ବିଧାନସଭାରେ ଚାଷୀ ତାତି

0

ଭୁବନେଶ୍ୱର: ଚଳିତ ବଜେଟ ଅଧିବେଶନରେ ପ୍ରଶ୍ନକାଳ ରହିବ ବୋଲି ସ୍ଥିର ହୋଇଥିବା ବେଳେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଆଜି ଏହା ହୋଇପାରିନାହିଁ । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଦେଖାଇ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ମାତ୍ର ଏକମିନିଟ୍‍ ପାଇଁ ଚାଲିପାରିଥିଲା । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ଚାଷୀ ପ୍ରସଙ୍ଗ ଓ ଧାନର ଅଭାବୀ ବିକ୍ରି ସଂକ୍ରାନ୍ତରେ ସ୍ୱତନ୍ତ୍ର ଆଲୋଚନା ଲାଗି ଦାବି କରିଥିଲେ ।...

ମହାନଦୀରୁ ପଟୁ ସଫା ହେଉନି

0

ଭୁବନେଶ୍ୱର : ଆଗାମୀ ଗ୍ରୀଷ୍ମଋତୁରେ ମହାନଦୀରେ ଜଳସଙ୍କଟ ନେଇ ଆଶଙ୍କା ପ୍ରକାଶ ପାଇଥିବାବେଳେ ପଟୁ ସଫେଇ କରି ଏହାର ଜଳଧାରଣ କ୍ଷମତା ବୃଦ୍ଧି ସକାଶେ ଗତ ୧୦ମଧ୍ୟରେ ଟଙ୍କାଟିଏ ଖର୍ଚ୍ଚ ହୋଇନଥିବା ଜଣାଯାଇଛି । କେନ୍ଦ୍ର ସରକାର ବି ଏ ବାବଦରେ ଟଙ୍କାଟିଏ ଯୋଗାଇ ନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨୦୧୦-୧୧ ରୁ ୨୦୧୯-୨୦ ବର୍ଷ ମଧ୍ୟରେ ହୀରାକୁଦ ଜଳଭଣ୍ଡାରରୁ ପଟୁ ମାଟି ସଫେଇ ବାବଦରେ କୌଣସି ଅର୍ଥ ବ୍ୟୟ କରାଯାଇ ନାହିଁ । ୨୦୦୯-୧୦ ବର୍ଷରେ ରାଜ୍ୟ ସରକାରାଙ୍କ ଅନୁଦାନରୁ ୧୪କୋଟି...

ପୁରୁଣା ହିସାବ ଦେଖାଇ ସ୍କୁଲ ବନ୍ଦ

0
School and Mass Education

ଭୁବନେଶ୍ୱର : ବିଗତ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କ ସଂଖ୍ୟା ହିସାବକୁ ନେଇ ଏବେ ସ୍କୁଲ ବନ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏଭଳି କାର୍ଯ୍ୟ ଏବେ ଲୋକପ୍ରତିନିଧିଙ୍କ ରକ୍ତଚାପ ବଢାଇବା ଆରମ୍ଭ କରିଦେଲାଣି । କରୋନା ପରବର୍ତ୍ତୀ ସମୟରେ ଏବେ ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବାକୁ ପ୍ରସ୍ତୁତ ହେଉଥିବାବେଳେ ଜିଲ୍ଲା ସ୍ତରରେ ଛାତ୍ରଛାତ୍ରୀଙ୍କ ପୁରୁଣା ସଂଖ୍ୟାକୁ ଆଧାରକରି ବିଦ୍ୟାଳୟ ବନ୍ଦ ପାଇଁ ନୋଟିସ୍‍ ଦିଆଯାଉଛି । ଏଭଳି ଅଭିଯୋଗ ଆସିଛି ଜଗସିଂହପୁର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ ।...

