Srujan: Kharavela Bhawan’s Newest Amenity
Bhubaneswar: The hospitality landscape at Kharavela Bhawan has been transformed with the opening of Srujan, a modern canteen and lounge facility on the first floor. Operated by the Indian Railway Catering and Tourism Corporation (IRCTC), the facility was officially inaugurated by Housing and Urban Development Minister Dr. Krushna Chandra Mahapatra, marking a significant upgrade in the building's service standards...
ଦୁଗ୍ଧ ଉତ୍ପାଦନ ଲକ୍ଷେ ଲିଟର ବୃଦ୍ଧି
ଭୁବନେଶ୍ୱର : ରାଜ୍ୟରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ ହେବାପରେ ଦୁଗ୍ଧ ଉତ୍ପାଦନ ପ୍ରାୟ ଲକ୍ଷେ ଲିଟର ବୃଦ୍ଧି ପାଇଥିବାବେଳେ ଏହି ଯୋଜନାରେ ୬୩୨୧ ଜଣ ଗାଈ ଓ ମଈଁଷି ଚାଷୀ ଉପକୃତ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଗୋପାଳଙ୍କ ସଂଖ୍ୟା ଅଧିକ ଥିବା ଜଣାଯାଇଛି । ୨୦୨୪-୨୫ ବର୍ଷରେ ରାଜ୍ୟ ସରକାରଙ୍କର ଏହି ମହତ୍ୱାକାଂକ୍ଷୀ ଯୋଜନା ଆରମ୍ଭ ହୋଇଥିବାବେଳେ ଏଥିରେ ବର୍ତ୍ତମାନ ସୁଦ୍ଧା ୫୩୫୪ ଜଣ ଗୋପାଳକ ଓ ୯୬୭ ଜଣ ମଇଁଷି ପାଳକ ଉପକୃତ ହୋଇଛନ୍ତି । ଗୋପାଳକମାନଙ୍କୁ ଗାଈ...
ମାଲିକ ଭଡାଟିଆ ଟଣାଓଟରା
ଭୁବନେଶ୍ୱର : ଟାଟା ପାୱାରର ବିଦ୍ୟୁତ୍ ବିତରଣକାରୀ ସଂସ୍ଥାମାନେ ହିତାଧିକାରୀଙ୍କୁ ଧରାଇଥିବା ଅତରିକ୍ତ ସୁରକ୍ଷା ଜମା (ଏଡିଏସ୍)କୁ ନେଇ ଏବେ ଭଡାଟିଆମାନେ ଅକଳରେ ପଡିଛନ୍ତି । ଘର ମାଲିକ ଏହି ଅର୍ଥ ଭଡାଟିଆଙ୍କ ଉପରେ ଲଦୁଥିବାବେଳେ ଅର୍ଥ ସ୍ଥାୟୀ ଜମା ବାବଦରେ ରହୁଥିବାରୁ ଏହା ଘର ମାଲିକ ଦିଅନ୍ତୁ ବୋଲି ଭଡାଟିଆମାନେ ମତ ଦେଉଛନ୍ତି । ଏହାକୁ ନେଇ ବିଭିନ୍ନ ସ୍ଥାନରେ ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ଟଣାଓଟରା ଚାଲିଛି । ଯେଉଁମାନେ ନିଜର ଘର ଭଡା ଦେଇଛନ୍ତି ସେମାନଙ୍କ ମିଟରଟି ଘର ମାଲିକଙ୍କ...
ଖାରବେଳ ଭବନରେ କ୍ୟାଣ୍ଟିନ ‘ସୃଜନ’ ଉଦଘାଟିତ
ଭୁବନେଶ୍ୱର, : ଆଜି ଖାରବେଳଭବନର ପ୍ରଥମ ମହଲାରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ କ୍ୟାଣ୍ଟିନ ‘ସୃଜନ’ ଲୋକାର୍ପିତ ହୋଇଛି । ଆଇଆରସିଟିସି ଦ୍ୱାରା ପରିଚାଳିତ ଏହି କ୍ୟାଣ୍ଟିନକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି ଯେ ଏଠାରେ କାର୍ଯ୍ୟ କରୁଥିବା ବିଭାଗଗୁଡିକର ପ୍ରାୟ ସାତଶହରୁ ଅଧିକ କର୍ମଚାରୀ ଉପକୃତ ହୋଇପାରିବେ । ଏତଦ୍ବ୍ୟତିତ ବିଭିନ୍ନ ସମୟରେ ଖାରବେଳଭବନକୁ ବିଭିନ୍ନ...
