SOA Scientists In Stanford List

0

Bhubaneswar: Siksha 'O' Anusandhan (SOA) Deemed to be University has reaffirmed its position as a leading research institution with 41 of its researchers making it to the prestigious Stanford University's list of the world's top 2 per cent scientists for 2025. This achievement marks a significant increase from the 32 scientists featured on the same list in 2024. The Stanford...

ଦେଢ ବର୍ଷରେ ବଢିଛି ୭୦ଟି ଅଙ୍ଗନବାଡି

0

ଭୁବନେଶ୍ୱର : ରାଜ୍ୟରେ ଗତ ଦେଢ ବର୍ଷ ମଧ୍ୟରେ ୭୦ଟି ଅଙ୍ଗନବାଡି କେନ୍ଦ୍ର ବଢିଛି । ବର୍ତ୍ତମାନ ରାଜ୍ୟରେ ୭୪,୧୫୪ଟି ଅଙ୍ଗନବାଡି ଥିବାବେଳେ ଏଥିୋର ୪,୮୬,୬୮୫ ଜଣ ମହିଳା ଓ ୨୯,୧୪,୭୬୬ ଜଣ ଶିଶୁ ଉପକୃତ ହେଉଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଶ୍ରୀମତୀ ପରିଡା ଦର୍ଶାଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧,୦୩୦ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବାବେଳେ ୩୧,୮୬୬ଟି କେନ୍ଦ୍ରରେ ବିଦ୍ୟୁତ୍‍ ସଂଯୋଗ...

ଅବକାରୀ ମାମଲାରେ ୨୧୨ ଦୋଷୀ ସାବ୍ୟସ୍ତ

0

ଭୁବନେଶ୍ୱର : ଅବକାରୀ ମାମଲାରେ ଗତ ୫ବର୍ଷ ମଧ୍ୟରେ ୨୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୨୦ ହଜାରରୁ ଅଧିକ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଗତ ୫ବର୍ଷ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ରୁଜୁ ହୋଇଥିବା ଅବକାରୀ ମାମଲାରେ ୨୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୧୨୪...

ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଛି

0

ଭୁବନେଶ୍ୱର : ଓଡିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଗତବର୍ଷ ୫୩ ହଜାରକୁ ଅତିକ୍ରମ କରିଯାଇଛି । ସେହିଭଳି ଅନ୍ୟ ରାଜ୍ୟରୁ ବି ଓଡିଶାକୁ ପ୍ରାୟ ୪୪ଲକ୍ଷ ପର୍ଯ୍ୟଟକ ଆସିଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୨୨ ମସିହାରୁ ଓଡିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୨୨ରେ ରାଜ୍ୟକୁ ୨୨,୧୨୧ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୨୩ରେ ଏହି...

ଏସସିଡି ଚିହ୍ନଟ ପାଇଁ ହାତ ମିଳାଇଲା ବେଦାନ୍ତ

0

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, କଳାହାଣ୍ଡି ଜିଲ୍ଲାରେ ସିକଲ୍ ସେଲ୍ ରୋଗ (ଏସସିଡି) ଏବଂ ଥାଲାସେମିଆ ସ୍କ୍ରିନିଂର ପ୍ରାରମ୍ଭିକ ଚିହ୍ନଟକୁ ସୁଦୃଢ଼ କରିବା ପାଇଁ ଜାତୀୟ ସିକଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ ଓଡ଼ିଶା ସରକାରଙ୍କ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହିତ ହାତ ମିଳାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଜୁଲାଇ ୨୦୨୩ରେ ଆରମ୍ଭ ହୋଇଥିବା ଏହି ମିଶନର ଲକ୍ଷ୍ୟ ହେଉଛି ପ୍ରାରମ୍ଭିକ ସ୍କ୍ରିନିଂ, ଜେନେଟିକ୍ ପରାମର୍ଶ ଏବଂ ଚିକିତ୍ସା ମାଧ୍ୟମରେ ୨୦୪୭ ସୁଦ୍ଧା...

House Adjourned Till Monday

0

Bhubaneswar: The Odisha Legislative Assembly faced another day of disruption, as Speaker Shrimati Surama Padhy was forced to adjourn proceedings until Monday. The ongoing impasse, primarily fueled by protests from the opposition Biju Janata Dal (BJD) and Congress, has stalled legislative business during the monsoon session. The primary cause of the commotion is the fertilizer crisis affecting farmers during the...

Nanda Behind Nat Geo’s Black Tiger

0

Bhubaneswar: The October issue of National Geographic magazine, featuring a rare black tiger from Odisha's Similipal Tiger Reserve on its cover, has brought global attention to the Odisha's unique wildlife. While the magazine's cover story, "The Tigers Who Changed Their Stripes," is being celebrated, it has been noted that the person behind the initiative, former Principal Chief Conservator of...

ଭତ୍ତା ଅପେକ୍ଷାରେ ୭ଲକ୍ଷରୁ ଅଧିକ

0

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ବର୍ଗର ୭ଲକ୍ଷରୁ ଅଧିକ ବ୍ୟକ୍ତି ଭତ୍ତା ପାଇବାପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମଧୁବାବୁ ପେନ୍‍ସନ ଯୋଜନାରେ ସାମିଲ ପାଇଁ ଆବେଦନ କରିଛନ୍ତି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଏବେ ମୋଟ୍‍ ୫୬,୮୧,୯୮୨...

ଶ୍ରୀମନ୍ଦିରରେ ଅଛି କେତେ ସୁନା, ରୁପା?

0

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଏବଂ ଶ୍ରୀମନ୍ଦିର ନାମରେ ବ୍ୟାଙ୍କ ଲକ୍‍ରରେ କେତେ ପରିମାଣର ମୂଲ୍ୟବାନ ରତ୍ନ ଅଳଙ୍କାର ରହିଛି ତାହା ଜାଣିବା ଲାଗି ଏବେ ବି ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ଭରି ରହିଛି । ଗତ ସରକାର ସମୟରେ ରତ୍ନ ଭଣ୍ଡାରରେ ମହଜୁଦ ଥିବା ସଂପତ୍ତିର ଗଣତି ମଣତିକୁ ଏଡ଼ାଯାଇଥିବା ବେଳେ ବିଜେପି ସରକାରକୁ ଆସିଲେ ରତ୍ନଭଣ୍ଡାରରେ ମହଜୁଦ ଥିବା ସଂପତ୍ତିର ସଠିକ୍‍ ଗଣନା ସହ ସାର୍ବଜନୀନ କରାଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଇଥିଲା । ଇତିମଧ୍ୟରେ ରାଜ୍ୟରେ...

କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମର ପ୍ରଚାର ଉପରେ ଗୁରୁତ୍ୱ

0

ଭୁବନେଶ୍ୱର : ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପରିସରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଅନୁଷ୍ଠିତ ହୋଇଛି ।  ଆଇଏମପିସିସି ଓଡ଼ିଶାରେ କାର୍ଯ୍ୟରତ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବିଭାଗ ତଥା ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାନ ଓ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିଥାଏ। ଆଜିର ବୈଠକରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖିଳ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ ।...