ଅବହେଳା କଲେ ଫେରିପାରେ କରୋନା

0

ଭୁବନେଶ୍ୱର : କରୋନା ଭୟ କିଛି ଟା ହ୍ରାସ ପାଉଥିବା ଜଣାପଡୁଥିଲେ ମଧ୍ୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ କୋଭିଡ ନିୟମାବଳୀକୁ ଦୃଢ଼ଭାବେ ପାଳନ କରିବା ଉଚିତ୍ ବୋଲି ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ମତ ଦେଇଛନ୍ତି । ଓଡ଼ିଶାରେ କରୋନା ସଂକ୍ରମିତ ଚିହ୍ନଟଙ୍କ ସଂଖ୍ୟା କମିଥିଲେ ମଧ୍ୟ ଆମେ ଯେ ବର୍ତମାନ ବିପଦମୁକ୍ତ ତାହା କହିପାରିବା ନାହିଁ ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ମହାପାତ୍ର । କରୋନା ଭାଇରସର...

OMC Eyes 20 Million Ton Target

0

Bhubaneswar: Chief Minister Naveen   Patnaik said the state has the potential to emerge as a Global Hub in steel, aluminum and other mining industries. Mr.Patnaik was speaking after inaugurating two iron ore mines at Guali and Jilling Langlota  in Keonjhar district along with Union Minister of Coal and Mines Pralhad Joshi in virtual mode. Chief Minister Secretary V K Pandian...

Vedanta JSG Bags Greentech Award

0

Bhubaneswar: The Jharsuguda Unit of Vedanta Ltd. has won three first prizes at the prestigious Greentech Awards 2020, for exemplary efforts in safety, sustainability and Covid-19 initiatives. Instituted by the Greentech Foundation, Greentech Awards witnessed participation across various critical industry sectors. The company won Annual Greentech Safety Award 2020 for outstanding achievements in ‘Industry Sector Safety Excellence’; Annual Greentech Sustainability...

Beneficiaries Show Interest For Jab

0

Bhubaneswar: With more and more Health Care Workers (HCW) showing their eagerness to go for COVID-19 Vaccine, State Government is obliging them with Life Saving Jabs. While 3,38,700 HCWs have registered themselves for Vaccination, as on date 2,89,187 HCWs have taken the Jab, said official sources. As the Government of India has extended the Dateline to 25 February for HCWs to...

G2E Online Connect

0

Bhubaneswar: Chief Secretary Suresh Chandra Mohapatra launched three new modules of Human Resource Management System (HRMS) of State Government employees today in Lokseba Bhawan conference hall. With these three modules the HRMS has become a comprehensive system, and, all Government to Employee ( G2E) transactions have been made online.  Launching the modules, Chief Secretary Mr.Mohapatra said, “these new modules developed by...

ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍‍ ଅଧିବେଶନ ଆରମ୍ଭ

0

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ସହିତ ବିଧାନସଭାର ବଜେଟ୍‍ ଅଧିବେଶନ ଆଜି ଆରମ୍ଭ ହୋଇଛି । ରାଜ୍ୟପାଳ ଦୀର୍ଘ ଏକଘଣ୍ଟା ଧରି ରଖିଥିବା ଭାଷଣରେ ସରକାରଙ୍କ ବିଭିନ୍ନ ସଫଳତାକୁ ବଖାଣିଛନ୍ତି । ରାଜ୍ୟପାଳ କହିଛନ୍ତି ଯେ କରୋନା ମହାମାରୀ ସତ୍ତ୍ୱେ ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି । ଚଳିତବର୍ଷ ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟ ସରକାର ୩୮,୭୬୦ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛନ୍ତି ଯାହାକି ଗତବର୍ଷର ଏହି ସମୟସୁଦ୍ଧା ଆଦାୟ ହୋଇଥିବା ରାଜସ୍ୱ ତୁଳନାରେ ୭.୩ ପ୍ରତିଶତ ଅଧିକ...

Odisha Attracts 1.2 Lakh Crore Investment

0

Odisha has been able to attract new investments across multiple sectors and has approved worth over Rs.1.20 lakh crore of investment proposals during prevailing COVID-19 Pandemic. Governor Prof. Ganeshi Lal has said in his Address to Odisha House that that the State is fast emerging as the ‘Manufacturing Hub’ of Eastern India and the State  Government has formulated and implemented...