ଗାଁ ରେ ପଲିଥିନ୍ କଟକଣା କେବେ ?
ଭୁବନେଶ୍ୱର : ପରିବେଶର ପ୍ରଧାନ ଶତ୍ରୁ ସାଜିଥିବା ପଲିଥିନ୍ ଓ ନିମ୍ନମାନର ପ୍ଲାଷ୍ଟିକୁ ଗାଁ ଗହଳରେ ନିଷେଧ କରିବା କଥା ସରକାର ଏକ ପ୍ରକାର ଭୁଲିଗଲେଣି । ଏହି କଟକଣା ୨୦୨୦ ଅକ୍ଟୋବର ୨ତାରିଖରୁ ଲାଗୁପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାବେଳେ ତାହା ଏପର୍ଯ୍ୟନ୍ତ ଲାଗୁ ହୋଇନାହିଁ । ରାଜ୍ୟରୁ ନିମ୍ନମାନର ପ୍ଲାଷ୍ଟିକ ହଟାଇବାପାଇଁ ୨୦୧୮ ମସିହାରୁ ସରକାର ଅଭିଯାନ ଆରମ୍ଭ କରିଥିଲେ । ସେହିବର୍ଷ ଅକ୍ଟୋବର ୨ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ସହିତ କଟକ, ବ୍ରହ୍ମପୁର, ପୁରୀ ଓ ସମ୍ବଲପୁର ଆଦି...
୨୦ ପ୍ରତିଶତରୁ ଅଧିକ ବିଦ୍ୟୁତ୍ ନଷ୍ଟ
ଭୁବନେଶ୍ୱର : ଗ୍ରିଡ୍କୋ ବିଭିନ୍ନ ଉତ୍ସରୁ ଯେତିକି ବିଜୁଳି କିଣୁଛି ତାହାର ୨୦ ପ୍ରତିଶତରୁ ଅଧିକ ନଷ୍ଟହୋଇ ଯାଉଛି । ବର୍ଷକୁ ପାଖପାଖି ୬୦୦୦ ନିୟୁତ ୟୁନିଟ୍ ବିଜୁଳି ନଷ୍ଟ ହେଉଥିବା ଶକ୍ତି ମନ୍ତ୍ରୀ ଦର୍ଶାଇଛନ୍ତି । ବିଜୁଳି ନଷ୍ଟ ସଂକ୍ରାନ୍ତରେ ବିଜେଡି ବିଧାୟକ ପ୍ରଫୁଲ ସାମଲ ପଚାରିଥିବା ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଦର୍ଶାଇଛନ୍ତି ଯେ ୨୦୧୯-୨୦ବର୍ଷରେ ଗ୍ରିଡ୍କୋ ୨୮,୩୫୩ ନିୟୁତ ୟୁନିଟ୍ ବିଜୁଳି କିଣିଥିବାବେଳେ ଏଥିରୁ ୨୦.୮ ପ୍ରତିଶତ ଅର୍ଥାତ୍ ୫୯୦୦ ନିୟୁତ ୟୁନିଟ୍ ବିଜୁଳି ନଷ୍ଟ ହୋଇଥିଲା...
Plastic Ban Eludes Villages
Bhubaneswar While Odisha Government decided to extend blanket ban on single-use plastics across all villages from 2 October, 2020, it is yet to come out with a notification in this regard. Chief Minister Naveen Patnaik way back in 2018 Gandhi Jayanti Day announced ban on single-use plastic in Major Urban Zones like Bhubaneswar, Cuttack, Berhampur, Sambalpur, Rourkela and Puri. Following the...
ବିଧାନସଭାରେ ବାଲି ତାତି
ଭୁବନେଶ୍ୱର : ଓଡିଶା ବାଲି ନୀତି ପ୍ରଣୟନରେ ବିଳମ୍ବକୁ ନେଇ ଆଜି ବିଧାନସଭାରେ ଉଠିଥିଲା ଝଡ । ପ୍ରଶ୍ନକାଳରେ ବିଧାୟକମାନେ ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିବା ସହିତ କାହିଁକି ବାଲି ନୀତି ପ୍ରଣୟନ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବି ବାଲି ନୀତି ପ୍ରଣୟନରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକଟ ସହିତ କାହିଁକି ରାଜ୍ୟ ସରକାର ୩ବର୍ଷ ଧରି ତର୍ଜମା କରୁଛନ୍ତି ବୋଲି ପଚାରିଥିଲେ । ଆଜି ପ୍ରଶ୍ନକାଳର...
