀଠ ସମ୍ବଲପୁରର ମା ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏ ସଂପର୍କରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ଚିଠା ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପସ୍ଥାପନା କରାଯାଇଥିଲା । ଷୋଡଶ ଶତାଦ୍ଦୀରେ ନିର୍ମିତ ମା ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର Samaleswari Temple Area Management & Local Economy Initiatives (SAMALEI) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।...

ଏଥର ରହିବ ପ୍ରଶ୍ନକାଳ

0

ଭୁବନେଶ୍ୱର : ଚଳିତ ଅଧିବେଶନରେ ପ୍ରଶ୍ନକାଳ କହିବ ଏବଂ ସଭ୍ୟମାନଙ୍କର ତାରକାଚିହ୍ନିତ ଓ ଅଣତାରକାଚିହ୍ନିତ ପ୍ରଶ୍ନଗୁଡିକର ଉତ୍ତର ଦିଆଯିବ । ପ୍ରାରମ୍ଭିକ ଦିବସ ଫେବୃୟାରୀ ୧୮ତାରିଖ ଦିନ ଅଧିବେଶନ ପୂର୍ବାହ୍ନ ୧୧ଟା ବେଳେ ଆରମ୍ଭ ହେବାକୁ ଥିବା ସ୍ଥଳେ ଅନ୍ୟ ଦିବସରେ ଅଧିବେଶନ ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ରୁ ଅପରାହ୍ନ ୧ଟା ୩୦ ମିନିଟ୍ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହା ସ୍ଥିର ହୋଇଛି...

ମାହାଙ୍ଗା ଘଟଣାରେ ଶ୍ୱେତପତ୍ର ଦାବି

0

ଭୁବନେଶ୍ୱର : ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଶ୍ୱେତପତ୍ର ଦାବି କରିଛି ରାଜ୍ୟ ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ମର୍ମରେ ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଅନୁରୋଧ କରିବା ସହିତ କହିଛନ୍ତି ଯେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀଙ୍କ ସମେତ...

200 Cr Plan For Kalinga Studio

0

Bhubaneswar: Odisha Government has decided to establish a modern state of the art film hub in the legendary Kalinga Studio with a cost of Rs.200 Crore. This was decided in a highlevel meeting held under Chairmanship of Chief Secretary Suresh Chandra Mohapatra in Lokseva Bhawan on 17 February. Principal Secretary Industry, Hemant Kumar Sharma presented the redevelopment plan for deliberation. Considering the...