ପ୍ରତିଯୋଗୀଙ୍କୁ ଉତ୍ସାହିତ କଲେ ମନ୍ତ୍ରୀ
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଥିବା ରାଜ୍ୟ ଯୁବ ମହୋତ୍ସବର ଆଜି ଦ୍ଵିତୀୟ ଦିନରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଅନୁଷ୍ଠିତ ହୋଇଥିବା ଲୋକନୃତ୍ୟ ଓ ବକ୍ତୃତା ପ୍ରତିଯୋଗିତାରେ ଉପସ୍ଥିତ ରହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଏଥିସହ ମନ୍ତ୍ରୀ ଶ୍ରୀ ସୂରଜ ବିଜ୍ଞାନ ମେଳା ବୁଲି ଦେଖିବା ସହ ବିଜ୍ଞାନ ମେଳାରେ ସ୍ଥାନିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କ ଠାରୁ...
Pradhan Boosts Rairakhol Health, Education
Rairakhol: Union Minister of Education, Shri Dharmendra Pradhan, carried out an extensive tour of the Rairakhol area in Sambalpur district, launching a series of initiatives aimed at revolutionizing the health and education landscape of western Odisha. The visit underscored a dual focus on critical emergency infrastructure and the holistic well-being of the younger generation. In fact the tour was marked...
Six Odisha Naxalites Neutralized
New Delhi: In a major breakthrough for internal security, Union Home Minister Shri Amit Shah today hailed the neutralization of six Naxalites in Odisha as a significant milestone toward a Naxal-free Bharat. The high-stakes operation in Kandhamal district led to the elimination of Ganesh Uike, a high-ranking Central Committee member of the banned CPI (Maoist), dealing a severe blow...
ପାକ୍ସକୁ ମିଳିଛି ୧୮କୋଟିରୁ ଅଧିକ
ଭୁବନେଶ୍ୱର : ରାଜ୍ୟରେ ୮୧୭୨ଟି ସମବାୟ ସମିତି ଥିବାବେଳେ ସେଥିରୁ ୭୫୯୫ଟି କାର୍ଯ୍ୟ କରୁଛି । ରାଜ୍ୟରେ ଥିବା ପାକ୍ସଗୁଡିକର କମ୍ପ୍ୟୁଟରୀରଣ ପାଇଁ କେନ୍ଦ୍ର ସରକାର ଓଡିଶାକୁ ଚଳିତବର୍ଷ ୧୮ କୋଟି ଟଙ୍କାରୁ ଅଧିକ ଅର୍ଥ କୋଟି ଟଙ୍କା ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ପ୍ରଦାନ କରିଥିବା ସୂଚନାରୁ ଜଣାଯାଇଛି ଯେ ସମଗ୍ର ଦେଶରେ ଥିବା ପାକସ୍ଗୁଡିକୁ କମ୍ପ୍ୟୁଟରୀକରଣ ପାଇଁ କେନ୍ଦ୍ର ସରକାର ୪ଲକ୍ଷ ୬୭ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରୁଛନ୍ତି । ଚଳିତ ଆର୍ଥିକ ବର୍ଷରେ କେବଳ ଓଡିଶାକୁ ଏ...
ବନ୍ଦ ହେଉ ଜିରୋ ନାଇଟ୍ ସେଲିବ୍ରେସନ୍
ଭୁବନେଶ୍ୱର : ‘ଜିରୋ ନାଇଟ୍ ସେଲିବ୍ରେସନ୍’ ନାମରେ ବହୁ ଦୁର୍ଘଟଣା, ଅପରାଧ ଘଟିବା ସଂଗେ ସଂଗେ ଆଇନ୍ଶୃଙ୍ଖଳା ପରିସ୍ଥିତି ଉତ୍କଟତର ହେଉଥିବାରୁ ସରକାର ସମଗ୍ର ରାଜ୍ୟରେ ଏହି ବିଦେଶୀ ପରମ୍ପରାକୁ ସଂପୂର୍ଣ୍ଣ ବନ୍ଦ କରିବା ଲାଗି ଓଡ଼ିଶା ମଦମୁକ୍ତି ଅଭିଯାନ ସଂଗଠନ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି । ତେବେ ପରିସ୍ଥିତି ଉପରେ ପୁଲିସ ଓ ପ୍ରଶାସନ କଡ଼ା ନଜର ରଖୁଛନ୍ତି ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବରେ କିନ୍ତୁ ନିଶା ପ୍ରସାରଣ କମିବା ପରିବର୍ତ୍ତେ ବଢ଼ୁଛି । ପୁରୁଣା ବର୍ଷକୁ ବିଦାୟ ଦେବା...
Pujya Atal: A Lyrical Tribute
Bhubaneswar: The profound legacy of Bharat Ratna Atal Bihari Vajpayee, a colossus of Indian statesmanship and a master of the written word, was celebrated with lyrical fervor at a state-level poetry recitation festival. Titled Pujya Atal: Shatabdi’s Hundredths, the event served as a luminous tribute to the former Prime Minister’s birth anniversary, weaving together his political triumphs and his...