Priority Tag For Health Care Workers
Bhubaneswar: In a relief for agitating Auxiliary Nurse Midwives and other paramedics, the Odisha Government has announced that temporary health care workers who had worked in COVID-19 care facilities during the pandemic will get priority in regular appointments on the basis of their qualifications. Health and Family Welfare Minister Naba Kishore Das while replying to questions raised by BJP whip...
State Asks For More Lending
Bhubaneswar: Chief Minister Naveen Patnaik has said the State Government is always concerned to safeguard and protect the interest of the vulnerable and disadvantaged groups. “The farmers, Mission Shakti groups and MSMEs are our lakhs of entrepreneurs who are in need of credit to run and expand their business. We need to support them in true letter and spirit,” he...
ମାର୍ଚ୍ଚ ୧ରୁ ସକାଳୁଆ ସ୍କୁଲ
ଭୁବନେଶ୍ୱର : ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ମାର୍ଗଦର୍ଶିକା ଜାରି କରାଯାଇଛି । ପୂର୍ବରୁ ଜାରି କରାଯାଇଥିବା କୋଭିଡ୍ ମାର୍ଗଦର୍ଶିକା ସହିତ ଏହି ମାର୍ଗଦର୍ଶିକାକୁ ପାଳନ କରାଯିବ । ଜାରି ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡ଼ିକରେ ନବମ ଓ ଏକାଦଶ ଶ୍ରେଣୀଗୁଡ଼ିକର ପାଠପଢା ସକାଳ ୮.୩୦ରୁ ୧୦ଟା ପରିବର୍ତ୍ତେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀଗୁଡ଼ିକ ସକାଳ ୧୧ଟାରୁ ଅପରାହ ୪ ପରିବର୍ତ୍ତେ ସକାଳ...
Vaccination In BSKY Listed Private Hospitals
Bhubaneswar: While in the second phase of vaccination, Private Hospitals will be allowed as part of vaccination process, accordingly, the Odisha Government has brought out the list of Private Hospitals empaneled under Biju Swasthya Kalyan Yojana (BSKY). These 183 Private Hospitals across the State will be allowed as Private COVID Vaccination Centers (PCVC) for vaccination of eligible citizens. ACS Health &...
୪୦ଡିଗ୍ରୀ ଟପିଲା ରାଜଧାନୀ
ଭୁବନେଶ୍ୱର : ରାଜଧାନୀର ତାପମାତ୍ରା ଆଜି ୪୦ଡିଗ୍ରୀ ଟପିଯାଇଛି । ବିଗତ ୧୦ ବର୍ଷ ମଧ୍ୟରେ ଫେବୃୟାରୀ ମାସରେ ରାଜଧାନୀର ତାପମାତ୍ରା କ୍ଷେତ୍ରରେ ଏହା ଦ୍ୱିତୀୟ ସର୍ବାଧିକ ରେକର୍ଡ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାଜଧାନୀ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ୨୦୧୬ ମସିହା ଫେବୃୟାରୀ ୨୦ ତାରିଖରେ ତାପମାତ୍ରା ୪୦.୯ ଡିଗ୍ରୀ ରହିଥିଲା । ତେବେ ୧୯୬୩ ମସିହାରେ ଫେବୃୟାରୀ ୨୩ ତାରିଖରେ ତାପମାତ୍ରା ୪୨.୭ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିଭଳି ଆଜି ଯାଜପୁର, ବାରିପଦା,...
CiX Connects Cities
New Delhi: The City Innovation Exchange (CiX) platform was launched by Durga Shanker Mishra, Secretary, Ministry of Housing and Urban Affairs at an online event here today. Anil Agrawal, Joint Secretary, Department for Promotion of Industry and Internal Trade (DPIIT), Ministry of Commerce and Industry, Kunal Kumar, Joint Secretary and Mission Director, Smart Cities Mission, CEOs of Smart Cities...